ଭଦ୍ରକରେ ଗୁରୁବନ୍ଦନା ସମାରୋହ

ଭଦ୍ରକରେ ଗୁରୁବନ୍ଦନା ସମାରୋହ

ଭଦ୍ରକ ବିଧାୟକ ସଞ୍ଜିବ କୁମାର ମଲ୍ଲିକ ଙ୍କ ଦ୍ବାରା ଭଦ୍ରକ ଟାଉନ ହଲ ପରିସରରେ ପୂଜ୍ୟ ଗୁରୁ ମାନଙ୍କର ସଂକଳ୍ପ ବଦତାକୁ ସମ୍ମାନ ଜଣାଇବା ପାଇଁ ଭଦ୍ରକ ବିଧାନସଭା କ୍ଷେତ୍ର ଅନ୍ତର୍ଗତ ବିଦ୍ୟାଳୟ ମାନଙ୍କ ରେ ସମସ୍ତ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଉଦ୍ଧେଶ୍ୟରେ ଏକ ସ୍ବତନ୍ତ୍ର ଗୁରୁ ବନ୍ଦନା ଉସ୍ରଵ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ରେ ଭଦ୍ରକ ପଞ୍ଚାୟତ ସମିତି ଅଧକ୍ଷା ଉମିଳା ନାୟକ, ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀ ଅକୁଳ ବାରିକ୍, ଭଦ୍ରକ ବ୍ଳକ ଶିକ୍ଷାଧିକାରୀ ଚକ୍ରଧର ମଲ୍ଲିକଙ୍କ ସମେତ ବିଭିନ୍ନ ବିଦ୍ୟାଳୟ ମାନଙ୍କର ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *