ମହାନଦୀର ମହାସତ ମାନିଲେ ରାଜ୍ୟ ସରକାର । ସଙ୍କଟରେ ମହାନଦୀ । ଧିରେଧିରେ ଶୁଖୁଛି ମହାନଦୀ ଜଳ । ଶୁଖିଯିବ ଓଡ଼ିଶାର ବଡ଼ ନଦୀ ମହାନଦୀର ଜଳ । ଏସବୁ କଥା ଆମେ କହୁନାହଁ
Author: Kusum Tv
ଆଜି ଭାରତ ବନ୍ଦ, ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ଦେଇଛି ୧୨ ଘଣ୍ଟିଆ ବନ୍ଦ ଡାକରା
ଆଜି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ବ୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ ରୁ ସଂଧ୍ୟା ୬ ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ର ପ୍ରଭାବ ଚାରିଆଡେ ଦେଖିବାକୁ ମିଳିଛି,
ଭାରତ ନିର୍ମାଣ କରୁଛି ବିଶ୍ୱର ସର୍ବୋଚ୍ଚ ରେଳ ପୋଲ, ରେଳମନ୍ତ୍ରୀ ସେୟାର କଲେ ଫଟୋ
ଜମ୍ମୁ କଶ୍ମୀରରେ ବିଶ୍ୱର ସର୍ବୋଚ୍ଚ ରେଳ ପୋଲର ନିର୍ମାଣ ପାଖାପାଖି ଅନ୍ତିମ ପର୍ଯ୍ୟାୟରେ ପହଂଚିଛି । ରେଳମନ୍ତ୍ରୀ ପୀୟୁଷ ଗୋୟଲ ଏସଂପର୍କରେ ଟୁଇଟ କରି ସୂଚନା ଦେଇଛନ୍ତି । ରେଳମନ୍ତ୍ରୀ ଶ୍ରୀ ଗୋୟଲ ବ୍ରିଜର
ଶ୍ରୀମନ୍ଦିରର ସମୀକ୍ଷା ବୈଠକ ପ୍ରତି ମଙ୍ଗଳବାର ପ୍ରଶାସନ କାର୍ଯ୍ୟାଳୟରେ ହେବ-
ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ମନ୍ଦିରର ପାରିପାର୍ଶ୍ବିକ ଉନ୍ନତି ଓ ଭିତର ବେଢ଼ା ପରିଷ୍କାର ପରିଚ୍ଛନ୍ନତା ନେଇ ପ୍ରତି ମଙ୍ଗଳବାର ସମୀକ୍ଷା ବୈଠକ ହେବ। ମଙ୍ଗଳବାର ଛୁଟି ଥିଲେ ପରବର୍ତ୍ତୀ କାର୍ଯ୍ୟ ଦିବସ ଦିନ ବୈଠକ
ଖଡ଼ିପଦା ଗାଁ ଶନି ମନ୍ଦିରରୁ ରୁପା ମୁକୁଟ ଓ ସୁନା ଅଳଙ୍କାର ଲୁଟ୍-
ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଖଡ଼ିପଦା ଗାଁରେ ଥିବା ଶନି ମନ୍ଦିରର ତାଲା ଭାଙ୍ଗି ଲୁଟ୍ ହୋଇଛି । ମନ୍ଦିରରେ କଳାକନା ବୁଲାଇଲେ ଲୁଟେରା । ନେଇଗଲେ ଠାକୁରଙ୍କ ରୁପା ମୁକୁଟ ଓ ସୁନା
ରାଜ୍ୟ ସରକାର ଆଖୁଆପଦା ଠାରେ ବହୁମୁଖୀ ବ୍ୟାରେଜ୍ ପ୍ରତିଷ୍ଠା କରନ୍ତୁ: ରାଜ୍ୟ ବିଜେପି ସଭାପତି-
