ଆଜି ସଂଧ୍ୟାରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ବିଜେଡି ନେତା ତଥା ଓଡିଶାର ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତଙ୍କ ଦେହାନ୍ତ ହୋଇଛି।
Category: State
ସର୍ତ୍ତମୂଳକ ଜାମିନ୍ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲା, ସର୍ତ୍ତାନୁସାରେ ଗଣମାଧ୍ୟମରେ ମାମଲା ସଂକ୍ରାନ୍ତରେ କୌଣସି ମନ୍ତବ୍ୟ ଦେବେ ନାହିଁ –
ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରାଯାଇଛି । ତିନିଟି ମାମଲାରେ ତାଙ୍କୁ ହାଇକୋର୍ଟରୁ ଜାମିନ୍ ମିଳିଛି ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାଲେଶ୍ୱର ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ପୀଡିତଙ୍କ ସମସ୍ୟା ବୁଝିଲେ-
ସାମୁଦ୍ରିକ ବାତ୍ୟା “ୟଶ୍” ଦ୍ୱାରା ପ୍ରଭାବିତ ହୋଇଥିବା ବାଲେଶ୍ୱର ଜିଲ୍ଲାର ବିଭିନ୍ନ ପଞ୍ଚାୟତ ବୁଲି ଲୋକମାନଙ୍କ ପରିସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଲକଡାଉନରେ ରାଜଧାନୀ ଅସୁରକ୍ଷିତ, ପରିବା ଆଣିବାକୁ ଯାଉଥିବା ମହିଳାଙ୍କ ବେକକୁ କାଟିଲା ଦୁର୍ବୃତ୍ତ-
ଧିରେ ଧିରେ ଅସୁରକ୍ଷିତ ହୋଇପଡ଼ିଲାଣି ରାଜଧାନୀ । ଲକଡ଼ାଉନ୍ ଚାଲିଥିବା ବେଳେ ଆଜି ସକାଳୁ ନୟାପଲ୍ଲୀ ଭିଆଇପି କଲୋନୀ ରାସ୍ତାରେ ଜଣେ ମହିଳା ପରିବା ଆଣିବାକୁ ଯିବା ସମୟରେ ଲୁଟେରାଙ୍କ ଆକ୍ରମଣର ଶିକାର ହୋଇଛନ୍ତି ।
ଆଗାମୀ ୩ ରୁ ୪ ଦିନ ଯାଏଁ ରାଜ୍ୟରେ ଗୁଳୁଗୁଳି ଲାଗି ରହିବ- ଭୁବନେଶ୍ଵର ପାଣିପାଗ କେନ୍ଦ୍ର
ସାମୁଦ୍ରିକ ଝଡ “ୟସ” ଯିବା ପରେ ସମଗ୍ର ରାଜ୍ୟରେ ବୁଦ୍ଧି ପାଇଛି ଦିନର ତାପମାତ୍ରା, ତେବେ ଏହା ସାଙ୍ଗକୁ ଗୁଳୁଗୁଳି ଲୋକମାନଙ୍କୁ ଅସହ୍ୟ କରପକାଉଛି।
ଲକଡାଉନ୍ ସୁନ୍ଦରଗଡ,ଗଜପତି ଓ ନୂଆପଡା ଜିଲ୍ଲାରେ କୋହଳ ହେଲା
ରାଜ୍ୟରେ କରୋନା ମୁକାବିଲା ପାଇଁ ଜୁନ୍ 1 ତାରିଖ ସକାଳ 5ଟାରୁ ଜୁନ୍ 17 ତାରିଖ ସକାଳ 5ଟା ପର୍ଯ୍ୟନ୍ତ ଜାରି ରହିଥିବା ଲକଡାଉନ୍ ଅବଧିକୁ ବଢାଯାଇଛି ଏବଂ ଏହି ସମୟରେ ପୂର୍ବ ସପ୍ତାହାନ୍ତ ସଟ୍ଡାଉନ୍ ଜାରି ରହିବ।
ଜ୍ୟୋତିଷ ବିଚାର
ଅଦ୍ୟ ମଇ ମାସ ୩୧ ତାରିଖ ୨୦୨୧ ମସିହା(ସୋମବାର) ସୌରମାସ-ବୃଷ ୧୭ ଦିନ
ଆସନ୍ତାକାଲିଠାରୁ ୪ଦିନ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବ ଯୋଗୁଁ ବର୍ଷା ସମ୍ଭାବନା-
ଆସନ୍ତାକାଲି ଠାରୁ ୪ ଦିନ ପର୍ଯ୍ୟନ୍ତ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଥିବାନେଇ ପାଣିପାଗ ବିଭାଗ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।
ବଡ଼ ଘୋଷଣା: ଜୁନ୍ ୧୭ ପର୍ଯ୍ୟନ୍ତ ଓଡ଼ିଶାରେ ବଢିଲା ଲକଡାଉନ୍
ଓଡ଼ିଶାରେ ଜୁନ୍ ୧୭ ପର୍ଯ୍ୟନ୍ତ ପୁଣି ବଢିଲା ଲକଡାଉନ୍ ।
ଘାଟିରେ ଓଲଟିଲା ଆମ୍ବୁଲାନ୍ସ ,ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର-
ରୋଗୀ ଆଣିବାକୁ ଯାଉଥିବା ବେଳେ ଓଲଟିଲା ଆମ୍ବୁଲାନ୍ସ । ଗତକାଲି ଠାକୁରମୁଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ରୋଗୀ ଆଣିବାକୁ ଯାଉଥିବା ଏକ ୧୦୮ ଆମ୍ବୁଲାନ୍ସ ଶରତ ଘାଟିରେ ଓଲଟି ପଡ଼ିଛି ।

