କଟକ: ସୁରକ୍ଷା ବଳୟରେ ବାରବାଟୀ । ଷ୍ଟାଡିୟମକୁ ଖାଦ୍ୟ ଓ ପାଣି ବୋତଲ ନେଇପାରିବେନି ଦର୍ଶକ। ଫୋପାଡିଲା ଭଳି କୌଣସି ବସ୍ତୁ ମଧ୍ୟ ନେଇପାରିବେନି । ପାଣି ବୋତଲ, ହେଲମେଟ୍, ଲାଇଟର, ବାଡ଼ି ନେବାକୁ ବାରଣ କରାଯାଇଛି। ଅପରାହ୍ନ ୩ଟାରେ
Category: State
ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଓସେପା ନିର୍ଦେଶକଙ୍କ ଚିଠି: ଖରାଛୁଟି ପରେ ନୂଆ ନିୟମାବଳୀ
ଭୁବନେଶ୍ୱର : ରାଜ୍ୟରେ ବିଦ୍ୟାଳୟରେ ଏବେ ଖରାଛୁଟି ଚାଲିଛି। ଖରାଛୁଟି ଶେଷ ପରେ କିଭଳି ଭାବେ ବିଦ୍ୟାଳୟରେ ପାଠ ପଢାଯିବ ସେନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ(ଓସେପା) ପକ୍ଷରୁ ନିୟମାବଳୀ ଜାରି କରାଯାଇଛି। ଏନେଇ ସମସ୍ତ
୪ରୁ ୫ ଦିନ ଭିତରେ ଓଡ଼ିଶା ଛୁଇଁବ ମୌସୁମୀ
ଭୁବନେଶ୍ବର: ମୌସୁମୀ ଆଗାମୀ ୪ରୁ ୫ ଦିନ ଭିତରେ ଓଡ଼ିଶା ଛୁଇଁବ। ଏନେଇ ଆଜି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ପହଞ୍ଚିବା
ରାଜ୍ୟରେ ଅସହ୍ୟ ତାତି ସହ ଗୁଳୁଗୁଳି,ରଜ ପୂର୍ବରୁ ଓଡ଼ିଶା ଛୁଇଁବନି ମୌସୁମୀ !
ଭୁବନେଶ୍ବର:ଭୟଙ୍କର ତାତି। ରାଜ୍ୟରେ ଅସହ୍ୟ ତାତି ସହ ଗୁଳୁଗୁଳିରେ ଛଟପଟ ଜନଜୀବନ। ଉପକୂଳରେ ଗୁଳୁଗୁଳି କଲବଲ କରୁଥିବାବେଳେ ପଶ୍ଚିମରେ ତାତି ବଳବତ୍ତର ରହିଛି। ଦୁଇ ଦିନ ହେବ ରାଜ୍ୟରେ ତାପମାତ୍ରା ୪୫ ଡିଗ୍ରୀ ଉପରେ
ଖବର ଆଜିର -ତାରିଖ ୧୦/୦୬/୨୨, ଶୁକ୍ରବାର
୧-ଜୁଲାଇ ୧୮ରେ ହେବ ରାଷ୍ଟ୍ରପତି ନିର୍ବାଚନ, ଜୁନ୍ ୧୫ରେ ପ୍ରକାଶ ପାଇବ ବିଜ୍ଞପ୍ତି। ୨-୧୨ ହଜାର ଟିକେଟ୍ ପାଇଁ ବାରବାଟୀ ବାହାରେ ୨୦ହଜାରେ ଲୋକଙ୍କ ଭିଡ। ରାତି ଅନିଦ୍ରା ହେଲେ, ପୋଲିସଠୁ ମାଡ ଖାଇ
ପୁରୀ ରଥଯାତ୍ରା ପାଇଁ ଚାଲିବ ୧୦୦ଟି ସ୍ବତନ୍ତ୍ର ବସ୍
କଟକ : ଆସନ୍ତା ଜୁଲାଇ ୧ତାରିଖ ପୁରୀ ରଥଯାତ୍ରା ପାଇଁ କଟକ, ଭୁବନେଶ୍ବର, ପୁରୀ ମଧ୍ୟରେ ନିୟମିତ ବସ୍ ବ୍ୟତୀତ ପାଖାପାଖି ୧୦୦ଟି ସ୍ବତନ୍ତ୍ର ବସ ଚଳାଚଳ କରିବ। ଘରୋଇ ବସ୍ ମାଲିକ ସଂଘ-ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କର
ମେଡିକାଲରୁ ପୁଅର ମୃତଦେହ ମୁକୁଳାଇବାକୁ ଭିକ ମାଗୁଛନ୍ତି ବାପା ମା
ବିହାରର ସମସ୍ତୀପୁର ସଦର ହସ୍ପିଟାଲରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମା’-ବାପାଙ୍କୁ ଶବବ୍ୟବଚ୍ଛେଦ ଗୃହରୁ ମୃତଦେହ ପାଇବା ପାଇଁ ଭିକ ମାଗିବାକୁ ପଡ଼ିଛି । ଅଭିଯୋଗ ଅନୁସାରେ ପୋଷ୍ଟମର୍ଟମ କର୍ମୀ ମୃତଦେହ ଦେବାକୁ ୫୦
ଆଜିଠୁ ଚିଲିକାରେ ଚାଲିବ ‘ଗରୁଡ’
ଟାଙ୍ଗୀ : ଆଜିଠାରୁ ଚିଲିକାରେ ଚାଲିବ ‘ଗରୁଡ’ । ଆଜି ସକାଳ ସାଢେ ୧୦ଟାରେ ଭିଡିଓ କନଫେରନ୍ସି ମାଧ୍ୟମରେ ଏହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଚିଲିକାରେ ଅତ୍ୟାଧୁନିକ ପ୍ରଣାଳୀ ରେ ନିର୍ମିତ ହୋଇଛି ହାଉସ୍ ବୋଟ୍ “ଗରୁଡ ” । ଡବଲ୍
୨୦୧୬ ମସିହାରୁ ଫେରାର ଥିବା ଯାଜପୁର ତହସିଲର ପୂର୍ବତନ ନାଜିର ଗିରଫ
ସରକାରୀ ପାଣ୍ଠି ହଡ୍ପ ଅଭିଯୋଗରେ ଯାଜପୁର ତହସିଲର ପୂର୍ବତନ ନାଜିର ଗିରଫ । ପୂର୍ବତନ ନାଜିର ରଜତ କୁମାର ରାଉତରାୟକୁ ଭିଜିଲାନ୍ସ ସ୍ୱତନ୍ତ୍ର ଟିମ ଗିରଫ କରିଛି । ୨୦୧୬ ମସିହାରୁ ସେ ଫେରାର
ବାରବାଟୀ କାଉଣ୍ଟରରେ ଟିକେଟ ପାଇଁ ଠେଲାପେଲା, ପୋଲିସର ଲାଠିଚାର୍ଜ
କଟକ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୧୨ ତାରିଖରେ ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ମ୍ୟାଚ୍ ଦେଖିବା ପାଇଁ ଗତକାଲି ରାତିରୁ ଲମ୍ବା ଲାଇନ୍ ଲଗାଇଛନ୍ତି କ୍ରିକେଟ ପ୍ରେମୀ। ହେଲେ ବାରବାଟୀ ଷ୍ଟାଡିୟମ ଟିକେଟ

