ସ୍ବେଚ୍ଛାସେବୀ ସଂଗଠନ ସ୍ୱଚ୍ଛ ଭାରତ ପକ୍ଷରୁଭିନ୍ନ କ୍ଷମ ବିଦ୍ୟାଳୟରେ ରକ୍ଷା ବନ୍ଧନ

ସ୍ବେଚ୍ଛାସେବୀ ସଂଗଠନ ସ୍ୱଚ୍ଛ ଭାରତ ପକ୍ଷରୁଭିନ୍ନ କ୍ଷମ ବିଦ୍ୟାଳୟରେ ରକ୍ଷା ବନ୍ଧନ

ଆଜି ସୁବର୍ଣପୁର ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ସ୍ୱଚ୍ଛ ଭାରତ ତରଫରୁ ଏକ ନିଆରା ଢଙ୍ଗରେ ଜିଲ୍ଲା ଭିନ୍ନ କ୍ଷମ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ସହିତ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦିବ୍ୟlଙ୍ଗ ପ୍ରତିଭା ବଳ ରେ ଭୀମଭୋଇ ଙ୍କ ଭଳି ଜଣେ ଜଣେ କାଳଜୟୀ ହୋଇ ପାରିବେ ବୋଲି ଆଜିର ମୁଖ୍ୟ ଅତିଥି ପୋଲିସ ଆର ଆଇ ସରୋଜ ବେହେରା, ମୁଖ୍ୟ ବକ୍ତା ପ୍ରଦୀପ ପୁରୋହିତ, ଅତିଥି ପଠାନ କୁମାର ପଣ୍ଡା, ପ୍ରମୁଖ ଯୋଗଦେଇ କହିଥିଲେ।ମନୋରଞ୍ଜନ ତ୍ରିପାଠୀ ଓ ମନୋଜ ପଣ୍ଡା କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ।

Leave a Reply

Your email address will not be published. Required fields are marked *