ପିସିସି ସଭାପତି ଆସନ୍ତା ୧୦ତାରିଖରେ ସ୍ଥିତି ପରଖିବାକୁ କୋଟିଆ ଯିବେ

ପିସିସି ସଭାପତି ଆସନ୍ତା ୧୦ତାରିଖରେ ସ୍ଥିତି ପରଖିବାକୁ କୋଟିଆ ଯିବେ

ଆସନ୍ତା ୧୦ତାରିଖରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସ୍ଥିତି ପରଖିବାକୁ କୋଟିଆ ଯିବେ ବୋଲି ସୂଚନା ମିଳିଛି  । ପିସିସି ସଭାପତିଙ୍କ ସହ କଂଗ୍ରେସର କିଛି ବରିଷ୍ଠ ନେତାମାନେ ମଧ୍ୟ ଯାଇପାରନ୍ତି  ।

କୋଟିଆର ଲୋକଙ୍କ ସହ ଆଲୋଚନା କରିବେ ପିସିସି ସଭାପତି ନିରଂଜନ ପଟ୍ଟନାୟକ । କୋଟିଆକୁ ନେଇ ସରକାରଙ୍କୁ ନିରଞ୍ଜନ ପଚ୍ଚନାୟକଙ୍କ ଟାର୍ଗେଟ କରି କହିଛନ୍ତି ଯେ,ସରକାରଙ୍କ ଆନ୍ତରିକତା ଅଭାବରୁ ମହାନଦୀ ଭଳି କୋଟିଆ ପରିସ୍ଥିତି ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *