IPS ଅଫିସର ସତ୍ୟଜିତ ମହାନ୍ତି ପୋଲିସ ସେବାରୁ ଅବସର ନେଲେ, ଆଜି OPSC ଅଧ୍ୟକ୍ଷ ଭାବେ ନେବେ ଦାୟିତ୍ୱ-

IPS ଅଫିସର ସତ୍ୟଜିତ ମହାନ୍ତି ପୋଲିସ ସେବାରୁ ଅବସର ନେଲେ, ଆଜି OPSC ଅଧ୍ୟକ୍ଷ ଭାବେ ନେବେ ଦାୟିତ୍ୱ-

ପୋଲିସ ସେବାରୁ ଅବସର ନେଲେ IPS ଅଫିସର ସତ୍ୟଜିତ ମହାନ୍ତି । ବରିଷ୍ଠ ଆଇପିଏସ ଅଫିସର ସତ୍ୟଜିତ ଅଗ୍ନିଶମ ବିଭାଗର ନିର୍ଦ୍ଦେଶକ ପଦରୁ ଅବସର ନେଇଛନ୍ତି । ଆଜି OPSC ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବେ ସତ୍ୟଜିତ । ୧୯୮୮ ବ୍ୟାଚ୍‌ର IPS ସତ୍ୟଜିତ ମହାନ୍ତି ପୋଲିସ କମିସନର ଓ DGP ମଧ୍ୟ ଥିଲେ IPS ଅଫିସର ସତ୍ୟଜିତ ମହାନ୍ତି  । ଗତକାଲି ସରକାର ତାଙ୍କ ଭିଆରଏସ ଆବେଦନ ଗ୍ରହଣ କରିବା ପରେ ସେ ପୋଲିସ ସେବାରୁ ଅବସର ନେଇଛନ୍ତି  । ତାଙ୍କ ପାଇଁ ନରାଜରେ ଏକ ବିଦାୟୀ ପରେଡ ଅନୁଷ୍ଠିତ ହୋଇଥିଲା  । ଏହାପରେ ଭୁବନେଶ୍ୱରରେ ଏକ ବିଦାୟ ସଭା ହୋଇଥିଲା  । ସତ୍ୟଜିତ ମହାନ୍ତିଙ୍କୁ 62 ବର୍ଷ ବୟସ ହେବା ଯାଏଁ OPSC ଅଧ୍ୟକ୍ଷ ଭାବେ ଦାୟିତ୍ୱରେ ରହିବେ  ।

Leave a Reply

Your email address will not be published. Required fields are marked *