ବଦଳିଲେ ୧୦ ଜିଲ୍ଲାର କଂଗ୍ରେସ ସଭାପତି। କୋରାପୁଟ ଜିଲ୍ଲା ସଭାପତି ପଦରୁ ହଟିଲେ ମୀନାକ୍ଷୀ ବାହିନୀପତି। କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ହେଲେ ଦୁର୍ଗାଶଙ୍କର ସାହୁ। ମୋହନ ପରିଡା କେନ୍ଦୁଝର, ଜୟରାମ ପଟ୍ଟନାୟକ ପୁରୀ,
Category: State
ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥକୁ ଶୁଭାରମ୍ଭ କଲେ ଜିଲ୍ଲାପାଳ
ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ଆନୁକୁଲ୍ୟରେ ଏକ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ଏହି ରଥ ଆଜିଠାରୁ ଜିଲ୍ଲାର ବିଭିନ୍ନ ଅଂଚଳ ବୁଲି ପରିଦର୍ଶନ
ବୋର ପଦର ଠାରେ ଗୃହେ ଗୃହେ ଗାୟତ୍ରୀ ମହାଯଜ୍ଞ ଓ ଦେବ ସ୍ଥାପନ ଅଭିଯାନ ଅନୁଷ୍ଠିତ
ବିଶ୍ୱ ଶାନ୍ତି ପାଇଁ ବିଭିନ୍ନ ସ୍ଥାନରେ ଅନେକ ପ୍ରକାର ନାମ ଯଜ୍ଞ ହେଉଥିବା ବେଳେ ଲାଞ୍ଜିଗଡ ବ୍ଲକ ପାହାଡ଼ ପଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ବୋର ପଦର ଗ୍ରାମରେ ବିଶ୍ୱ ଶାନ୍ତି ପାଇଁ ଗୃହେ ଗୃହେ
ଅତନୁ ସବ୍ୟସାଚୀ ସମବାୟ ବିଭାଗ ସହ ଉଚ୍ଚଶିକ୍ଷା ବିଭାଗର ଦାୟିତ୍ୱ ତୁଲାଇବେ
ଅତନୁ ସବ୍ୟସାଚୀଙ୍କୁ ଦିଆଗଲା ଉଚ୍ଚଶିକ୍ଷା ବିଭାଗ ଦାୟିତ୍ୱ । ରୋହିତ ପୂଜାରୀଙ୍କୁ ବାଦ୍ ପରେ ଅତନୁଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯଇଛି। ସମବାୟ ବିଭାଗ ସହ ଉଚ୍ଚଶିକ୍ଷା ବିଭାଗର ଦାୟିତ୍ୱ ତୁଲାଇବେ ଅତନୁ । ସୂଚନା
ଭଙ୍ଗାଯାଉଛି ବାହାନଗା ସ୍କୁଲ
ଭଙ୍ଗାଯାଉଛି ବାହାନଗା ହାଇସ୍କୁଲ ଘର । ଦୁର୍ଘଟଣା ପରେ ମୃତଦେହ ରଖାଯାଇଥିବା ସ୍କୁଲ ଘର ଭଙ୍ଗାଯାଉଛି । ପିଲାମାନେ ଡରୁଥିବାରୁ ସଂପୃକ୍ତ ସ୍କୁଲ ଘରକୁ ଭାଙ୍ଗୁଛି ପ୍ରଶାସନ । ଭଙ୍ଗା କାର୍ଯ୍ୟରେ ୨ ଜେସିବି
ଆଜିଠୁ କମ୍ପିବ କଳିଙ୍ଗ ଷ୍ଟାଡିୟମ
ଆଜିଠୁ କମ୍ପିବ କଳିଙ୍ଗ । କଳିଙ୍ଗ ଷ୍ଟାଡିୟମରେ ଦେଖିବାକୁ ମିଳବ ଫୁଟବଲ ଫାଇଟ୍ । ଆରମ୍ଭ ହେବ ଇଣ୍ଟର-କଣ୍ଟିନେଟାଲ କପ୍ ଟୁର୍ଣ୍ଣାମେଣ୍ଟ । ଆୟୋଜକ ଭାରତ ସମେତ ଲେବାନନ୍, ମଙ୍ଗୋଲିଆ ଏବଂ ଭାନୁଆଟୁ ଅଂଶଗ୍ରହଣ
ଆଜି ଆଷାଢ଼ ଶୁକ୍ଳ ପଞ୍ଚମୀ ମହାପ୍ରଭୁଙ୍କୁ ଲାଗି ହେବ ଫୁଲୁରୀ ତେଲ
ଆଜି ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥିରେ ମହାପ୍ରଭୁଙ୍କୁ ଲାଗି ହେବ ଫୁଲୁରୀ ତେଲ । ଦେବ ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳରେ ସ୍ନାନ କରି ଅଣସର ଘରେ ଜ୍ୱରରେ ପୀଡିତ ଅଛନ୍ତି ଚତୁର୍ଦ୍ଧାମୂର୍ତ୍ତି
ଗଞ୍ଜେଇ ଚୋରା ଚାଲାଣ କରୁଥିବା ଦୁଇଟି ଗାଡିକୁ ଜବତ କଲେ ଏମ ରାମପୁର ଥାନ ଅଧିକାରୀ
କଳାହାଣ୍ଡି ଜିଲ୍ଲା ଏମ ରାମପୁର ଥାନ ଅଧିକାରୀ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଦୁଇଟି ଗାଡିକୁ ଜବତ କରିଛି। ସୂଚନା ମୁତାବକ ଦିନ ୧୨ଟା ସମୟରେ ଏମ ରାମପୁର ଥାନ ଅଧିକାରୀ ଯୋରାଡୁବୁରା ଠାରୁ
ଖବର ଆଜିର : ତାରିଖ ୦୯/୦୬/୨୩, ଶୁକ୍ରବାର
୧-ଗାଡ଼ିରେ HSRP ନମ୍ବର ଲଗାଇନଥିବା ଲୋକ ହୋଇଯାଆନ୍ତୁ ସାବଧାନ, ୨୩ ପରେ କଟିବ ଚାଲାଣ। ୨-ପ୍ରକାଶ ପାଇଲା +୨ କଳା ପରୀକ୍ଷା ଫଳ, ଉତ୍ତୀର୍ଣ୍ଣ ହାର ୭୮.୮୮%,+୨ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାରେ ଉତ୍ତୀର୍ଣ୍ଣ ହାର
ଜୁନ ୨୩ରୁ HSRP ନମ୍ବର ପ୍ଲେଟ ନଥିଲେ ଏଥର କଡ଼ା କାର୍ଯ୍ୟାନୁଷ୍ଠାନ
HSRP ନମ୍ବର ପ୍ଲେଟ ନଥିଲେ ଏଥର କଡ଼ା କାର୍ଯ୍ୟାନୁଷ୍ଠାନ । ଜୁନ ୨୩ରୁ ଆଦାୟ ହେବ ମୋଟା ଅଙ୍କର ଫାଇନ୍ । HSRP ନମ୍ବର ପ୍ଲେଟ ନଥିଲେ ଗାଡ଼ି ବିରୋଧରେ ଇ-ଚାଲାଣ ଜାରି କରାଯିବା

