ହେଲପିଙ୍ଗ ହାଣ୍ଡସ ସଙ୍ଗଠନ ପକ୍ଷରୁ ରଥଯାତ୍ରା ଉପଲକ୍ଷେ ପାଣି ବଣ୍ଟନ

ହେଲପିଙ୍ଗ ହାଣ୍ଡସ ସଙ୍ଗଠନ ପକ୍ଷରୁ ରଥଯାତ୍ରା ଉପଲକ୍ଷେ ପାଣି ବଣ୍ଟନ

ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ବ୍ଲକର ଏକ ସ୍ବେଚ୍ଛାସେବୀ ସଙ୍ଗଠନ ହେଲପିଙ୍ଗ ହାଣ୍ଡସ ବହୁତ କାର୍ଯ୍ୟ କରି ସାରିବା ସ୍ୱତେ ପୁଣି ଥରେ ରଥଯାତ୍ରା ଉପଲକ୍ଷେ ଆଉ ଏକ କାର୍ଯ୍ୟ କରି ଆଖପାଖ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଶାଳୀକୋଠା ଗ୍ରାମରେ ହେଇଥିବା ରଥଯାତ୍ରାରେ ପୁଣି ଥରେ ମହାନତା ଦେଖାଇଛି ହେଲପିଙ୍ଗ ହାଣ୍ଡସ। ପ୍ରଚଣ୍ଡ ଖରା ହେତୁ ପାଣି ବଣ୍ଟନ ସହ ଅନ୍ୟାନ୍ୟ ସାହାଯ୍ୟ ମଧ୍ୟ୍ୟ କରିଛନ୍ତି। ହେଲପିଙ୍ଗ ହାଣ୍ଡସର ଏହି କାର୍ଯ୍ୟ ଦେଖି ଗ୍ରାମ ବାସୀ ଖୁସି ହେବା ସହିତ ଆଶୀର୍ବାଦ ମଧ୍ୟ୍ୟ କରିଛନ୍ତି।

Leave a Reply

Your email address will not be published. Required fields are marked *