ଭାରତକୁ ଆତ୍ମନିର୍ଭରଶୀଳ କରିବା ପାଇଁ ‘ଭୋକାଲ ଫର୍ ଲୋକାଲ’ ଅଭିଯାନକୁ ଗୁରୁତ୍ବ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହ ଦେଶର ବିକାଶରେ ସାମିଲ ହେବାକୁ ଲୋକଙ୍କୁ ଆହ୍ବାନ ଦେଇଛନ୍ତି । ଏହି ଆହ୍ବାନକୁ ତୃଣମୂଳସ୍ତରରେ ପହଞ୍ଚାଇବା
ପଶ୍ଚିମବଙ୍ଗ ନିର୍ବାଚନ: କୋଲକାତାରେ ଅସୁଦୁଦ୍ଦୀନଙ୍କ ରାଲି ବାତିଲ, ପୋଲିସ ଦେଲାନି ଅନୁମତି
ଅଲ୍ ଇଣ୍ଡିଆ ମଜଲିସ-ଏ-ଇତ୍ତେହାଦୁଲ ମୁସଲିମୀନ (ଏଆଇଏମଆଇଏମ) ମୁଖ୍ୟ ଅସଦୁଦ୍ଦୀନ ଓୱେସୀଙ୍କ ପଶ୍ଚିମବଙ୍ଗର କୋଲକାତାରେ ଆଜି (ଗୁରୁବାର) ହେବାକୁ ଥିବା ରାଲିକୁ ପୋଲିସ ଅନୁମତି ଦେଇନାହିଁ । ଫଳରେ ଏହି ରାଲିକୁ ବାତିଲ କରି ଦିଆଯାଇଛି
ଦେଶରେ ଉତ୍ପାଦନ ହେବ ଲ୍ୟାପଟପ୍, ପିସି ଓ ଟେବଲେଟ୍! ସରକାରଙ୍କ ଏହି ଯୋଜନାରେ ୨ ଲକ୍ଷ ଲୋକଙ୍କୁ ମିଳିବ ରୋଜଗାର-
କେନ୍ଦ୍ର ସରକାର ଦେଶରେ ଲ୍ୟାପଟପ୍, ଟେବଲେଟ, ଅଲ୍-ଇନ୍-ୱାନ୍ ପିସି ଏବଂ ସର୍ଭର ଉତ୍ପାଦନ ବଢ଼ାଇବା ଲାଗି ୭୩୫୦ କୋଟି ଟଙ୍କାର ପ୍ରଡକ୍ଟ ବେସ୍ଡ ଇନସେଣ୍ଟିଭ୍ (ପିଏଲଆଇ) ଯୋଜନାକୁ ମଂଜୁରୀ ଦେଇଛନ୍ତି । ଏହି ଯୋଜନା
ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ତାମିଲନାଡୁ-ପୁଡୁଚେରୀ ଗସ୍ତ, ଲୋକାର୍ପଣ-ଶିଳାନ୍ୟାସ ହେବ ଏକାଧିକ ପ୍ରକଳ୍ପ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡୁ ଓ ପୁଡୁଚେରୀ ଗସ୍ତରେ ଯିବେ । ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ମୋଦୀ ଏକାଧିକ ପ୍ରକଳ୍ପକୁ ଉଦଘାଟନ କରିବେ । ସେହିପରି ମୋଦୀ କିଛି ବିକାଶମୂଳକ ପ୍ରକଳ୍ପ
କଟକ ପୋଲିସକୁ ସଫଳତା : ହାଡ଼ିଆ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶାନ୍ତନୁ ମଲ୍ଲିକ ଗିରଫ
କଟକ ବିଡାନାସୀ ଥାନା ଅନ୍ତର୍ଗତ ଇପସାରଗଡାରେ ଘଟିଥିବା ହାଡ଼ିଆ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶାନ୍ତନୁ ମଲ୍ଲିକକୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି । ଏ ନେଇ ସାମ୍ବାଦିକ ସମ୍ମିଳନୀରେ କଟକ ଡିସିପି ପ୍ରତୀକ