ଖଲ୍ଲିକୋଟ ବିଧାୟିକାଙ୍କ ଘରେ ଦୃବୃର୍ତ୍ତଙ୍କ ଲଙ୍କାକାଣ୍ଡ –

ଖଲ୍ଲିକୋଟ ବିଧାୟିକାଙ୍କ ଘରେ ଦୃବୃର୍ତ୍ତଙ୍କ ଲଙ୍କାକାଣ୍ଡ –

ଖଲ୍ଲିକୋଟ ବିଧାୟିକାଙ୍କ ଘରେ ଦୃବୃର୍ତ୍ତଙ୍କ ଲଙ୍କାକାଣ୍ଡ । ଖଲ୍ଲିକୋଟ ନିର୍ମଳଝର ନିକଟ ବିଧାୟିକା ସୂର୍ଯମଣି ବୈଦ୍ୟଙ୍କ ଭଡା ଘରେ ଦୁବୃର୍ତ୍ତ ଭଙ୍ଗାରୁଜା କରିଛନ୍ତି । ଘରେ କେହି ନଥିବାବେଳେ ବାହାରେ ଦୁବୃର୍ତ୍ତମାନେ ଭଙ୍ଗାରୁଜା କରିଛନ୍ତି । 

ସେହିପରି ନିଜ ଗାଁ କେଶପୁର ପାଟଣାସାହିରେ ସମର୍ଥକଙ୍କୁ ବୋମା ମାଡ କରିଛନ୍ତି । ବିଧାୟକାଙ୍କ ସମର୍ଥନଙ୍କ ଉପରକୁ ଏକାଦିକ ବୋମା ଫିଙ୍ଗି ଥିବା ସୂଚନା ମିଳିଛି । ବୋମାମାଡରେ ୪ ଗୁରୁତର ହୋଇ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । 

ତେବେ ପୂର୍ବ ଶତ୍ରୃତାକୁ କେନ୍ଦ୍ର କରି ଭଙ୍ଗାରୁଜା ଓ ବୋମା ମାଡ ହୋଇଥିବା ଅନୁମାନ କରାଯାଉଛି ।  

Leave a Reply

Your email address will not be published. Required fields are marked *