ଉମରକୋଟ ଅତିରିକ୍ତ ଥାନା ଅଧିକାରୀ ନିଲମ୍ବିତ

ନବରଙ୍ଗପୁର ଜିଲ୍ଲାର ଉମରକୋଟ ଅତିରିକ୍ତ ଥାନା ଅଧିକାରୀ ଲିମରାଜ ପ୍ରଧାନଙ୍କୁ ପୁଲିସ ଡିଜି ନିଲମ୍ବିତ କରିଛନ୍ତି। ୨୦ ହଜାର ଟଙ୍କା ନେବା ସମୟରେ ଭିଜିଲାନ୍ସ ହାତରେ ଧରା ପଡ଼ିଥିବା ଲିମରାଜ ପ୍ରଧାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ

ଅଗଷ୍ଟ ୮ରେ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ: ଗଣଶିକ୍ଷା ମନ୍ତ୍ରୀ

ଯୁକ୍ତ୨ କଳା ଓ ଧନ୍ଦାମୂଳକ ବିଭାଗର ପରୀକ୍ଷାଫଳ ଅଗଷ୍ଟ ୮ ତାରିଖରେ ପ୍ରକାଶ ପାଇବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବୁଧବାର ଦିନ ଘୋଷଣା କରିଛନ୍ତି। ଶ୍ରୀ ଦାଶ କହିଛନ୍ତି ଯେ କୋଭିଡ୍‌

ଆଜି ଶ୍ରୀମନ୍ଦିରରେ ଚିତାଲାଗି ନୀତି: ଚାରି ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଆଜି ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା। ମହାପ୍ରଭୁଙ୍କୁ ଲାଗି ହେବ ବ୍ରହ୍ମଜ୍ୟୋତି ହୀରା ଚିତା। ପତିମହାପାତ୍ର ସେବାୟତ ସଂସ୍କାର କରିବା ପରେ ତିନି ବାଡର ବାଡ଼ଗ୍ରାହୀ ଦଇତାପତି, ଓ ଅନ୍ୟାନ୍ୟ ଦଇତାପତି ସେବାୟତ ମାନେ ମହାପ୍ରଭୁଙ୍କୁ ଏହି

ଭୁବନେଶ୍ୱରରେ ଗଡ଼ିବ ଇ-ବସ୍ ଓ ଇ-ରିକ୍ସା , ଆସନ୍ତାକାଲି ମୁଖ୍ୟମନ୍ତ୍ରୀ କରିବେ ଉଦଘାଟନ୍

ରାଜଧାନୀରେ କାଲିଠୁ ଚାଲିବ ଇ-ବସ୍‌ । ମୋ ବସ୍‌ର ସଫଳତା ପରେ ଇ-ବସ୍‌ ସେବା ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ୧୦ଟି ଇ-ବସ୍‌ ଚାଲିବ । ଶୁକ୍ରବାର ସନ୍ଧ୍ୟାରେ ଇ-ବସ୍‌ର ଉଦଘାଟନ କରିବେ

ପ୍ରକାଶ ପାଇଲା +୨ ବିଜ୍ଞାନ ଏବଂ ବାଣିଜ୍ୟ ପରୀକ୍ଷା ଫଳ, ବିଜ୍ଞାନରେ ୯୪.୧୨ ଓ ବାଣିଜ୍ୟରେ ୮୯ ପ୍ରତିଶତ ରେଜଲ୍ଟ

ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳ ଘୋଷଣା ହୋଇଛି । ବୁଧବାର ୪ଟା ସମୟରେ ଏହି ଫଳ ପ୍ରକାଶ ପାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଏହା

ମୁଖ୍ୟ ଶାସନ ସଚିବଙ୍କ ହ୍ବାଟସ୍‌ଆପ୍ ହ୍ୟାକ୍

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ହ୍ବାଟ୍‌ସଆପ୍‌ ହ୍ୟାକ୍ କରିଛନ୍ତି ସାଇବର ଠକ। ୯୩୧୫୬୪୧୭୮୪ ନମ୍ବରରେ ଶ୍ରୀ ମହାପାତ୍ରଙ୍କ ଫଟୋକୁ ହ୍ବାଟସ୍‌ଆପ୍‌ ଆକାଉଣ୍ଟରେ ଲଗାଇ ଆମାଜନ କମ୍ପାନିଠାରୁ ବିଲ୍‌ ପୈଠ କରିବା ପାଇଁ

ପ୍ରକାଶ ପାଇଲା OJEE ରେଜଲ୍ଟ, ୪୭, ୭୨୯ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ

ପ୍ରକାଶ ପାଇଛି ଓଜେଇଇ ରେଜଲ୍ଟ । ରେଜଲ୍ଟ ପ୍ରକାଶ କଲେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ । ଚଳିତ ବର୍ଷ ୪୭, ୭୨୯ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । www.ojee,nic.in ୱେବସାଇଟରେ

ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀ ସଞ୍ଜୀବ କୁମାର ସିଂ

୨୦ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଜିଲ୍ଲା ଶିକ୍ଷା ଅଧିକାରୀ। କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀ ସଞ୍ଜୀବ କୁମାର ସିଂ। ଜଣେ ସରକାରୀ କର୍ମଚାରୀଙ୍କଠାରୁ ନେଉଥିଲେ ଲାଞ୍ଚ। ଏକ ବଦଳି ନିର୍ଦ୍ଦେଶନାମାକୁ ବାତିଲ କରିବା

1 31 32 33 34 35 109