
ଭଦ୍ରକ ୩୦.୦୧ – କୃଷି ବିଲ କୁ ବିରୋଧ କରି ବିଭିନ୍ନ ଚାଷୀ ସଙ୍ଗଠନ ପକ୍ଷରୁ ଧାରଣା ଓ ବିକ୍ଷୋଭ ଜାରି ରହିଛି।

ତେବେ ଗତ ଜାନୁଆରୀ ୨୬ ତାରିଖରେ କେତେକ ଦେଶ ବିରୋଧୀ ତତ୍ତ୍ୱ ଦିଲ୍ଲୀରେ ଉତ୍ପାତ ମଚାଇବା ସହ ଲଲକିଲ୍ଲା ରେ ତ୍ରିରଙ୍ଗା କୁ ଅପମାନ କରିଥିଲେ। ଶାନ୍ତିପୂର୍ଣ୍ଣ ଟ୍ରାକ୍ଟର ଶୋଭାଯାତ୍ରା ପରିବର୍ତେ କିଛି ଚାଷୀ ଲଲକିଲ୍ଲା ରେ ହିଂସା କାଣ୍ଡ ଘଟେଇଥିଲେ ଏହି ଘଟଣା ରାଷ୍ଟ୍ର ଓ ତ୍ରିରଙ୍ଗା ପ୍ରତି ଅପମାନ ର୍ ପ୍ରତିବାଦ ରେ ଭଦ୍ରକ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଗଣଧାରଣା ଦିଆଯାଇଅଛି,ଯୁବ ମୋର୍ଚ୍ଚା ର୍ ଶତାଧିକ କର୍ମ କର୍ତ୍ତା ସକାଳ ୭ଟ ଟାରୁ ରାଷ୍ଟ୍ର ଉପବାସ ରେ ବସି ରହିଛନ୍ତି,
Adv -ଖୁବ ଶୀଘ୍ର ଆସୁଅଛି କେବଳ କୁସୁମ ଟିଭିରେ।।


ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସୁରେଶ ସାମଲ, ରାଜ୍ୟ ଯୁବ ମୋର୍ଚ୍ଚା (IT) ଆଇଟି ସେଲ ସହ ସଂଯୋଜକ ସୂର୍ଯ୍ୟବଂଶୀ ସୁରଜ, ସୀତା କୁମାର ରାଉତ,ଦେବାଂଶୁ ରାଉତ, ସୁଧୀର ଦିବେଦୀ ପ୍ରମୁଖ ଏହି ରାଷ୍ଟ୍ର ଉପବାସ ର୍ ନେତୃତ୍ୱ ନେଇଛନ୍ତି।
ରିପୋର୍ଟ -ହେମନ୍ତ କୁମାର ସିଂ