ଇନ୍ଦ୍ରାବତୀ ଜଳଭଣ୍ଡାର ରେ ପଞ୍ଜୁରୀ ଭିତରେ ମାଛ ଚାଷ

କଳାହାଣ୍ଡି ଜିଲ୍ଲା ମୂଖିଗୁଡା ଇନ୍ଦ୍ରାବତୀ ଡ୍ୟାମରେ ପଞ୍ଜୁରୀ ଭିତରେ ମାଛ ଚାଷ । ଭାସମାନ ଜେଟି ଓ ଜାଲରେ ତିଆରି ହୋଇଛି ଫିଶିଙ୍ଗ କେଜ । ମତ୍ସ୍ୟ ବିଭାଗର ସହାୟତାରେ କଳାହାଣ୍ଡିର ଇନ୍ଦ୍ରାବତୀ ଜଳଭଣ୍ଡାରରେ

ଦୂଷିତ ପାଣି ପିଇ ଧୂବାବାହାଲି ଓ ସାନଝିଙ୍କି ଗାଁର ଅଧିକାଂଶ ଲୋକେ କିଡ଼ନୀ ରୋଗ ରେ ଆକ୍ରାନ୍ତ

ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାଠାରୁ ମାତ୍ର ୩୦୦ ମିଟର ଦୂରରେ ଥିବା ଜନମୁରା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ମୁଖ୍ୟ ରାସ୍ତା ର ଉଭୟ ପଟେ ଥିବା ବସ୍ଥି ଧୁଵl ବାହାଲି ଓ ସାନ ଝିଙ୍କି

ପଟାଙ୍ଗୀ ଯୁବ ବିଧାୟକ ପିତମ ପାଢ଼ୀ ନିଜ ଅଦା ଚାଷରେ କାମ କରୁଥିବା ଭିଡ଼ିଓ ଭାଇରାଲ

କୋରାପୁଟ ଜିଲ୍ଲାର ସେମିଳିଗୁଡ଼ା ବ୍ଳକ ଅନ୍ତର୍ଗତ ପାକୁଝଲା ପଞ୍ଚାୟତ ପାକୁଝଲା ଗାଁ ନିକଟସ୍ଥ ଫୁଲ୍ ଗାଛ ପଡ଼ିଆରେ ନିଜ ଅଦା ଚାଷରେ ବିଧାୟକ କାମ କରୁଥିବା ଭିଡ଼ିଓ ଭାଇରାଲ୍ ହୋଇଥିବା ନେଇ ଚର୍ଚ୍ଚା। ଏଥି

ଲାଞ୍ଜିଗଡ ଅଞ୍ଚଳରେ ଥମୁନି ଦାଦନ ଶ୍ରମିକଙ୍କ ମୃତ,ଦାଦନ ଖଟିବାକୁ ଯାଇ କେରଳରେ କାଞ୍ଚନମୁଖିର ଯୁବକ ମୃତ

କଳାହାଣ୍ଡି ଜିଲାରେ ଦାଦନ ଶ୍ରମିକ ଦୁଃଖ ଦିନକୁ ଦିନ ଅଞ୍ଚଳରେ ଉଗ୍ରରୂପ ନେଉଛି। କେତେ ବେଳେ ଦାଦନ ଶ୍ରମିକ ସାଉକାର ଙ୍କ ଠାରୁ ନିର୍ଯାତିତ ହେଉଛି ତୋ କେତେବେଳେ ନିଖୋଜ ଆଉ ପୁଣି କେତେବେଳେ

କଳାହାଣ୍ଡି ଜିଲ୍ଲା ଲଡ଼ୁଗାଁ ସଚେତନତା ମଞ୍ଚ ତରଫ ରୁରାଜ୍ୟପାଳ ଙ୍କୁ ଦାବିପତ୍ର ପ୍ରଦାନ

କଳାହାଣ୍ଡି ଜିଲ୍ଲା ଲଡ଼ୁଗାଁ ର ସଚେତନ ମଞ୍ଚ ତରଫରୁ ମାନ୍ୟବର ରାଜ୍ୟପାଳ ଙ୍କ ଉଦେଶ୍ୟ ରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ମଞ୍ଚ ପକ୍ଷରୁ ୩୦ ଗୋଟି ଦାବି ମଧ୍ୟରୁ ପ୍ରମୁଖ ଦାବି

ଟିକରପଡ଼ାରେ ରାଜନୈତିକ ଗୋଷ୍ଠୀ ସଂଘର୍ଷ ବେଲଗୁଣ୍ଠା ଥାନାରେ ଉଭୟ ପକ୍ଷରୁ ଏତାଲା ଛଅ ଜଣ କୋର୍ଟଚାଲାଣ

ସାଧରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ବେଲଗୁଣ୍ଠା ବ୍ଳକ୍ ରେ ବର୍ତ୍ତମାନ ଠାରୁ ରାଜନୈତିକ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି I ବେଲଗୁଣ୍ଠା ବ୍ଳକ୍ ଟିକରପଡ଼ା ଗ୍ରାମରେ ଏହିଭଳି ଗୋଷ୍ଠୀ ସଂଘର୍ଷ ଯୋଗୁଁ ବେଲଗୁଣ୍ଠା

ଆମସାଥୀରେ ପକ୍ଷରୁ ଗୁରୁ ଦିବସ ପାଳିତ

ଶିକ୍ଷା ଏବଂ ଗୁରୁ ଙ୍କୁ ସମ୍ମାନ ଜଣାଇ ଆମ ସାଥିରେ ପରିବାର ପକ୍ଷରୁ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରତିଷ୍ଠାତ୍ରୀ ଦେବଶ୍ରୀ ଛାଟୋଇ , ପ୍ରଦୀପ୍ତ ନାୟକ , ଦୀପ୍ତି ରଞ୍ଜନ

ଖବର ଆଜିର : ତାରିଖ ୦୫/୦୯/୨୩:  ମଙ୍ଗଳବାର

୧-ଗୁରୁଦିବସ ଅବସରରେ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୩: ସମ୍ମାନିତ ହେବେ ଭଦ୍ରକ ଜିଲ୍ଲା କେନ୍ଦୁଆପଡା ହାଇସ୍କୁଲ ଶିକ୍ଷକ ଶଶି ଶେଖର କରଶର୍ମା ଏବଂ ଜଗତସିଂହପୁର ବୃନ୍ଦାବନ ସରକାରୀ ବିଦ୍ୟାଳୟର ଶିକ୍ଷକ ସୁଭାଷ ଚନ୍ଦ୍ର ରାଉତ।

ଇ ରିକ୍ସା ଚାଳକ ଙ୍କ ବିରୋଧରେ ଆନ୍ଦୋଳନ କଲା ବରଗଡ଼ ଅଟୋ ରିକ୍ସା ମାଲିକ ସଂଘ

ବରଗଡ଼ ସହର ରୁ ୮ କିଲୋମିଟର ଦୂରରେ ଥିବା ଖେଦାପାଲି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରୋଗୀ ଏବଂ ପରିବାର ସଦସ୍ୟ ଙ୍କୁ କମ ଭଡାରେ ନେବା ଆଣିବା କରିବା ପାଇଁ ବରଗଡ଼ ପୌରପରିଷଦ

ବେଦାନ୍ତ ଫେକର ଗେଟ୍ ସମ୍ମୁଖରେ ଛଟେଇ ଶ୍ରମିକଙ୍କ ଧାରଣା, ଆଲୋଚନା କଲେ ସମାଜ ସେବୀ ଶୁତାସୁ ଶେଖର

ଭଦ୍ରକ ଜିଲ୍ଲା ଅନ୍ତର୍ଗତ ରାନ୍ଦିଆ ସ୍ଥିତ ବେଦାନ୍ତ ଫେକର ଗେଟ ସମ୍ମୁଖରେ ଛଟାଇ ହୋଇଥିବା ୩୮ଜଣ ନିରୀହ ଶ୍ରମିକ ୫ ଦିନ ହେବ ଭୋକ ଉପାସରେ ଧାରଣାରେ ବସି ଛନ୍ତି। ଧାରଣାରେ ବସିଥିବା ଶ୍ରମିକ

1 9 10 11 12 13 108