ଖଣି ଓ ପରିବହନ ବିଭାଗର ସମୀକ୍ଷା ବୈଠକ: ବେଆଇନ ବାଲି ଚୋରାଚାଳନ ଉପରେ କଡା ଅଭିଯାନ, ସୂଚନା ଫଳକ ଲଗାଇବା ଉପରେ ଗୁରୁତ୍ୱ:

ସୁବର୍ଣ୍ଣପୁର, ତା. ୧୨/୦୫/୨୫(ଭାସ୍କର ଦାଶ):-ମାନ୍ୟବର ମନ୍ତ୍ରୀ, ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ ଓ ଖଣି ବିଭାଗ, ଓଡିଶା ଶ୍ରୀ ବିଭୂତି ଭୂଷଣ ଜେନା ଆଜି ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ସର୍କିଟ୍ ହାଉସ୍‌ରେ

ଲୋକ ଅଦାଲତ: ରାଜ୍ୟରେ ୧ ଲକ୍ଷ ୯୨ ହଜାର ମାମଲା ଫଇସଲା

କଟକ: ୧୧/୦୫: ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ଚଳିତ ବର୍ଷର ଦ୍ବିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ ୧ ଲକ୍ଷ ୯୨ ହଜାର ୩ଟି  ମାମଲାର ଫଇସଲା କରାଯାଇଛି।

୭୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଆୟକର କମିଶନରଙ୍କୁ ଧରିଲା ସିବିଆଇ

ନୂଆଦିଲ୍ଲୀ:୧୧/୦୫: ୭୦ ଲକ୍ଷ ଟଙ୍କା ଲାଞ୍ଚ ନେବା ମାମଲାରେ ହାଇଦ୍ରାବାଦ ଆୟକର କମିଶନର ଜୀବନ ଲାଲ ଲାଭିଡିଆ ଏବଂ ଅନ୍ୟ ଚାରି ଜଣଙ୍କୁ ସିବିଆଇ ଗିରଫ କରିଛି। ପାଲୋନଜି ଗ୍ରୁପ୍ ସପକ୍ଷରେ ଏକ ଆବେଦନର

କୋଇଲା ଖଣିରେ ୨ହଜାରରୁ ଅଧିକ ଶ୍ରମିକ ଠକେଇର ଶିକାର

ଝାରସୁଗୁଡ଼ା :୧୧/୦୫: ଝାରସୁଗୁଡା ୪୫ ଡିଗ୍ରି ଖରାରେ କୋଇଲା ଖଣିର ଉତ୍ତାପ ଭିତରେ ଝାଳ ବୁହାଇ ପରିଶ୍ରମ କରୁଥିବା ଶ୍ରମିକ ସେମାନଙ୍କ ହକ୍‌ ପାଇବାରୁ ବଞ୍ଚିତ ହେଉଛନ୍ତି। ଖଣି ଭିତରେ ବିଭିନ୍ନ କାର୍ଯ୍ୟ ପାଇଁ

ଶ୍ରୀମନ୍ଦିରରେ ସୁରକ୍ଷା କଡ଼ାକଡ଼ି, ବଢ଼ିଲେ ସଶସ୍ତ୍ର ବାହିନୀ: ମନ୍ଦିର ଭିତରେ, ବାହାରେ ୩୩ ସମ୍ବେଦନଶୀଳ ସ୍ଥାନ ଚିହ୍ନଟ

ପୁରୀ: ୧୦/୦୫: ସୀମାରେ ଭୟାନକ ଲଢ଼େଇ ପରେ କଡ଼ା ସୁରକ୍ଷା ବଳୟରେ ରହିଛି ଶ୍ରୀମନ୍ଦିର। ‘ଅପରେସନ ସିନ୍ଦୂର୍‌ ୨.୦’ ପରେ ପାକିସ୍ତାନ ପାଲଟା ଆକ୍ରମଣ ପାଇଁ ପ୍ରୟାସ କରୁଥିବାରୁ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ବଢ଼ାଇ

