ମହିଳାମାନଙ୍କ ସାବିତ୍ରୀ ବ୍ରତ ସୁରୁଖୁରୁରେ କରାଇବା ପାଇଁ ଆରମ୍ଭ ହୋଇଛି ମୋ ଭାଇ ୱେବସାଇଟ-

ଲକଡାଉନ କଟକଣା ଜାରି ରହିଥିବାରୁ ମହିଳାମାନେ ସାବିତ୍ରୀରେ ବିଭିନ୍ନ ପୂଜା ସାମଗ୍ରୀ କିଣିବା ଲାଗି ଚିନ୍ତାରେ ପଡିଛନ୍ତି । ତେବେ ମହିଳାମାନଙ୍କ ସାବିତ୍ରୀ ବ୍ରତ ସୁରୁଖୁରୁରେ କରାଇବା ପାଇଁ ଆରମ୍ଭ ହୋଇଛି ମୋ ଭାଇ ୱେବସାଇଟ ।

ଗଞ୍ଜାମ ପୁଅ ଅରୁଣ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଦେବେ କାଠର ପୁସ୍ତକରେ ଖୋଦିତ କରିଥିବା ହନୁମାନ ଚାଳିଶା ଉପହାର-

ଗଞ୍ଜାମ ଜିଲ୍ଲାର କଣ୍ଟେଇକୋଳି ଗାଁର ଅରୁଣ ସାହୁ କାଠରୁ ଏକ ପୁସ୍ତକ ତିଆରି କରିଛନ୍ତି ଓ ସେଥିରେ ହନୁମାନ ଚାଳିଶା ଖୋଦିତ ହୋଇଥିବା ଦେଖିବାକୁ ମିଳିଛି ।

ଘରୋଇ କଳିରେ ଅଭିଯୁକ୍ତ ଶାଳୀର ତଣ୍ଟିକୁ କାଟି ଶାଶୁକୁ ଗଛରେ ବାନ୍ଧି ଦୁଷ୍କର୍ମ କଲା –

ଘରୋଇ କଳିରେ ଶାଳୀର ତଣ୍ଟିକୁ କାଟି ଶାଶୁକୁ ଗଛରେ ବାନ୍ଧି ଦୁଷ୍କର୍ମ କଲା ଅଭିଯୁକ୍ତ । ଏପରି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବଲାଣି ଥାନା ଅନ୍ତର୍ଗତ କିରିବୁର ଅଞ୍ଚଳରେ । ଏହି ଘଟଣା ଘଟାଇଥିବା ଅଭିଯୁକ୍ତ ଜଣକ ହେଉଛି ରୂପ ସିଂ ସିଦ୍ଧୁ ।

କଟକ ଚୌଦ୍ବାରରେ କରୋନା ସଂକ୍ରମିତ ପିତାମାତାଙ୍କ ମୃତ୍ୟୁ ପରେ ଚାଇଲ୍ଡଲାଇନ ନାବାଳିକାକୁ ଉଦ୍ଧାର କରିଛନ୍ତି-

କଟକ ଚୌଦ୍ବାରରେ କରୋନା ସଂକ୍ରମିତ ପିତାମାତାଙ୍କ ମୃତ୍ୟୁ ପରେ ଚାଇଲ୍ଡଲାଇନ ନାବାଳିକାକୁ ଉଦ୍ଧାର କରିଛନ୍ତି । ତାଙ୍କୁ ଉଦ୍ଧାର କରିବା ପରେ ଏକ ଚାଇଲ୍ଡ କେୟାର ଘରେ ଆଶ୍ରୟ ଦିଆଯାଇଛି।

ମହାରାଷ୍ଟ୍ରରେ ଏଣ୍ଟରଟେନ୍‌ମେଣ୍ଟ ଜଗତ ପାଇଁ ଏକ ଆଶ୍ବସ୍ତିକର ଖବର, ନିୟମିତ ଟେଲିଭିଜନ ଏବଂ ଚଳଚ୍ଚିତ୍ର ସୁଟିଂକୁ ମିଳିଲା ଅନୁମତି-

