ବ୍ରହ୍ମପୁର ଗସ୍ତରେ ଡିଜିପି, କୋଭିଡ ସ୍ଥିତି ସମୀକ୍ଷା ଓ ନୂଆ ଷ୍ଟ୍ରେନ ସଙ୍କଟ ନେଇ ହୋଇପାରେ ଆଲୋଚନା

ବ୍ରହ୍ମପୁର ଗସ୍ତରେ ଡିଜିପି, କୋଭିଡ ସ୍ଥିତି ସମୀକ୍ଷା ଓ ନୂଆ ଷ୍ଟ୍ରେନ ସଙ୍କଟ ନେଇ ହୋଇପାରେ ଆଲୋଚନା

ଦକ୍ଷିଣ ଓଡ଼ିଶାରେ କୋଭିଡ ଏନଫୋର୍ସମେଣ୍ଟର ସ୍ଥିତି ସମୀକ୍ଷା ପାଇଁ ଦିନିକିଆ ବ୍ରହ୍ମପୁର ଗସ୍ତରେ ପୋଲିସ ଡିଜି ଅଭୟ ଯାଉଛନ୍ତି । ନୂଆ ଷ୍ଟ୍ରେନର ସଙ୍କଟ ରହିଥିବାରୁ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ସୀମାନ୍ତବର୍ତ୍ତୀ ଅଞ୍ଚଳରେ କିଭଳି ପୋଲିସର ଏନଫୋର୍ସମେଣ୍ଟ ଅନୁଧ୍ୟାନ କରିବେ ।

ଆନ୍ଧ୍ର ଓ ତେଲେଙ୍ଗାନାରେ କରୋନାର ନୂଆ ଷ୍ଟ୍ରେନ ବ୍ୟାପୁଥିବାରୁ ସୀମାକୁ ସିଲ୍ କରିଛନ୍ତି ସରକାର । ବିଭିନ୍ନ ସ୍ଥାନରେ ଚେକ୍ ପୋଷ୍ଟ କରାଯାଇଛି । ସୀମାରେ କିଭଳି ପ୍ରବାସୀଙ୍କ ଯାଞ୍ଚ କରାଯାଉଛି ସେନେଇ ଦକ୍ଷିଣ ଓଡ଼ିଶାର ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ପୋଲିସ ଡିଜି ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି ।

Leave a Reply

Your email address will not be published. Required fields are marked *