Category: State
ମୁଖ୍ୟମନ୍ତ୍ରୀ ଉଠା ଦୋକାନୀଙ୍କ ପାଇଁ ପ୍ୟାକେଜ୍ ଘୋଷଣା କଲେ, ୮୭ହଜାରରୁ ଉର୍ଦ୍ଧ ଦୋକାନୀ ଉପକୃତ ହେବେ
କରୋନା ସଂକ୍ରମଣ ମଧ୍ୟରେ ବ୍ୟବସାୟ ଏକ ପ୍ରକାର ଠପ୍ ହୋଇଯାଇଛି । ଯାହାଫଳରେ ରହିବା ,ଖାଇବା ,ପିଇବାରେ ବିଭିନ୍ନ ସମସ୍ୟା ଉପୁଜୁଛି । ତେବେ ଏହାକୁ ଦୃଷ୍ଟିରେ ରଖି ଉଠା ଦୋକାନୀଙ୍କ ପାଇଁ ସରକାର ପ୍ୟାକେଜ୍ ଘୋଷଣା କରିଛନ୍ତି ।
ଓଡିଶା ଭିଜିଲାନ୍ସ ନିର୍ଦ୍ଦେଶକ ଦେବଶିଷ ପାଣିଗ୍ରାହୀ ECMO ଚିକିତ୍ସା ପାଇଁ ଏୟାର ଆମ୍ବୁଲାନ୍ସରେ କୋଲକାତା ଗଲେ-
ଓଡିଶା ଭିଜିଲାନ୍ସ ନିର୍ଦ୍ଦେଶକ ଦେବଶିଷ ପାଣିଗ୍ରାହୀଙ୍କୁ ଉନ୍ନତ ଚିକିତ୍ସା ପାଇଁ ଆଜି କୋଲକାତାକୁ ବିମାନ ଯୋଗେ ନିଆଯାଇଛି। କରୋନା ସଂକ୍ରମିତ ହେବା ପରେ ପାଣିଗ୍ରାହି କଟକସ୍ଥିତ ଅଶ୍ୱିନୀ ହସ୍ପିଟାଲରେ ଭେଣ୍ଟିଲେଟର ଥିଲେ।
ମହିଳାମାନଙ୍କ ସାବିତ୍ରୀ ବ୍ରତ ସୁରୁଖୁରୁରେ କରାଇବା ପାଇଁ ଆରମ୍ଭ ହୋଇଛି ମୋ ଭାଇ ୱେବସାଇଟ-
ଲକଡାଉନ କଟକଣା ଜାରି ରହିଥିବାରୁ ମହିଳାମାନେ ସାବିତ୍ରୀରେ ବିଭିନ୍ନ ପୂଜା ସାମଗ୍ରୀ କିଣିବା ଲାଗି ଚିନ୍ତାରେ ପଡିଛନ୍ତି । ତେବେ ମହିଳାମାନଙ୍କ ସାବିତ୍ରୀ ବ୍ରତ ସୁରୁଖୁରୁରେ କରାଇବା ପାଇଁ ଆରମ୍ଭ ହୋଇଛି ମୋ ଭାଇ ୱେବସାଇଟ ।
ଗଞ୍ଜାମ ପୁଅ ଅରୁଣ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଦେବେ କାଠର ପୁସ୍ତକରେ ଖୋଦିତ କରିଥିବା ହନୁମାନ ଚାଳିଶା ଉପହାର-
ଗଞ୍ଜାମ ଜିଲ୍ଲାର କଣ୍ଟେଇକୋଳି ଗାଁର ଅରୁଣ ସାହୁ କାଠରୁ ଏକ ପୁସ୍ତକ ତିଆରି କରିଛନ୍ତି ଓ ସେଥିରେ ହନୁମାନ ଚାଳିଶା ଖୋଦିତ ହୋଇଥିବା ଦେଖିବାକୁ ମିଳିଛି ।
କଟକ ଚୌଦ୍ବାରରେ କରୋନା ସଂକ୍ରମିତ ପିତାମାତାଙ୍କ ମୃତ୍ୟୁ ପରେ ଚାଇଲ୍ଡଲାଇନ ନାବାଳିକାକୁ ଉଦ୍ଧାର କରିଛନ୍ତି-
କଟକ ଚୌଦ୍ବାରରେ କରୋନା ସଂକ୍ରମିତ ପିତାମାତାଙ୍କ ମୃତ୍ୟୁ ପରେ ଚାଇଲ୍ଡଲାଇନ ନାବାଳିକାକୁ ଉଦ୍ଧାର କରିଛନ୍ତି । ତାଙ୍କୁ ଉଦ୍ଧାର କରିବା ପରେ ଏକ ଚାଇଲ୍ଡ କେୟାର ଘରେ ଆଶ୍ରୟ ଦିଆଯାଇଛି।
ରାଜ୍ୟରେ ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ: ବଢିବ କାଳବୈଶାଖୀ ବର୍ଷା-
ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଥିବାରୁ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଜାରି କରିଛି । ଟ୍ରପଲାଇନ୍ ପ୍ରଭାବରେ କାଳବୈଶାଖୀ ବର୍ଷା ଜାରି ରହିଛି ।
ରାଜ୍ୟର ୫ଟି ସହରରେ ଘରେ ଘରେ ମିଳିବ ଅକ୍ସିଜେନ କନସେଣ୍ଟ୍ରଟର, ବୁକ୍ ପରେ ହେବ ହୋମ ଡେଲିଭେରି
ରାଜ୍ୟର ୫ଟି ସହରରେ ଅକ୍ସିଜେନ କନସେଣ୍ଟ୍ରଟର ହୋମ ଡେଲିଭେରି ମାଧ୍ୟମରେ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ଜଣାଇଛନ୍ତି ।
ବାତ୍ୟା ୟାସ୍ କ୍ଷୟକ୍ଷତିର ଆକଳନ କରିବାକୁ ସାତ ଜଣିଆ କେନ୍ଦ୍ରୀୟ ଟିମ୍ ଓଡିଶାରେ ପହଞ୍ଚିଛନ୍ତି-
ବାତ୍ୟା ୟାସ୍ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ କରିବାକୁ ଗତକାଲିଠାରୁ ସାତ ଜଣିଆ କେନ୍ଦ୍ରୀୟ ଟିମ୍ ଓଡିଶାରେ ପହଞ୍ଚିଛନ୍ତି। ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବଙ୍କ ନେତୃତ୍ୱରେ ଏହି ଟିମ୍ ଆସିଛନ୍ତି ।
ଓଡିଶା ଭିଜିଲାନ୍ସ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ କରୋନା ସଂକ୍ରମିତ ହୋଇ ଗୁରୁତର ହେବାରୁ ତାଙ୍କୁ ହାଇଦ୍ରାବାଦ ପଠାଇବାକୁ ସ୍ବତନ୍ତ୍ର ବ୍ୟବସ୍ଥା-
କରୋନା ସଂକ୍ରମିତ ହେବା ପରେ ଓଡିଶା ଭିଜିଲାନ୍ସ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡା.ଦେବାଶିଷ ପାଣିଗ୍ରାହୀ କରୋନା ସଂକ୍ରମିତ ହୋଇ ଗୁରୁତର ହେବାରୁ ତାଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା ହେଉଛି ।