କଟକର ସରସ୍ବତୀ ବିଦ୍ୟାମନ୍ଦିର କେଶବଧାମଠାରେ ବିଦ୍ୟାଭାରତୀ ଶିକ୍ଷା ବିକାଶ ସମିତି ଓଡ଼ିଶାଙ୍କର ସାଧାରଣ ସଭାର ଉଦଯାପିତ

କଟକ: ୨୮/୦୪: କଟକର ସରସ୍ବତୀ ବିଦ୍ୟାମନ୍ଦିର କେଶବଧାମଠାରେ ବିଦ୍ୟାଭାରତୀ ଶିକ୍ଷା ବିକାଶ ସମିତି ଓଡ଼ିଶାଙ୍କର ସାଧାରଣ ସଭାର ଉଦଯାପନୀ ସମାରୋହରେ ବିଦ୍ୟାଳୟ ଏକ ସାମାଜିକ ଚେତନା କେନ୍ଦ୍ର ବୋଲି ସମ୍ମାନନୀୟ ବକ୍ତାମାନେ ମତବ୍ୟକ୍ତ କରିଥିଲେ।ସଂଗଠନର

ଓପିଏସ୍‌ସି ଓ ଓଏସ୍‌ଏସ୍‌ସି ପରୀକ୍ଷା ବିଭ୍ରାଟ ପ୍ରସଙ୍ଗରେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରତିକ୍ରିୟା

ଭୁବନେଶ୍ବର:୨୮/୦୪(ଅଶୋକ ସାହୁ): ଓପିଏସ୍‌ସି ଓ ଓଏସ୍‌ଏସ୍‌ସି ଦ୍ବାରା ପରିଚାଳିତ ଦୁଇଟି ପୃଥକ ପରୀକ୍ଷାରେ ବିଭ୍ରାଟ ଦେଖା ଦେବା ପରେ ଏନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏହି ଘଟଣାର

ଟ୍ରାଫିକ ସମସ୍ୟା ଜଟିଳ: ଜାତୀୟ ରାଜପଥ ଉପରେ ନର୍ଦ୍ଦମା ପାଣି

ବାଉଁଶୁଣି: ୨୭/୦୪:ଗୋଟିଏ ଅଞ୍ଚଳର ବିକାଶ ପ୍ରକ୍ରିୟାରେ ସେଠାକାର ରାସ୍ତାଘାଟର ଉନ୍ନତି ନିହାତି ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥାଏ। ହେଲେ ବୌଦ୍ଧ ବ୍ଲକର ଅନ୍ୟତମ ପୁରାତନ ସ୍ଥାନ ବାଉଁଶୁଣି ବଜାରର ରାସ୍ତାଗୁଡିକର ଅବସ୍ଥାକୁ ଦେଖିଲେ ଏଥିରେ ନିହାତି ଭାବେ ବ୍ୟତିକ୍ରମ

ଶିକ୍ଷାର ପୃଷ୍ଠାପୋଷକ ଓ ସଂସ୍କୃତିର ବାହକ ଥିଲେ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ

ସୁବର୍ଣ୍ଣପୁର (ଭାସ୍କର ଦାଶ)-ତା ୨୬/୦୪: ଜିଲ୍ଲାପାଳ ସୁବର୍ଣ୍ଣପୁରଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି I ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ

ମାଓବାଦୀମୁକ୍ତ ଲାଗି ପଞ୍ଚମ ଦିନରେ ସୁରକ୍ଷାକର୍ମୀଙ୍କ ବଡ଼ ଅପରେସନ୍

ମାଲକାନଗିରି:୨୬/୦୪: ଓଡ଼ିଶା ସୀମାନ୍ତ ଛତିଶଗଡ଼ର ଘଞ୍ଚ ଜଙ୍ଗଲରେ ପଇଁତରା ମାରୁଛି ଏମଆଇ-୧୭ହେଲିକପ୍ଟର। ଯବାନମାନେ ପାହାଡ଼ ଶୀର୍ଷରେ ରହି ଅପରେସନ୍ କରୁଛନ୍ତି। ମାଓବାଦୀମୁକ୍ତ କରିବା ଲାଗି ସେମାନେ ଗତ ୫ ଦିନ ଧରି ବଡ଼ ଧରଣର

