କୁତ୍ରା ବ୍ଲକରେ ଚୈତ୍ର ପୂର୍ଣ୍ଣିମା ପର୍ବ ପାଳିତ

କୁତ୍ରା ବ୍ଲକରେ ଚୈତ୍ର ପୂର୍ଣ୍ଣିମା ପର୍ବ ପାଳିତ

ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକ କନଦୈଇମୁଡା ଗ୍ରାମ ପଞ୍ଚାୟତ ତେଳିଘଡା ଆମ୍ବ ବଗିଚା ଠାରେ ସାରହୁଳ ଖାଦି ପର୍ବ ଚୈତ୍ର ପୂର୍ଣ୍ଣିମା ପର୍ବ ମହତ୍ସବ ୨୦୨୨ ପାଳିତ ହୋଇଛି

ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକ କନଦୈଇମୁଡା ଗ୍ରାମ ପଞ୍ଚାୟତ ତେଳିଘଡା ଆମ୍ବ ବଗିଚା ଠାରେ ସାରହୁଳ ଖାଦି ପର୍ବ ଚୈତ୍ର ପୂର୍ଣ୍ଣିମା ପର୍ବ ମହତ୍ସବ ୨୦୨୨ ପାଳିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ମନ୍ତ୍ରୀ ମଙ୍ଗଳ କିଷାନ, ଆଦିବାସୀ ବ୍ୟାପାର ମନ୍ତ୍ରୀ ସୁନ୍ଦର ଗଡ଼ ସଂସଦ ଜୁଏଲ ଓରାମ,
କୁତ୍ରା ବ୍ଳକ ବିଜେଡି ସଭାପତି ପ୍ରସନ୍ନ ବାଘ୍ ,ରାଜଗାଙ୍ଗପୁର ବ୍ଳକ ସଭାପତି ରାମ କୁକ୍ ରୁ,କନଦୈମୁନଡା ସରପଞ୍ଚ ସମିତି ସଭ୍ୟ, କୁତ୍ରା ଥାନା ଅଧିକାରୀ ,ସରପଞ୍ଚ ଓ ସମିତି ସଭ୍ୟ ଯୋଗଦେଇ ଥିଲେ। ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ବିକ୍ରମ, ମନଲା କିଶାନ ଏବଂ ଶିବା ସିମେଣ୍ଟ ୟୁନାଇଟେଡ଼ର ହେଡ୍ ଅନିଲ କୁମାର ମିଶ୍ର ପରିଚାଳନା କରିଥିଲେ ଏବଂ ଅନ୍ୟାନ୍ୟ ବ୍ୟକ୍ତି ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *