ଓଡିଶା ରୁରାଲ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ ଵା ଓଆରଏଚଡିସି ମାମଲାରେ ଆଜି ଵାରଵାଟୀ କଟକ ଵିଧାୟକ ମହମ୍ମଦ୍ ମୋକିମଙ୍କ ଆଵେଦନ ଉପରେ ହାଇକୋର୍ଟରେ ଶୁଣାଣି ହେଵ । ଓଆରଏଚଡିସି ଦୁର୍ନୀତି ମାମଲାରେ ଭିଜିଲାନ୍ସ କୋର୍ଟ
Category: State
ଓଡ଼ିଆ ଚଳଚ୍ଚିତ୍ର ଓ ଧାରାବାହିକର ଅଭିନେତ୍ରୀ ତିଳୋତ୍ତମା ଖୁଣ୍ଟିଆଙ୍କ ଦେହାନ୍ତ
ଓଡ଼ିଆ ଚଳଚ୍ଚିତ୍ର ଓ ଧାରାବାହିକରେ ମା ଚରିତ୍ରରେ ଅଭିନୟ କରୁଥିବା ଆଗଧାଡ଼ିର ଅଭିନେତ୍ରୀ ତିଳୋତ୍ତମା ଖୁଣ୍ଟିଆଙ୍କ ଦେହାନ୍ତ। ଦୀର୍ଘଦିନ ହେବ ତାଙ୍କର ସ୍ୱାସ୍ଥ୍ୟ ଖରାପ ରହିଥିବାରୁ ତାଙ୍କୁ ଅକ୍ଟୋବର ପାଞ୍ଚ ତାରିଖରେ ଏକ ଘରୋଇ
ଘନ କୁହୁଡି ଯୋଗୁଁ ଭାରସାମ୍ୟ ହରାଇ ରାସ୍ତା କଡକୁ ଖସିଲା ଯାତ୍ରୀବାହୀ ବସ୍
ଗଜପତି ଜିଲ୍ଲା ଅଡବା ଥାନା ଅଞ୍ଚଳରେ ବସ୍ ଦୁର୍ଘଟଣା। ବିଳମ୍ୱିତ ରାତିରେ ଏକ ସରକାରୀ ବସ୍ ଅଡବା ଥାନା ନଳାଘାଟ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଖସି ପଡ଼ିଛି। ତେବେ ଏହି
ବାତ୍ୟା ନେଇ ପାଣିପାଗ ବିଭାଗର ସୂଚନା, ଗୁଜବଠାରୁ ଦୂରେଇ ରହିବାକୁ ପରାମର୍ଶ
ସମ୍ଭାବ୍ୟ ବାତ୍ୟା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ବିଭାଗ ତରଫରୁ କୁହାଯାଇଛି ଯେ, ଏନେଇ କୌଣସି ସୂଚନା କିମ୍ବା ପୂର୍ବାନୁମାନ ଜାରି ହୋଇନାହିଁ । ଆହୁରି ମଧ୍ୟ କୌଣସି ପାଣିପାଗ
ଆଜିର ରାଶିଫଳ
ଅଦ୍ୟ ସେପ୍ଟେମ୍ୱର ମାସ ୨୮ ତାରିଖ ୨୦୨୨ ମସିହା(ବୁଧବାର)ଶକାବ୍ଦ -୧୯୪୪ସମ୍ବତ -୨୦୭୯ଦିଲ୍ଲୀସ୍ୱରାଦ୍ଧ-୧୪୩୦ସମ୍ବତ୍ସର-ଅନଳଆଶ୍ୱିନ-ଶୁକ୍ଳପକ୍ଷତିଥି- ତୃତୀୟା ରାତ୍ରି ଘ୦୯/୩୪ ଗତେ ଚତୁର୍ଥୀନକ୍ଷତ୍ର- ଚିତ୍ରା ଦିବା ଘ୦୭/୦୩ ଗତେ ସ୍ଵାତୀଚନ୍ଦ୍ର- ତୁଳାଯୋଗ- ଇନ୍ଦ୍ରକରଣ – ତୈତିଳସୌରମାସ- କନ୍ୟା ୧୨
୯ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ, ଉପାଧ୍ୟକ୍ଷ ନିଯୁକ୍ତ
