
କୋରାପୁଟ ଜିଲ୍ଲାର ସେମିଳିଗୁଡ଼ା ବ୍ଳକ ଅନ୍ତର୍ଗତ ପାକୁଝଲା ପଞ୍ଚାୟତ ପାକୁଝଲା ଗାଁ ନିକଟସ୍ଥ ଫୁଲ୍ ଗାଛ ପଡ଼ିଆରେ ନିଜ ଅଦା ଚାଷରେ ବିଧାୟକ କାମ କରୁଥିବା ଭିଡ଼ିଓ ଭାଇରାଲ୍ ହୋଇଥିବା ନେଇ ଚର୍ଚ୍ଚା। ଏଥି ପାଇଁ ସବୁ ଆଡୁ ପ୍ରଶଂସା ମିଳିଛି। ଏଥିରେ ଉପସ୍ଥିତ ରହିଛନ୍ତି ଗାଁର ଯୁବକ ଭାଇମାନଙ୍କୁ ନେଇ ପଟାଙ୍ଗି ନିର୍ବାଚନ ମଣ୍ଡଳୀର ତିନଟି ବ୍ଲକର ନିଜ ବିଜୁ ଜନତା ଦଳର ବୁଥ କମିଟି ବୈଠକ ଏବଂ ଅନ୍ୟ ଅନ୍ୟ ବୈଠକ ସାରୀ ଥିବାରୁ ଆଜି ସମୟ ବାହାର କରି ନିଜ ଜମିରେ ଲଗାଇ ଥିବା ଅଦା ଚାଷରେ କାମ କରୁଛନ୍ତି। ଜମିରେ ଅଦା ଚାଷ ଅଦା ଲାଗି ଥିବା ଆଖ ପାଖ ଜମିରେ ମଧ୍ୟ ଆଳୁ ବିନୀସ୍ ଓ ଅନ୍ୟ ଅନ୍ୟ ଚାଷ ବି କରାଯାଇଛି ବିଧାୟକ ପିତମ ପାଢ଼ୀ କହିଛନ୍ତି ମୁଁ ଜଣେ କୋରାପୁଟିଆ ଆଦିବାସୀ ଚାଷୀ ପରିବାରର ପିଲା।