ପୃଥ୍ବୀରାଜ ହରିଚନ୍ଦନ: ନିର୍ବାଚନ ଏକ ଗଣତାନ୍ତ୍ରିକ ପଦ୍ଧତି, କଂଗ୍ରେସ ଅଭିଯୋଗର ବାସ୍ତବତା ଓ ସତ୍ୟତା ନାହିଁ-

ପୃଥ୍ବୀରାଜ ହରିଚନ୍ଦନ: ନିର୍ବାଚନ ଏକ ଗଣତାନ୍ତ୍ରିକ ପଦ୍ଧତି, କଂଗ୍ରେସ ଅଭିଯୋଗର ବାସ୍ତବତା ଓ ସତ୍ୟତା ନାହିଁ-

କଂଗ୍ରେସର ନିର୍ବାଚନ ଘୁଞ୍ଚାଇବା ଦାବି ଉପରେ ବିଜେପିର ସାଧାରଣ ସମ୍ପାଦକ କହିଛନ୍ତି ଯେ କୋଭିଡ଼ ଗାଇଡ଼ଲାଇନ ଅନୁସାରେ ପିପିଲି ଉପନିର୍ବାଚନ ହେଉ । କଂଗ୍ରେସ ଅଭିଯୋଗର ବାସ୍ତବତା ଓ ସତ୍ୟତା ନାହିଁ। ଏହା କେବଳ ପାଳିଟିକାଲ ଗିମିକ ।  ନିର୍ବାଚନ ଏକ ଗଣତାନ୍ତ୍ରିକ ପଦ୍ଧତି ।

ନିର୍ବାଚନର ନୋଟିଫିକେଶନ ହୋଇସାରିଛି। ତେଣୁ ନିର୍ବାଚନ ହେବା ଉଚିତ । କୌଣସି ଦୁର୍ବିପାକ ପାଇଁ ପୂର୍ବରୁ କେବେ ନିର୍ବାଚନ ବନ୍ଦ ହେବାର ନଜିର ନାହିଁ । ଏଭଳି ପରିସ୍ଥିତିରେ କୋଭିଡ଼ ପ୍ରଟୋକଲକୁ ପାଳନ କରି ନିର୍ବାଚନ ହେଲେ ସବୁଦିନ ପାଇଁ ଏକ ଦୃଷ୍ଟାନ୍ତ ହୋଇ ରହିବ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *