
ଆଜି ଆଇପିଏଲର ୨୨ତମ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଭେଟିବ ରୟାଲ ଚ୍ୟଲେଞ୍ଜର୍ସ ବାଙ୍ଗଲୋରକୁ ।ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯିବାକୁ ଥିବା ଏହି ମ୍ୟାଚ୍ରେ ଉଭୟ ଟିମ୍ ଦୁଇ ପଏଣ୍ଟ ହାସଲ କରି ପଏଣ୍ଟ ଟେବୁଲର ଶିର୍ଶକୁ ଯିବାକୁ ଚାହିଁବେ ।
ଗତ ମ୍ୟାଚ୍ରେ ରିଷଭ ପନ୍ତଙ୍କ ନେତୃତରେ ଦିଲ୍ଲୀ ସନରାଇଜର୍ସ ଦିଲ୍ଲୀକୁ ସୁପର ଓଭରେ ହରାଇ ଦଳର ମନୋବଳ ଉଚ୍ଚରେ ଅଛି । ସେପଟେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ତାର ଶେଶ ମ୍ୟାଚ୍ରେ ଚେନ୍ନାଇର ରବିନ୍ଦ୍ର ଜାଡେଜାଙ୍କ ନିକଟରୁ ସବୁ ବିଭାଗରେ ବିଫଳ ହୋଇ ପରାସ୍ତ ହୋଇଥିଲା । ଦଳ ଆଜିର ମ୍ୟାଚ୍ରେ ପୁଣି ବିଜୟ ଧାରକୁ ଫେରିବ ବୋଲି ଆଶା କରାଯାଉଛି । ।

