ଦିଲ୍ଲୀ କ୍ୟପିଟାଲ୍ସ ୭ ୱିକେଟ୍ ରେ କୋଲକାତାକୁ ଚିତ୍ କଲା: ପୃଥିଶଙ୍କ ଧୁଆଁଧାର ଅର୍ଧଶତକ-

ଦିଲ୍ଲୀ କ୍ୟପିଟାଲ୍ସ ୭ ୱିକେଟ୍ ରେ କୋଲକାତାକୁ ଚିତ୍ କଲା: ପୃଥିଶଙ୍କ ଧୁଆଁଧାର ଅର୍ଧଶତକ-

ଗତକାଲି ମୋଟେରାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଇଥିବା ଚିତାକର୍ଶକ ମ୍ୟାଚ୍‌ରେ କୋଲକାତା ନାଇଟ ରାଇଡର୍ସକୁ ୭ ୱିକେଟ୍ ଦିଲ୍ଲୀ କ୍ୟପିଟାଲ୍ସ ପରାସ୍ତା କରିଛି । ଏହି ମ୍ୟାଚ୍‌ରେ କୋଲକାତା ପକ୍ଷରୁ ଦିଲ୍ଲୀ ସମ୍ମୁଖରେ ୧୫୫ ରନର ଟାର୍ଗେଟ ଦିଆଯାଇଥିଲା । ଯାହାକୁ ଦିଲ୍ଲୀର ଯୁବ ବ୍ୟଟ୍ସମ୍ୟାନ୍ ପୃଥି ଶ ଙ୍କ ଧୁଆଁଧାର ଶତକ ସହାଯ୍ୟରେ ସହଜରେ ବିଜୟ ହାସଲ କରିଛି ।

ପ୍ରଥମେ କୋଲକାତା ବ୍ୟାଟିଂ କରି ୨୦ ଓଭରରେ ୬ ୱିକେଟ୍ ହରାଇ ୧୫୪ ରନ୍ ସଂଗ୍ରହ କରିଥିଲା । କୋଲକାତା ପକ୍ଷରୁ ଶୁଭମନ ଗିଲ ୪୩ ରନ୍ କରିଥିଲା ବେଳେ ରସେଲଙ୍କ ଦୃତ ୪୫ ରନ୍ ସହକାରେ ୧୫୪ କରି ପାରିଥିଲା । 

ତେବେ କୋଲକାତା ପକ୍ଷରୁ ଧାର୍ଯ୍ୟ ହୋଇଥିବା ୧୫୫ ରନ୍ କୁ ଦିଲ୍ଲୀ ମାତ୍ର ୧୬.୩ ବଲରେ ହାସଲ କରି ନେଇଥିଲା । ଦଳ ପକ୍ଷରୁ ଶତକିୟ ଯୋଡି ଭାବରେ ଶିଖର ଏବଂ ପୃଥି ଶ ଦୃଢ ମୁଳଦୁଆ ପକାଇଥିଲେ । ପୃଥି ପ୍ରଥମ ଓଭରରେ ହିଁ ୬ ବଲରେ ୬ ଚଉକା ମାରି ଖେଳର ଗତିକୁ ଦିଲ୍ଲୀ ଆଡକୁ ବଦଳାଇ ଦେଇଥିଲେ । 

Leave a Reply

Your email address will not be published. Required fields are marked *