ମାନପୁର ଗ୍ରାମରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ

ମାନପୁର ଗ୍ରାମରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ

ବରଗଡ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀରେ ପ୍ରାଥମିକ ବିକାଶକୁ ନଜରରେ ରଖୀ ପ୍ରତେକ ଗ୍ରାମ ପଂଚାୟତକୁ ଯାଇ ସମସ୍ୟାର ସମାଧାନ କରୁଛନ୍ତି ବିଧ୍ୟାୟୀକା ସ୍ନେହାଙ୍ଗିନୀ ଛୁରିଆ ।ଏହି ଅବସରରେ ଭେଡେନ ବ୍ଲକର ମାନପୁର ଗ୍ରାମ ପଂଚାୟତର ଵଏପୁର ଗ୍ରାମରେ କଲ୍ୟାଣ ମଣ୍ଡପ ଶୁଭ ଶିଳାନ୍ୟାସ, ଗ୍ରାମର ଉଠା ଜଳସେଚନ ପ୍ରକଳ୍ପ ଉଦଘାଟନ ଓ ଅଙ୍ଗନ ବାଡ଼ି କେନ୍ଦ୍ର ଉଦଘାଟନ କରିଛନ୍ତି ବିଧ୍ୟାୟୀକା ସ୍ନେହାଙ୍ଗିନୀ ଛୁରିଆ । ଏହି ସଭାରେ ମାନପୁର ସରପଞ୍ଚ ସୌଦାମିନୀ ହୋତା, ପୂର୍ବତନ ଜିଲ୍ଲା ପରିଷଦ ସୁବାଷ ହୋତା ,ବ୍ଲକ ଚେୟାର ମେନ ସୁପ୍ରଭା ମହାଲିଙ୍ଗ, ଜିଲ୍ଲା ପରିଷଦ ପିଙ୍କି ବଢ଼େଇ ସମେତ ଗ୍ରାମର ପୁରୁଷ ଓ ମହିଳା ମାନେ ଉପସ୍ଥିତ ଥିଲେ ।ଏହାପରେ ବିଧ୍ୟାୟୀକା ମାନପୁର ଉଚ୍ଚ ବିଧ୍ୟାଳୟ ୫ ଟିରେ ଅନ୍ତର୍ଭୂତ ଥିବାରୁ ସେଠାରେ ମଧ୍ୟ ଶିଳାନ୍ୟାସ କରିଥିଲେ।

Leave a Reply

Your email address will not be published. Required fields are marked *