ସାହୁପଡ଼ାରେ ଷୋହଳ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ

ସାହୁପଡ଼ାରେ ଷୋହଳ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ

ଖଡ଼ିଆଳ NAC ର 5 ନଂ ୱାର୍ଡ ସାହୁପଡ଼ା ରେ ଷୋହଳ ପ୍ରହରୀ ନାମ ଯଜ୍ଞରେ କଳଷ ଯାତ୍ରା ଶେଷ ହୋଇ ରାମନାମ ଆରମ୍ଭ ହୋଇଯାଇଛି l ବର୍ଷ 2015 ରୁ ଷୋହଳ ପ୍ରହରୀ ନାମ ଯଜ୍ଞ ଭବ୍ୟ ଆକାର ରେ ପାଳନ ହୋଇ ଆସୁଛି ହେଲେ କୋଭିଟ ମହାମାରୀ ର ପ୍ରକୋପ ରେ ଦୁଇ ବର୍ଷ କାଳ ବନ୍ଦ ଥିବା ବେଳେ ଚଳିତ ବର୍ଷ 2023 ରେ ଭବ୍ୟ ଆକାରରେ ପାଳନ କରିବା ପାଇଁ ଷୋହଳ ପ୍ରହରୀ ନାମ ଯଜ୍ଞ କମିଟି ର ସଦସ୍ୟ ତଥା ସାହୁପଡ଼ାର ସମସ୍ତ ବାସିନ୍ଦା ନିଜ ପଡା ଭିତରେ ଚାନ୍ଦା ଆଦାୟ କରି ସ୍ୱାଭିମାନ ର ସହିତ ଷୋହଳ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ କରିଛନ୍ତି l

Leave a Reply

Your email address will not be published. Required fields are marked *