ନିଖିଳ ଉକ୍ତଳ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ-

ନିଖିଳ ଉକ୍ତଳ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ-

ଭଦ୍ରକ ଜିଲ୍ଲା ବନ୍ତବ୍ଳକ ମହତାବ୍ ମଇ ସ୍କୁଲ୍ ଠାରେ ନିଖିଳ ଉକ୍ତଳ ସଂଘ ତରଫରୁ ପ୍ରାଥମିକ ଶିକ୍ଷକ ମାନଙ୍କ ପଦୋନ୍ନତି ଦାବିକୁ ହୃଦୟଙ୍ଗମ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ,ଶିକ୍ଷାମନ୍ତ୍ରୀ ଶିକ୍ଷକ ମାନଙ୍କର ଦୀର୍ଘ ଦିନର ଦାବୀ କୁ ଗ୍ରହଣ କରିଥିବା ରୁ ପ୍ରାଥମିକ ଶିକ୍ଷକ ସଂଘର ଜିଲ୍ଲା ସଭାପତି ଭାସ୍କର ଚନ୍ଦ୍ର ପାଢୀ, ଜିଲ୍ଲା ସଂପାଦକ ମନୋରଞ୍ଜନ ନାୟକ, ବନ୍ତ ବ୍ଳକ ସଭାପତି ସରୋଜ କୁମାର ଜେନା,ସଂପାଦକ ଧର୍ମେନ୍ଦ୍ର ଜେନା,ନରେନ୍ଦ୍ର ସାହୁ, ଅଲ ଓଷ୍ଠାର ସଂପାଦକ ପ୍ରଣବ କୁମାର ସିଂ ଏକ ସମ୍ମିଳନୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ, ବିଧାୟକ, 5T ବିକେ ପାଣ୍ଡିଆନ୍, ରାଜ୍ୟ ମହାସଚିବ ଅମିୟ କୁମାର ଦାସ,ସଭାପତି ହୃଦାନନ୍ଦ ଦ୍ୱିବେଦି ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଶିକ୍ଷକ ଗଜେନ୍ଦ୍ର ରାଉତ,ସୁଧୀର ବାରିକ୍ ସୁକାନ୍ତ ବେହେରା,ଅଭୟ କୁମାର ପ୍ରଧାନ ବଳରାମ ଭୂୟାଁ,ହଳଧର ସେଠୀ , କରୁଣା କର ନାୟକ, ଜଗତ୍ ଜୀବନ ଜେନା ଉପସ୍ଥିତ ରହି ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *