ଅଦା ବୋଝେଇ ଟ୍ରକରୁ ୭୩୮ କେଜି ସବୁଜ ଜହର( ଗଞ୍ଜେଇ) ଜବତ ଏବଂ ତିନି ଜଣ ଗିରଫ – ଜୟପୁର

ଗଞ୍ଜେଇ ଚାଲାଣର ନୂଆ ତରିକା  । ଅଦା ବୋଝେଇ ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ ବେଳେ ୭୩୮ କେଜି ଗଞ୍ଜେଇ ଜବତ କଲା ଜୟପୁର ପୋଲିସ । କୋରାପୁଟ ଜିଲ୍ଲା ଜୟପୁର ସଦର ପୋଲିସ

ସୋସିଆଲ ମିଡିଆ ଓ OTT ପ୍ଲାଟଫର୍ମ ପାଇଁ କଡା ଗାଇଡ୍ଲାଇନ, 24 ଘଣ୍ଚାରେ ହଟିବ ଆପତ୍ତିଜନକ କଣ୍ଟେଣ୍ଟ

ଦେଶରେ ସୋସିଆଲ ମିଡିଆ ଓ OTT ପ୍ଲାଟଫର୍ମ ପାଇଁ ଆସିବ ଗାଇଡ୍‌ଲାଇନ । ଗାଇଡ୍‌ଲାଇନ୍‌ ନେଇ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ ପ୍ରକାଶ ଜାଭଡେକର ପ୍ରେସ୍‌ମିଟରେ ସୂଚନା ଦେଇଛନ୍ତି  । ଅଭିଯୋଗ ଆସିଲେ ତଦନ୍ତ

ଦଶାହ ଭୋଜି ଖାଇ ପଏଁର ଗାଁର ୨୦ରୁ ଅଧିକ ଲୋକ ଅସୁସ୍ଥ-

ଦଶାହ ଭୋଜି ହେଲା କାଳ । ଭୋଜି ଖାଇ ନୂଆପଡା ଜିଲ୍ଲା କୋମନା ବ୍ଲକ୍ ପଏଁର ଗାଁର ୨୦ରୁ ଅଧିକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସମସ୍ତଙ୍କୁ କୋମନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି

ପଡ଼ୋଶୀ ମହିଳାଙ୍କୁ ଦୁଷ୍କର୍ମ ଉଦ୍ଦେଶ୍ୟରେ କରିଥିବା ଏସିଡ୍ ମାଡ଼ର ଅଭିଯୁକ୍ତ ଦୀର୍ଘ ୧୯ ବର୍ଷ ପରେ ଧରାପଡିଲା-

୧୯ ବର୍ଷ ପରେ ଗିରଫ ହେଲା ଏସିଡ ମାଡ଼ କରିଥିବା ଅଭିଯୁକ୍ତ । ଦୁଷ୍କର୍ମ ଉଦ୍ୟମ ପାଇଁ ଏସିଡ ମାଡ଼ କରାଯାଇଥିବା ଅଭିଯୋଗ ହୋଇଥିଲା । ଅଭିଯୁକ୍ତ ସୁବାସ ବେହେରାକୁ ଗିରଫ କରିଛି ଭଦ୍ରକ

ଓଡ଼ିଶା ୧୨ଟି ରାଜ୍ୟରୁ ଫେରୁଥିବା ଲୋକଙ୍କ ଉପରେ ନଜର ରଖିବ- କରୋନା ଡ଼ର

କରୋନାର ନୂଆ ଷ୍ଟ୍ରେନ୍ କୁ ନେଇ ଭୟ ବଢିଥିବା ବେଳେ ରାଜ୍ୟ କଟକଣା କୁ ମଧ୍ୟ କଡାକଡି କରାଯାଇଛି । ପ୍ରଥମେ ବିମାନ ବନ୍ଦରରେ ଦେଶ ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବା