ପ୍ରଧାନମନ୍ତ୍ରୀ ସ୍ୱାମିତ୍ୱ ଯୋଜନାର ଶୁଭାରମ୍ଭ କଲେ , ଡିଜିଟାଲ ସଂମ୍ପତି କାର୍ଡ ପ୍ରତ୍ୟେକ ଗ୍ରାମାଞ୍ଚଳ ବାସୀଙ୍କୁ ମିଳିବ

ପ୍ରଧାନମନ୍ତ୍ରୀ ସ୍ୱାମିତ୍ୱ ଯୋଜନାର ଶୁଭାରମ୍ଭ କଲେ , ଡିଜିଟାଲ ସଂମ୍ପତି କାର୍ଡ ପ୍ରତ୍ୟେକ ଗ୍ରାମାଞ୍ଚଳ ବାସୀଙ୍କୁ ମିଳିବ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାମିତ୍ୱ ଯୋଜନାର ଆରମ୍ବ କରିଛନ୍ତି । ଏହି ଯୋଜନା ମାଧ୍ୟମରେ ସହର ଏବଂ ଗାଁରେ ଥିବା ସଂରକ୍ଷଣ ଲୋକ ମାନଙ୍କୁ ସେମାନଙ୍କର ସଂମ୍ପତିର ଡିଜିଟାଲ ମାଲିକାନ ପ୍ରଦାନ କରିବ । ଏହି ଯୋଜନା ଦ୍ୱାରା ବିଶେଷ ଭାବରେ ଗାଁ ଲୋକ ମାନଙ୍କୁ ଅଧିକ ଦୁର୍ନିତିର ସାମ୍ନା କରିବାକୁ ପଡିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ଆଜି ଏକ ଭିଡିଓ କନ୍‌ଫରେସିଂ ଜରିଆରେ ଏହି ଯୋଜନାର ଆରମ୍ଭ କରିଥିଲେ ।
ଏହା ସହିତ ସେ କହିଛନ୍ତି ଯେ ଆମକୁ କରୋନା ଭଳି ମହାମାରି ସମୟରେ ସାଥ ହୋଇ ମିଳିତ ଭାବରେ କାମ କରିବାକୁ ପଡିବ ଏବଂ ଅଧିକରୁ ଅଧିକ ଲୋକଙ୍କୁକୁ ଟିକା କରଣ କରିବା ପାଇଁ ମେ ୧ ରୁ ସରକାରଙ୍କ ଦ୍ୱାରା ଦେଶରେ ଟିକା କରଣର କ୍ଷମତ ବଢା ଯାଉଛି । ଏହି ସମୟରେ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଉଥିବା ଗାଇଡଲାଇନକୁ ପ୍ରତ୍ୟେକ ଲୋକ ମାନିବା ଉଚିତ । ଏବ ଆମ ପଖରେ କରୋନାଠୁ ମୁକ୍ତି ପାଇବା ପାଇଁ ସୁରକ୍ଷା ପାଇଁ କୋଭିଡ ଟିକା ଉପଲବ୍ଧ ଅଛି ଏବଂ ଏହାର ଦୁଇ ଡୋଜ କିପରି ପ୍ରତ୍ୟେକ ଗ୍ରମବାସି ପାଇବେ ଏହାର ଦାଇତ୍ୱ ସରକାରଙ୍କର ।
ପ୍ରଧାନମନ୍ତ୍ରୀ ଅଫିସ ପକ୍ଷରୁ ଦିଆ ଯାଇଥିବା ସୂଚନା ମୁତାବକଏହି ଯୋଜନାରେ ୪.୯ ଲକ୍ଷ ଲୋକଙ୍କୁ ଆଜି ଡିଜିଟାଲ ସଂମ୍ପତି ପ୍ରଦାନ କରାଯାଇଛି ଏବଂ ଏହି ଯୋଜନା ସମଗ୍ର ଦେଶରେ କାର୍ଯ୍ୟକାରି କରାଯିବ ।

Leave a Reply

Your email address will not be published. Required fields are marked *