KHABAR AAJIRA News Regional State ରକ୍ ଡ଼ାନ୍ସ ପକ୍ଷରୁ ଗୁରୁ ଦିବସ ପାଳିତ September 11, 2023September 11, 2023 Kusum Tv ଭଦ୍ରକ କଲେଜ ଛକ ନିକଟରେ ଥିବା ରକ୍ ଡ଼ାନ୍ସ ସ୍ଲୁଲ ରେ ପବିତ୍ର ଗୁରୁ ଦିବସ ପାଳନ ହୋଇଯାଇଅଛି ଏହି ରକ୍ ଡାନ୍ସ ରେ ସମସ୍ତ ଛାତ୍ରଛାତ୍ରୀ ମାନେ ଏକତ୍ର ହୋଇ ଗୁରୁ ଙ୍କୁ ଫୁଲ ଚଦନ ଦେଇ ପୂଜା କରିଥିଲେ। Share Facebook Twitter Pinterest Linkedin