
ଦଶମ ଶାରୀରିକ ଶିକ୍ଷା ଶିକ୍ଷକ ସମ୍ମିଳନୀ ଜିଲ୍ଲା ଶିକ୍ଷାଧିକାରଙ୍କ ସମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ମୂଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ଲକ୍ଷ୍ମଣ ଭୋଇ , ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ରାଧାକାନ୍ତ ଗଡତିଆ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ , ମଞ୍ଜୁଲତା ଭୋଇ ଅତିରିକ୍ତ ଶିକ୍ଷାଧିକାରୀ, ଶାନ୍ତନୁ କୁମ୍ଭକାର , ବ୍ଳକ ଶିକ୍ଷା ଅଧିକାରୀ, ବିରମହାରାଜପୁର , ଲକ୍ଷ୍ମଣ ମିଶ୍ର , ବ୍ଳକ ଶିକ୍ଷା ଅଧିକାରୀ ବିନିକା , ଦୁର୍ଯୋଧନ ରାଉତ, ଅବସର ପ୍ରାପ୍ତ ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ, ସଚାରୁ ବାଳ ଦେବୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ରେ ବିଭିନ୍ନ ବିଦ୍ୟାଳୟ ର ଶାରୀରିକ ଶିକ୍ଷକ ଉପସ୍ଥିତ ଥିଲେ । ଶାରିରୀକ ଶିକ୍ଷା ପ୍ରଶିକ୍ଷଣ ସଭାକୁ ସଞ୍ଜିବ ସାହୁ ପରିଚାଳନା କରଥିଲେ ।