କୋଭିଡ୍ରେ ଆକ୍ରାନ୍ତ ହୋଇ ସାଇ ଇଣ୍ଟର ନ୍ୟାସନାଲ ସ୍କୁଲର ପ୍ରତିଷ୍ଠାତା ଅଧ୍ୟକ୍ଷ ତଥା ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଡକ୍ଟର ବିଜୟ ସାହୁଙ୍କର ଆଜି ପରଲୋକ ହୋଇଛି ।
Category: State
ବାତ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢାଇଲା ସ୍ବେଚ୍ଛସେବୀ ସଂଗଠନ ନମସ୍କାର-
ବାତ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢାଇଲା ସ୍ବେଚ୍ଛସେବୀ ସଂଗଠନ ନମସ୍କାର
ଚୋରା ମଦ ମାଫିଆଙ୍କ ଅବକାରୀ ଟିମ୍ ଉପରେ ଆକ୍ରମଣ
ଆଜି ଅବକାରୀ ଟିମ୍ ର ସଦସ୍ଯ ମାନେ ଭୁବନେଶ୍ଵର ଉପକଣ୍ଠରେ ଏକ ଚୋରା ମଦ କାରବାର କରୁଥିବା ଭରତପୁର ଅଞ୍ଚଳରେ ଏକ ଘରେ ଚଢାଉ କରିଥିଲେ। ତେବେ ଏହି ସମୟରେ ମଦ ମାଫିଆ ମାନଙ୍କ ପକ୍ଷରୁ ଅବକାରୀ ଦଳ ଉପରେ ଆକ୍ରମଣ ହୋଇଛି।
କରୋନାରେ ମୃତ ପରିବାରଙ୍କ ସନ୍ତାନଙ୍କୁ ବିଧାୟୀକାଙ୍କ ସହାୟତା ।
୧.ମେଟାଲ୍ ମୋରମ୍ ରାସ୍ତାକୁ ନେଇ ଦୁଇ ଗୋଷ୍ଠୀ ମୁହାମୁହିଁ , ଜୋର ଧରିଲା ରାସ୍ତାର ମରାମତି ଦାବି । ୨.ପାଉଁଶ ବୋଝେଇ ଟ୍ରକ ପଛରୁ ଧକ୍କା ଦେଲା ଟ୍ରକ, ଡ୍ରାଇଭର ଜୀବନ୍ତ ଦଗ୍ଧ ।
ଜ୍ୟୋତିଷ ବିଚାର
ଅଦ୍ୟ ଜୁନ ମାସ ୦୩ ତାରିଖ ୨୦୨୧ ମସିହା(ଗୁରୁବାର) ସୌରମାସ-ବୃଷ ୨୦ ଦିନ
ସ୍ମାର୍ଟ ସ୍କୁଲ କରିବାକୁ ନେଇ ତେଜୁଛି ବିବାଦ: ସ୍ମାର୍ଟ ସ୍କୁଲ ସରକାରୀ ବିଦ୍ୟାଳୟରେ କରିବାକୁ ଦାବୀ
ରାଜ୍ୟ ସରକାରଙ୍କ ସ୍ମାର୍ଟ ସ୍କୁଲ ତାଲିକାରେ ସ୍ଥାନ ପାଇଥିବା ଏକ ବାଳିକା ଉଚ୍ଚ ବିଦ୍ୟାଳୟକୁ ନେଇ ସୃଷ୍ଟି ହୋଇଛି ବିବାଦ।
ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ରଥ ଦଉଡି-
ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ରଥରେ ବ୍ଯବହୃତ ହେଉଥିବା ଦଉଡି ଆଜି ପୁରୀରେ ଆସି ପହଞ୍ଚିଛି । କରୋନାର ପ୍ରଭାବ ମଧ୍ୟରେ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ତେବେ ଏହି କାର୍ଯ୍ୟକୁ ଆଗକୁ ବଢାଇବା ପାଇଁ ଆଜି ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ଦ୍ୱାରା ମୋଟ 20 ଟି ଦଉଡି ଅଣାଯାଇଛି।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଉରକେଲା ଇସ୍ପାତ କାରଖାନାରେ 100 ଶଯ୍ୟା ବିଶିଷ୍ଟ COVID କେୟାର ସେଣ୍ଟର ଲୋକାର୍ପିତ କଲେ-
ଆଜି ରାଉରକେଲାରେ ଇସ୍ପାତ ନିଦାନ କେନ୍ଦ୍ର, ଓଡିଶାର SAIL ର ରାଉରକେଲା ଇସ୍ପାତ କାରଖାନାର 100 ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକାର୍ପିତ କରିଛନ୍ତି ।
ପୋଲିସର ନୀରବତାରେ ଅତିଷ୍ଠ ହୋଇ ନବୀନ ନିବାସ ସାମ୍ନାରେ ମହିଳାଙ୍କ ଆତ୍ମହୁତି ଉଦ୍ୟମ-
ପୁରୀ ଜିଲ୍ଲାର ଡେଲାଙ୍ଗା ଅଞ୍ଚଳର ଜଣେ ମହିଳା ଆଜି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନବୀନ ନିବାସ ସମ୍ମୁଖରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି।