କରୋନା କଟକଣା ମଧ୍ୟରେ ଫସିଯାଇଛନ୍ତି ସିନେ କଳାକାରମାନେ ଯାହାଫଳରେ ରୋଜଗାର କରିବାର ପନ୍ଥା ଏକପ୍ରକାର ଠପ୍ ହୋଇଯାଇଛି । ତେଣୁ ମହାରାଷ୍ଟ୍ରରେ ଏଣ୍ଟରଟେନ୍‌ମେଣ୍ଟ ଜଗତ ପାଇଁ ଏକ ଆଶ୍ବସ୍ତିକର ଖବର ମଧ୍ୟ ରହିଛି।

ରାଜ୍ୟରେ ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ: ବଢିବ କାଳବୈଶାଖୀ ବର୍ଷା-

ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଥିବାରୁ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଜାରି କରିଛି । ଟ୍ରପଲାଇନ୍ ପ୍ରଭାବରେ କାଳବୈଶାଖୀ ବର୍ଷା ଜାରି ରହିଛି ।

ରାଜ୍ୟର ୫ଟି ସହରରେ ଘରେ ଘରେ ମିଳିବ ଅକ୍ସିଜେନ କନସେଣ୍ଟ୍ରଟର, ବୁକ୍ ପରେ ହେବ ହୋମ ଡେଲିଭେରି

ରାଜ୍ୟର ୫ଟି ସହରରେ ଅକ୍ସିଜେନ କନସେଣ୍ଟ୍ରଟର ହୋମ ଡେଲିଭେରି ମାଧ୍ୟମରେ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ଜଣାଇଛନ୍ତି ।

ବାତ୍ୟା ୟାସ୍ କ୍ଷୟକ୍ଷତିର ଆକଳନ କରିବାକୁ ସାତ ଜଣିଆ କେନ୍ଦ୍ରୀୟ ଟିମ୍ ଓଡିଶାରେ ପହଞ୍ଚିଛନ୍ତି-

ବାତ୍ୟା ୟାସ୍ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ କରିବାକୁ ଗତକାଲିଠାରୁ ସାତ ଜଣିଆ କେନ୍ଦ୍ରୀୟ ଟିମ୍ ଓଡିଶାରେ ପହଞ୍ଚିଛନ୍ତି। ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବଙ୍କ ନେତୃତ୍ୱରେ ଏହି ଟିମ୍ ଆସିଛନ୍ତି ।

ଇଂଲଣ୍ଡର ବୋଲର ଓଲି ରବିନସନ ସବୁ ପ୍ରକାରର ଅନ୍ତର୍ଜାତୀୟ କ୍ରିକେଟରୁ ନିଲମ୍ବିତ-

ଇଂଲଣ୍ଡର ବୋଲର ଓଲି ରବିନସନଙ୍କ ଉପରେ କରାଯାଇଥିବା ୭-୮ ବର୍ଷର ପୁରୁଣା ପୋଷ୍ଟ ଅଡୁଆ ସୃଷ୍ଟି କରିଛି । ଇଂଲଣ୍ଡ ଏବଂ ୱେଲ୍‌ସ କ୍ରିକେଟ ବୋର୍ଡ (ଇସିବି) ତାଙ୍କର ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ।

ଆଜି ନୂଆଁ ୱେବସାଇଟ୍‌ର ଶୁଭାରମ୍ଭ କରିବ ଆୟକର ବିଭାଗ, କରତାଦାଙ୍କ ପାଇଁ ରହିଛି ସ୍ୱତନ୍ତ୍ର ସୁବିଧା

ଆୟକର ବିଭାଗ ଆୟକରଦାତାଙ୍କ ସୁବିଧା ଲାଗି ସୋମବାର ନିଜର ନୂଆ ଇ-ଫାଇଲିଂ ପୋର୍ଟାଲ ଶୁଭାରମ୍ଭ କରିବ । ଏବେ ଆୟକର ରିଟର୍ଣ୍ଣ ଆଇଟିଆର ଦାଖଲ କରିବା ସମେତ ସମସ୍ତ ଜରୁରୀ କାମ ବିଭାଗର ନୂଆଁ ପୋର୍ଟାଲ www.incometax.gov.in ମାଧ୍ୟମରେ ପରିଚାଳିତ ହେବ ।

1 86 87 88 89 90 187