ଅନୁସୂଚିତ ଜନଜାତି ବହୁଳ ଜିଲ୍ଲାରେ ଥିବା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ମୟୂରଭଞ୍ଜରେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ଦେବାଶିଷ ମାର୍ଣ୍ଡି ଓ ଉପାଧ୍ୟକ୍ଷ ଭାବେ କମଳା
ବାଲିଯାତ୍ରା ପାଇଁ ଆସନ୍ତାକାଲି ଠାରୁ ଅକ୍ଟୋବର ୭ ପର୍ଯ୍ୟନ୍ତ ପ୍ଲଟ ପଞ୍ଜିକରଣ
ବାଲିଯାତ୍ରା ପାଇଁ କାଲିଠୁ ପ୍ଲଟ ପଞ୍ଜିକରଣ । ନଭେମ୍ବର ୮ ରେ କାର୍ତ୍ତିକ ପୂର୍ଣ୍ଣିମାଠାରୁ ହେବ ବାଲିଯାତ୍ରା । ଏକ ହଜାର ବର୍ଗଫୁଟରୁ ଅଧିକ ଜାଗା ନେଉଥିବା ବ୍ୟବସାୟୀ ଆସନ୍ତାକାଲି ଠାରୁ ଅକ୍ଟୋବର ୭
ମାଲକାନଗିରି ସୀମାନ୍ତରେ ମାଓ ମେଳି, ଏକାଠି ହୋଇଛନ୍ତି ଶହ ଶହ ମାଓବାଦୀ
ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ପୁଣି ଥରେ ମାଓ ମେଳି ଦେଖିବାକୁ ମିଳିଛି । ସୁରକ୍ଷା ବାହିନୀକୁ ଖୋଲା ଖୋଲି ଭାବେ ଚ୍ୟାଲେଞ୍ଜ ଦେଇ ଏକାଠି ହୋଇଛନ୍ତି ଶହ ଶହ ମାଓବାଦୀ ।
ପୁଣି ଭାସିଲା ଅସ୍ଥାୟୀ ସୁରକ୍ଷା ବାଡ଼, ବିପଦରେ ପୁରୀ-କୋଣାର୍କ ବେଳାମାର୍ଗ
ପୁଣି ଅଶାନ୍ତ ହୋଇ ଉଠିଛି ସମୁଦ୍ର I ପୁରୀ-କୋଣାର୍କ ବେଳାମାର୍ଗ ଅସ୍ଥାୟୀ ସୁରକ୍ଷା ବାଡ଼ ସମୁଦ୍ର ଜୁଆର ମାଡ଼ରେ ଧୋଇଯାଇଛି I ବାଲିବସ୍ଥା, କାଠ ବଲହାକୁ ଭସାଇନେଇଛି I ଅସୁରକ୍ଷିତ ହୋଇପଡିଛି ବେଳାମାର୍ଗ I ଚନ୍ଦ୍ରଭାଗରୁ ରାମଚଣ୍ଡୀ ମୁହାଣ ପର୍ଯ୍ୟନ୍ତ 3କିମି ଏହି ରାସ୍ତା ସମୁଦ୍ର ଗର୍ଭରେ ଲୀନ
ରାଉରକେଲା ଦେଖିବ ବାୟୁସେନାର ‘ଏୟାର୍ ସୋ’
ରାଉରକେଲା ବାସୀଙ୍କ ଦୀର୍ଘ ଦିନର ଅଭିଳାଷ ପୂରଣ ହେବାକୁ ଯାଉଛି। ସହରବାସୀ ପ୍ରଥମଥର ପାଇଁ ରାଉରକେଲାରେ ଭାରତୀୟ ବାୟୁସେନାର ‘ସୂର୍ଯ୍ୟକିରଣ ଏରୋବେଟିକ୍ ଟିମ୍’ ଦ୍ବାରା ‘ଏୟାର୍ ସୋ’ ଦେଖିବାର ସୁଯୋଗ ପାଇବେ। ଏନେଇ ରାଉରକେଲା ଇସ୍ପାତ କାରଖାନା(ଆର୍ଏସ୍ପି) ଓ ରାଜ୍ୟ

