ଡୁଙ୍ଗୁରିପାଲି ଷ୍ଟେସନରେ ଇସ୍ପାତ ଟ୍ରେନର ଶୁଭାରମ୍ଭ

ଡୁଙ୍ଗୁରିପାଲି ଷ୍ଟେସନରେ ଇସ୍ପାତ ଟ୍ରେନର ଶୁଭାରମ୍ଭ

ଆଜି ସୁବର୍ଣ୍ଣପୁର ଜ଼ିଲ୍ଲା ଡୁଙ୍ଗୁରିପାଲି ରେଲୱେ ଷ୍ଟେସନ ଠାରେ ବହୁ ଦିନ ର ପ୍ରତୀକ୍ଷା ର ଅନ୍ତ ଘଟିଲା ଯୋଉଟା କି ଆଜି ସନ୍ଧ୍ୟା 6ଟା ରୂ ଇସ୍ପାତ ଟ୍ରେନ ଡୁଙ୍ଗୁରିପାଲି ଷ୍ଟେସନ ରୂ ରହଣି ଆରମ୍ଭ ହେଲା ଆଜି ମୁଖ୍ୟ ଅତିଥି ମାନ୍ୟବର ଲୋକସଭା ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂଦେଓ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଅଂଚଳ ର ବହୁ ବୁଦ୍ଧିଜୀବୀ ଜନସାଧାରଣ ଯୋଗ ଦେଇଥିଲେ ଡୁଙ୍ଗୁରିପାଲି ଅଂଚଳ ରେ ଆନନ୍ଦ ର ଲହରୀ ଖେଳି ଯାଇ

Leave a Reply

Your email address will not be published. Required fields are marked *