ସମ୍ବଲପୁରରେ ନୂତନ ଏସପି ଭାବେ ଦାୟିତ୍ବ ଗ୍ରହଣ କଲେ ମୁକେଶ କୁମାର ଭାମୁ

ସମ୍ବଲପୁରରେ ନୂତନ ଏସପି ଭାବେ ଦାୟିତ୍ବ ଗ୍ରହଣ କଲେ ମୁକେଶ କୁମାର ଭାମୁ

ସମ୍ଵଲପୁରରେ ନୂତନ ଏସପି ଭାବେ ମୁକେଶ କୁମାର ଭାମୁ ଦ୍ବାୟିତ୍ବ ଗ୍ରହଣ କରିଥିବା ବେଳେ ପୁର୍ବତ୍ତନ ଏସପି ବାଟୁଲା ଗଙ୍ଗାଧର ବିଧିବଦ୍ଧ ଭାବେ ଦ୍ଵାୟିତ୍ବ ହସ୍ତାନ୍ତର କରିଛନ୍ତି । ଏହି ସମୟରେ ଜିଲ୍ଲାର ସମସ୍ତ ଥାନା ଅଧିକାରୀ, ଏସଡିପିଓ, ଅତିରିକ୍ତ ଏସପି ଓ ଅନ୍ୟ କର୍ମଚାରୀ ଉପସ୍ଥିତ ରହି ସ୍ବାଗତ କରିଥିଲେ । ସମ୍ବଲପୁର ଏସପି ବାଟୁଲା ଗଙ୍ଗାଧର ଙ୍କୁ ମୟୁରଭଞ୍ଜ ବଦଳି ହୋଇଛି । ସହର ଯେଉଁ ଅଂଚଲରେ ଅପରାଧ ଓ ନିଶାକାର ଚାଲିଛି ତାହା ରୋକ ଲଗାଇବା ପ୍ରାଥମିକ ଦ୍ବାୟିତ୍ବ ରହିବ । ଜିଲ୍ଲାର ଅପରାଧି ଓ ନିଶା ଖୋର ମାନେ ତୁରନ୍ତ ସୁଧରି ଯାଅନ୍ତୁ, ନହେଲେ କଠୋର କାର୍ଜୁନୁଷ୍ଠାନ ହେବ ବୋଲି ଏସପି ମୁକେଶ ଭାମୁ ଚେତାବନି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *