
ବ୍ରହ୍ମପୁର: ଆଜି ବ୍ରହ୍ମପୁର ଏସଡିଜେଏମଙ୍କ କୋର୍ଟରେ ହାଜର ହେବେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ।ନିଯୁକ୍ତି ନାଁରେ ଠକେଇ ମାମଲାରେ ତାଙ୍କୁ ରିମାଣ୍ଡରେ ନେଇପାରେ ଗୋଳନ୍ଥରା ଥାନା ପୋଲିସ । ରୁଜୁ ହୋଇଛି ଠକେଇ ମାମଲା ତାଙ୍କ ନାଁରେ ;
ହାଜର ପରେ ପ୍ରଦୀପଙ୍କୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିପାରେ ଗୋଳନ୍ଥରା ଥାନା ପୋଲିସ ।ଟାଟାରେ ଚାକିରି କରାଇ ଦେବାକୁ କହି ଭାବି ଜ୍ୱାଇଁ ଆକାଶ ପାଠକଙ୍କ ସହ ମିଶି ସେ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଥିଲା ।ଗିରଫ ପରେ ସେ ଭୁବନେଶ୍ୱର ଝାରପଡ଼ା ଜେଲରେ ଅଛନ୍ତି