ଧାରୁଆ ଅସ୍ତ୍ରରେ ସ୍ତ୍ରୀକୁ ଆକ୍ରମଣ କଲା ସ୍ବାମୀ

ଧାରୁଆ ଅସ୍ତ୍ରରେ ସ୍ତ୍ରୀକୁ ଆକ୍ରମଣ କଲା ସ୍ବାମୀ

ସୋନପୁର ଜିଲ୍ଲା ହିକୁଡି ଗ୍ରାମରେ ସ୍ବାମୀ ସୁରଥ ସୁନା ଏକ ଧାରୁଆ ଅସ୍ତ୍ରରେ ନିଜ ସ୍ତ୍ରୀ ନଳିନୀ ସୁନାଙ୍କୁ ଆକ୍ରମଣ କରିଥିଲେ । ଫଳରେ ପିଠିରେ ଓ କାନ ପାଖରେ ଆଘାତ ଲିଗିଥିବାରୁ ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଖବର ପାଇ ପୋଲିସ ଚିକିତ୍ସା କେନ୍ଦ୍ରକୁ ଯାଇ ପ୍ରାଥମିକ ତଦନ୍ତ କଲାପରେ ନଳିନୀ ସୁନାଙ୍କୁ ବୁର୍ଲା ସ୍ଥାନାନ୍ତର ହୋଇଥିବା ସୂଚନା ମିଳିଛି। ଚିକିତ୍ସା କେନ୍ଦ୍ରରେ ନଳିନୀ ସୁନାଙ୍କ ବଡ ଭାଇ ସଂଗ୍ରାମ ସାଗର , ସାନ ଭାଇ ବିଶ୍ବରଂଜନ ସାଗର ଉପସ୍ଥିତ ଅଛନ୍ତି।

Leave a Reply

Your email address will not be published. Required fields are marked *