ମହାପ୍ରଭୁଙ୍କ ରଥର ୪୨ଟି ତୁମ୍ବର ବିନ୍ଧ ପରଖ ଶେଷ

ପୁରୀ: ୧୦/୦୫: ରଥଯାତ୍ରାର ଭିନ୍ନ ଭିନ୍ନ ନାମ ରହିଛି। ଆଷାଢ଼ ଶୁକ୍ଳ ପକ୍ଷ ଦ୍ବିତୀୟା ତିଥିରେ ହେଉଥିବା ନବଦିନାତ୍ମକ ଯାତ୍ରାକୁ ପତିତପାବନ ଯାତ୍ରା, ଘୋଷଯାତ୍ରା, ଗୁଣ୍ଡିଚା ଯାତ୍ରା, ସୁନ୍ଦରାଚଳ ଯାତ୍ରା, ଜନ୍ମବେଦୀ ଯାତ୍ରା, ଦଶାବତାର

୨୦୩୬ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ୩୬ଟି କାର୍ଯ୍ୟକ୍ରମ

ଭୁବନେଶ୍ବର:୧୦/୦୫: ୨୦୩୬ ମସିହା ସୁଦ୍ଧା ଗଠନ ହେବ ସମୃଦ୍ଧ ଓଡ଼ିଶା। ଏଥିପାଇଁ ୩୬ଟି କାର୍ଯ୍ୟକ୍ରମ ପ୍ରସ୍ତୁତ ‌ହୋଇଛି। ରାଜ୍ୟକୁ ୫୦୦ ବିଲିଅନ ଡଲାର ଅର୍ଥନୀତିରେ ପରିଣତ କରାଯିବ। ୨୦୩୬ ସୁଦ୍ଧା ସମାଜର ଶେଷ ସ୍ତରରେ

ସମ୍ଭାବ୍ୟ ବନ୍ୟାର ସଫଳ ମୁକାବିଳା ପାଇଁ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର ତା ୦୯/୦୫/୨୫(ଭାସ୍କର ଦାଶ):-ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ସଫଳ ମୁକାବିଳା ପାଇଁ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ

ଧରଣୀଧରଙ୍କ ପାଇଁ ୧୧୫୫ କୋଟିର ପ୍ରକଳ୍ପ ଘୋଷଣା: ରାଜଧାନୀରେ ହେବ ଧରଣୀ ଭବନ

କେନ୍ଦୁଝର: ୦୬/୦୫: ବିପ୍ଳବର ବହ୍ନିଶିଖା ଥିଲେ ଧରଣୀ। ଅନ୍ୟାୟ, ଅତ୍ୟାଚାର ସହ ସାଲିସ ନ କରି କିଭଳି ବିପ୍ଲବ କରି ବଞ୍ଚିହେବ, ତାହା ଶିଖାଇଥିଲେ। ତାଙ୍କ ବିପ୍ଳବ ଆଜି ଅନ୍ୟମାନଙ୍କୁ ଅନ୍ୟାୟ ଓ ଅତ୍ୟାଚାର

ଜଗନ୍ନାଥ ଧାମ ଓ ମହୋଦଧି ନାମରୁ ବିରତ ପାଇଁ ପଶ୍ଚିମବଙ୍ଗକୁ ଚିଠି ଲେଖିବ ଓଡ଼ିଶା

ଭୁବନେଶ୍ୱର:୦୬/୦୫(ଅଶୋକ ସାହୁ): ଶ୍ରୀମନ୍ଦିରର ଚତୁର୍ଦ୍ଧା ବିଗ୍ରହଙ୍କ ବଳକା ଦାରୁରେ ଦୀଘା ଶ୍ରୀଜଗନ୍ନାଥ ମନ୍ଦିରରେ ବିଗ୍ରହ ପ୍ରତିଷ୍ଠା ହେବା ମିଛ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