ଅଗଷ୍ଟ ୬ ତାରିଖରୁ ରାଜ୍ୟରେ ପୁଣି ଆରମ୍ଭ ହେବ ବର୍ଷା । ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଏକ ଲଗୁଚାପ ପ୍ରଭାବରେ ବର୍ଷା ହେବ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ
Author: Kusum Tv
ଭୁବନେଶ୍ୱରରେ ଇ-ବସ ଓ ଇ-ରିକ୍ସା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ପ୍ରଥମ ପର୍ଯ୍ୟାୟରେ ଗଡିଲା ୧୦ଟି ବସ ଓ ୫୦ଟି ରିକ୍ସା
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର airport ଛକ ଠାରେ ଇ-ବସ ଓ ଇ-ରିକ୍ସା ଚଳାଚଳର ଶୁଭାରମ୍ଭ କରିଛନ୍ତି। ଏହା ଦ୍ବାରା ସହରରେ ବାୟୁ ପ୍ରଦୂଷଣ କମ୍ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ ପଦକ୍ଷେପ ଆରମ୍ଭ
ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ
ଆଜି ବିଶ୍ୱ ବ୍ୟାଘ୍ର୍ୟ ଦିବସ। ଜଙ୍ଗଲ ରାଜାର ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଜୁଲାଇ ୨୯ ତାରିଖକୁ ଏହି ଦିବସ ଭାବେ ପାଳନ କରାଯାଉଛି। ସାରା ବିଶ୍ୱରେ ଦିନକୁ ଦିନ ବାଘଙ୍କ ସଂଖ୍ୟା ହ୍ରାସ
୧୭ ବର୍ଷରୁ ଭୋଟର କାର୍ଡରେ ନିଜ ନାଁ ପଞ୍ଜିକରଣ କରିପାରିବେ ଯୁବକ ଓ ଯୁବତୀ, ୧୮ବର୍ଷରେ ଦେବେ ଭୋଟ୍
ଏଣିକି ୧୭ ବର୍ଷରୁ ଭୋଟର କାର୍ଡରେ ନିଜ ନାଁ ପଞ୍ଜିକରଣ କରିପାରିବେ ଯୁବକ ଓ ଯୁବତୀ। ହେଲେ ୧୮ ବର୍ଷରୁ ଭୋଟ୍ ଦେବେ। ୧୭ ବର୍ଷରୁ ଅଧିକ ବର୍ଷର ବର୍ଗଙ୍କ ପାଇଁ ଏଭଳି ଘୋଷଣା
୫ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ୱ ସହାୟକ
୫ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ୱ ସହାୟକ। ବରଗଡ଼ ଜିଲ୍ଲା ଅମ୍ବାଭୋନା ତହସିଲ ଅଫିସର ରେଭିନ୍ୟୁ ଆସିଷ୍ଟାଣ୍ଡ ବଳରାମ କଲାରୀ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।
ମଶାରି ଭିତରେ ପଶି ପାର୍ଲାମେଣ୍ଟ୍ ବାହାରେ ଧାରଣା ଦେଲେ ବିରୋଧୀ ସାଂସଦ
ବିରୋଧୀ ସାଂସଦମାନେ ସଂସଦ ବାହାରେ ମୁକ୍ତାକାଶ ତଳେ ଚଳାଇଥିବା ୫୦ଘଣ୍ଟିଆ ନିରବଚ୍ଛିନ୍ନ ପ୍ରତିବାଦ ଧାରଣାର ଦ୍ବିତୀୟ ଦିବସରେ ମଶା କାମୁଡ଼ାରୁ ତ୍ରାହି ପାଇବା ଲାଗି କେତେଜଣ ସାଂସଦ ମଶାରି ଭିତରେ ବସି ଧାରଣା ଦେଇଥିଲେ। ଗତ
କ୍ରୀଡ଼ାରେ ଏକଜୁଟ ହେବାର ଅନ୍ତର୍ନିହିତ ଶକ୍ତି ଅଛି: ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଚେନ୍ନାଇର ଜେଏଲ୍ଏନ୍ ଇନଡୋର ଷ୍ଟାଡିୟମରେ ୪୪ତମ ଚେସ୍ ଅଲିମ୍ପିଆଡ୍ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ତାମିଲନାଡୁର ରାଜ୍ୟପାଳ ଆର ଏନ ରବି, ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, କେନ୍ଦ୍ର ମନ୍ତ୍ରୀ
ଅକ୍ଟୋବର ୧୬ରେ ଓଡ଼ିଶା ସିଭିଲ୍ ସର୍ଭିସ ପ୍ରିଲିମ୍ ପରୀକ୍ଷା
ଓଡ଼ିଶା ଲୋକସେବା ଆୟୋଗର ବିଳମ୍ବିତ ପରୀକ୍ଷା ପରିଚାଳନାକୁ ନେଇ ଓସିଏସ୍ (ଓଡ଼ିଶା ସିଭିଲ ସର୍ଭିସ) ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ହଜାରହଜାର ଆଶାୟୀ ଆଶାଆଶଙ୍କାରେ ଦିନ କାଟୁଛନ୍ତି। ୨୦୨୦ ବର୍ଷର ଓସିଏସ୍ ପରୀକ୍ଷାର ମୁଖ୍ୟ
ରାଜଧାନୀ ରାସ୍ତାରେ ଗଡିବ ଇ-ବସ୍, ଆଜି ସନ୍ଧ୍ୟାରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
ରାଜଧାନୀ ରାସ୍ତାରେ ଆଜିଠୁ ଗଡିବ ଇ-ବସ୍ । ମୋ ବସ୍ର ସଫଳତା ପରେ ଇ-ବସ୍ ସେବା ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ୧୦ଟି ଇ-ବସ୍ ଚାଲିବ । ସନ୍ଧ୍ୟାରେ ଇ-ବସ୍ର ଉଦଘାଟନ କରିବେ
ରାଜପଥରେ ପୋଷ୍ଟର ମାରି ପୁଣି ସ୍ଥିତି ଜାହିର କଲେ ମାଓବାଦୀ
ପୁଣି ପୋଷ୍ଟର ମାରି ସ୍ଥିତି ଜାହିର କଲେ ମାଓବାଦୀ । ନବରଙ୍ଗପୁରର ଜାତୀୟ ରାଜପଥରେ ପୋଷ୍ଟର ମାରି ସ୍ଥିତି ଜାହିର କରିଛନ୍ତି ମାଓବାଦୀ । ରାୟଗଡର ପଡୋଶୀ ଛତିଶଗଡରୁ ରାୟପୁରକୁ ସଂଯୋଗ କରୁଥିବା ଜିଲ୍ଲାର

