ସିନେମା ହଲ ଓ ଥ୍ରୀଏଟର ଖୋଲିବାକୁ ପୂର୍ଣ୍ଣ ଅନୁମତି ମିଳିଛି

ସିନେମା ହଲ ଓ ଥ୍ରୀଏଟର ଖୋଲିବାକୁ ପୂର୍ଣ୍ଣ ଅନୁମତି ମିଳିଛି

ରାଜ୍ୟ ସରକାର ଜାରି କଲେ ଫେବୃଆରୀ ମାସ ପାଇଁ ଗାଇଡଲାଇନ୍
କରୋନା କଟକଣାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ଫେବୃଆରୀ ମାସ ପାଇଁ ଗାଇଡଲାଇନ୍ ଜାରି କରାଯାଇଛି ।ତେବେ ଫେବୃଆରୀ ମାସରେ ପୂର୍ବ ଗାଇଡଲାଇନ୍ରେ ୫୦ ପ୍ରତିଶତ ଲୋକଙ୍କୁ ନେଇ ସିନେମା ହଲ ଓ ଥ୍ରୀଏଟର ଖୋଲିବାକୁ ପୂର୍ଣ୍ଣ ଅନୁମତି ମିଳିଛି ।

ଏହାସହ ଫେବୃଆରୀ ପହିଲାରୁ ରାଜ୍ୟର ସମସ୍ତ ଅଙ୍ଗନଓ୍ୱାଡି କେନ୍ଦ୍ର ଖୋଲିବାକୁ ଅନୁମତି ମିଳିଛି । ପୂର୍ବରୁ ସାମାଜିକ ଓ ଧାର୍ମିକ କାର୍ଯ୍ୟକ୍ରମ ପାଇଁ ୨୦୦ ଲୋକଙ୍କୁ ଅନୁମତି ଥିବା ବେଳେ ଏହି ସଂଖ୍ୟା ୫୦୦କୁ ବୃଦ୍ଧି କରାଯାଇଛି ।

Adv -ଖୁବ ଶୀଘ୍ର ଆସୁଅଛି କେବଳ କୁସୁମ ଟିଭିରେ।।

Adv -ଖୁବ ଶୀଘ୍ର ଆସୁଅଛି କେବଳ କୁସୁମ ଟିଭିରେ।।

Leave a Reply

Your email address will not be published. Required fields are marked *