୧୨ରୁ ଅଧିକ ଛାତ୍ରଛାତ୍ରୀ ଅଂଶୁଘାତର ଶିକାର, ସୋର ଡାକ୍ତରଖାନାରେ ଭର୍ତ୍ତି

ସୋର: ୨୫/୦୪: ଅସହ୍ୟ ଗୁଳୁଗୁଳି ପାଇଁ ଘରୋଇ ମେସରେ ଥିବା ୧୨ରୁ ଅଧିକ ଛାତ୍ରଛାତ୍ରୀ ଅଂଶୁଘାତର ଶିକାର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି।ଗ୍ରୀଷ୍ମପ୍ରବାହକୁ ଆଖିଆଗରେ ରଖି ରାଜ୍ୟ ସରକାର ସମସ୍ତ ସ୍କୁଲ କଲେଜକୁ

ଲିଫ୍ଟରେ ଚାପି ହୋଇ ଚାଲିଗଲା ମହିଳାଙ୍କ ଜୀବନ

ଭଦ୍ରକ:୨୫/୦୪- ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ ଲିଫ୍ଟରେ ଚାପି ହୋଇ ଜଣେ ମହିଳା ରୋଗୀଙ୍କ ମୃତ୍ୟୁ ଘଟିଛି l ଘଟଣାକୁ ନେଇ ମେଡିକାଲ ପରିସରରେ ଉତ୍ତେଜନା ସୃଷ୍ଟି ହୋଇଛି l ଘଟଣାସ୍ଥଳରେ ଟାଉନ ପୋଲିସ

ସୁବର୍ଣ୍ଣପୁରରେ ପାରାଲିଗାଲ୍ ସ୍ବେଛାସେବୀମାନଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମ ଆୟୋଜିତ

ସୁବର୍ଣ୍ଣପୁର, ୨୩ ଏପ୍ରିଲ ୨୦୨୫(ଭାସ୍କର ଦାଶ):-ବିକଳ୍ପ ବିବାଦ ସମାଧାନ କେନ୍ଦ୍ର, ସୁବର୍ଣ୍ଣପୁରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଆଇନ ସହାୟକ ସ୍ବେଛାସେବୀମାନଙ୍କୁ ନେଇ ଏକ ଦିନିକିଆ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମର

ପୁଲିସ ଗାଡ଼ିକୁ ଚାପିଦେଲା ହାଇୱା: ୨ ପୁଲିସ କର୍ମଚାରୀଙ୍କ ମୃତ୍ୟୁ; ହୋମଗାର୍ଡ ଗୁରୁତର

କଟକ/୨୩/୦୪: କଟକ ଗତିରାଉତପାଟଣା ମହାନଦୀ ବନ୍ଧ ରାସ୍ତାରେ ବାଲି ବୋଝେଇ ହାଇଵା ପୁଲିସ ପିସିଆର ଭ୍ୟାନ୍‌କୁ ଚାପି ଦେଇଛି। ଘଟଣାସ୍ଥଳରେ ଦୁଇ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଦୁର୍ଘଟଣାରେ

ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ପ୍ରଶାନ୍ତ କୁମାର ଶତପଥୀଙ୍କ ପତ୍ନୀ ଓ ପୁଅକୁ ଭେଟିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ବର: ଭୁବନେଶ୍ବର ଲୋକସଭା ସଦସ୍ୟ ଅପରାଜିତା ଷଡ଼ଙ୍ଗୀ ଆଜି  ଜମ୍ମୁ-କାଶ୍ମୀରର ପହଲଗାମ୍‌କୁ ବୁଲିବାକୁ ଯାଇଥିବା  ବେଳେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକ ପ୍ରଶାନ୍ତ କୁମାର ଶତପଥୀଙ୍କର ପତ୍ନୀ ଓ ପୁଅକୁ ଭେଟିଛନ୍ତି। ଅପରାଜିତା

1 3 4 5 6 7 114