ଆକାଶର ଜହ୍ନ ସାଥେ କୁଆଁରୀ ମନର ଅସୁମାରୀ ଆଶାକୁ ନୃତ୍ୟରେ ରୂପାନ୍ତରିତ କରି ଅନୁଷ୍ଠିତ ହୋଇଯାଇଛି କୁମାର ଉତ୍ସବ। ଶୁକ୍ରବାର ନୃତ୍ୟାନୁଷ୍ଠାନ ନୃତ୍ୟାୟନ ପକ୍ଷରୁ ଭଞ୍ଜକଳା ମଣ୍ଡପରେ ୨ୟ କୁମାର ଉତ୍ସବ ପାଳନ କରାଯାଇଛି।
Author: Kusum Tv
ଢେଙ୍କାନାଳରେ ମା’ ଲକ୍ଷ୍ମୀଙ୍କ ଧରାବତରଣ
ଢେଙ୍କାନାଳରେ ଧରାବତରଣ କରିବେ ମା’ ଲକ୍ଷ୍ମୀ। ଶନିବାରଠାରୁ ସହରରେ ଆରମ୍ଭ ହେବ ମା’ଙ୍କ ଆରାଧନା। ଏଥିପାଇଁ ଉତ୍ସବମୁଖର ହୋଇପଡ଼ିଛି ସମଗ୍ର ଢେଙ୍କାନାଳ। ସହରରେ ଶେଷ ହୋଇଛି ସମସ୍ତ ସାଜସଜ୍ଜା। ଚଳିତବର୍ଷ ପ୍ରସିଦ୍ଧ ଲକ୍ଷ୍ମୀପୂଜା ଉତ୍ସବ
ରାଶିଫଳ: ଶନିବାର ,ଅକ୍ଟୋବର ୨୮ ତାରିଖ
ଆଜି କୌଣସି ଅସୁବିଧା ନ ଥିଲେ ମଧ୍ୟ ପରିବାରର କିଛି ବ୍ୟତିକ୍ରମକୁ ନେଇ ଚିନ୍ତା ପ୍ରକଟ କରିବେ। ପରସ୍ପର ପଡୁ ନ ଥିବା ଭାଇଙ୍କ କଥା ମନକୁ ଆନ୍ଦୋଳିତ କରିପାରେ। ପରକୁ ଦେଇଥିବା ଅର୍ଥକୁ
ରାଶିଫଳ: ଶୁକ୍ରବାର, ଅକ୍ଟୋବର ୨୭ ତାରିଖ
ଆଜି ଆର୍ଥିକ ଉନ୍ନତି ଓ ବୈଷୟିକ ସୁଖ,ସମୃଦ୍ଧି କାରଣରୁ ମନ ପ୍ରଫୁଲ୍ଲ ରହିବ। ଦ୍ୱିଜା ନକ୍ଷତ୍ର ସାହିତ୍ୟ ଚର୍ଚ୍ଚା, ସଭାସମିତି, ରାଜନୀତି ଓ ସଂଗଠନ କ୍ଷେତ୍ରରୁ ପ୍ରଶଂସିତ ହେବେ। ଅପରିଚ ବ୍ୟକ୍ତିମାନଙ୍କ ସହ ନୂତନ
ବାଇକ୍ରେ ଆସି ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପି ନେଲେ ଯୁବକ
ନୂଆପଡ଼ା ଜିଲା କୋମନା ଥାନା ଅନ୍ତର୍ଗତ ଉଦ୍ୟାନବନ୍ଧ ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠାଇ ବାଇକ୍ରେ ଘରକୁ ଫେରୁଥିବା ବେଳେ ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପି ନେଇ ଲୁଟେରା ଫେରାର ହୋଇଯାଇଛନ୍ତି। ଗୁରୁବାର କୁଞ୍ଜଲପଡା
ଢେଙ୍କାନାଳ ଜିଲା ଭୁବନ ଥାନା ଅଞ୍ଚଳରେ ଏକ ଅଭାବୀୟ ଘଟଣା : ସ୍ବାମୀଙ୍କୁ ନିସ୍ତୁକ ମାଡ ମାରି, ସ୍ତ୍ରୀଙ୍କୁ ବଳାତ୍କାର
ଢେଙ୍କାନାଳ ଜିଲା ଭୁବନ ଥାନା ଅଞ୍ଚଳରେ ଏକ ଅଭାବୀୟ ଘଟଣା ଘଟିଯାଇଛି। ସ୍ବାମୀ ସ୍ତ୍ରୀ ଫେରିବା ବାଟରେ ଦୁହିଁଙ୍କୁ ଅଟକାଇ କିଛି ଯୁବକ ମାଡ ମାରିବା ସହ ସ୍ତ୍ରୀଙ୍କୁ ଟେକି ନେଇ ବଳାତ୍କାର କରିଛନ୍ତି।
ମିଳିଲାନି ମହାପ୍ରୟାଣ ଗାଡି: ମୃତଦେହକୁ ବୋହି ୮କିଲୋମିଟର ଚାଲିଲେ ପରିବାର ଲୋକେ
ଦୀର୍ଘ ୮ କିଲୋମିଟର ମୃତଦେହକୁ କାନ୍ଧରେ ବୋହି ନେଲେ ପରିବାର ଲୋକେ। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଳକ ସରଧାପୁର ଗାଁରେ । ମଙ୍ଗଳବାର ସକାଳେ ସରଧାପୁର
ଦକ୍ଷିଣ ଆଫ୍ରିକା ୧୪୯ ରନରେ ବାଂଲାଦେଶକୁ ପରାଜିତ କଲା
ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ୱକପ କ୍ରିକେଟ ୨୦୨୩ର ୨୩ତମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୫ ଓ୍ବିକେଟରେ ବାଂଲାଦେଶକୁ ପରାଜିତ କରିଛି। ଧାର୍ଯ୍ୟ ୩୮୩ ରନର ପିଛା କରି ବାଂଲାଦେଶ ୪୬.୪ ଓଭରରେ ୧୦
ଖବର ଆଜିର :ତାରିଖ ୨୫/୧୦/୨୩, ମଙ୍ଗଳବାର
1. ମାଆଙ୍କ ଭସାଣି ଲାଗି ଗାଇଡଲାଇନ ଜାରି 2. ଦୀର୍ଘ ୮ କିଲୋମିଟର ମୃତଦେହକୁ କାନ୍ଧରେ ବୋହି ନେଲେ ପରିବାର ଲୋକେ 3. ଦେବଗଡ ତିଳେଇବଣି ବ୍ଲକ ସଦର ମହକୁମାରେ ବ୍ୟବସାୟୀଙ୍କୁ ଛୁରାମାଡ 4.ଚାକିରିରୁ
ରାଶିଫଳ: ବୁଧବାର, ଅକ୍ଟୋବର ୨୫ ତାରିଖ
ମେଷ ବନ୍ଧୁ ମାନଙ୍କ ସହ ଶୁଭକାର୍ଯ୍ୟ ପରିପ୍ରେକ୍ଷୀରେ ସୁମଧୁର ଅନୁଭୂତିକୁ ନେଇ ଦିନଟିକୁ ବିତାଇବେ। ସ୍ୱାସ୍ଥ୍ୟ ଓ ପିଲାମାନଙ୍କ ବିବାହ ସଂପର୍କୀୟ ଚିନ୍ତା ନେଇ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ଜଣେ ହିତୈଷୀଙ୍କ ଚେଷ୍ଟାରୁ

