
୨୦୦୯-୧୪ ଭିତରେ ଓଡ଼ିଶାର ରେଳ ପ୍ରକଳ୍ପ ପାଇଁ ହାରାହାରି ୮୩୮ କୋଟି ଟଙ୍କା ମିଳିଥିବା ବେଳେ ୨୦୨୧-୨୨ରେ ଏହାର ୫୬୦ ପ୍ରତିଶତ ଅଧିକ ଅନୁଦାନ ଦିଆଯାଇଥିବା ରେଳମନ୍ତ୍ରୀ ପୀୟୂଷ ଗୋୟଲ ଦାବି କରିଛନ୍ତି ।
Adv -ଖୁବ ଶୀଘ୍ର ଆସୁଅଛି କେବଳ କୁସୁମ ଟିଭିରେ।।

୨୦୨୧-୨୨ ରେଳ ବଜେଟରେ ଓଡ଼ିଶାକୁ ମିଳିଛି ୫ହଜାର ୫୨୮ କୋଟି ଟଙ୍କା । ଏହା ଭିତରେ ନୂଆ ରେଳପଥ, ଗେଜ୍ ପରିବର୍ତ୍ତନ ଓ ଦୋହରୀକରଣ ଭଳି ୩୯ଟି ପ୍ରକଳ୍ପ ରହିଛି । ଚଳିତ ବଜେଟରେ ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ୨୮୯ କିଲୋମିଟର ରେଳପଥ ନିର୍ମାଣ ପାଇଁ ହଜାରେ ୫୦ ଲକ୍ଷ ଅନୁଦାନ ମିଳିଛି ।