ପାରିବାରିକ କଳହକୁ କେନ୍ଦ୍ର କରି ସାନ ଭାଇକୁ ମାରିଦେଲେ ଦୁଇ ବଡ଼ ଭାଇ । ଏପରି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ମଲ୍ଲିକପଡା ଗାଁରେ । ଟାଙ୍ଗିଆରେ ସାନ ଭାଇ
Category: State
ଅସ୍ତ୍ରୋପଚାର ପାଇଁ ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏସଡିଏମଓ-
ରେଢାଖୋଲ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର ବିପିନ ସାହୁ ଅସ୍ତ୍ରୋପଚାର ପାଇଁ ରୋଗୀ ସଂପର୍କୀୟ ଠାରୁ ଲାଂଚ ନେଇ ଭିଜିଲାନ୍ସ ଜାଲରେ ପଡିଛନ୍ତି । ୫୫୦୦ ଟଙ୍କା ଲାଂଚ ନେବା ବେଳେ ସମ୍ବଲପୁର ଭିଜିଲାନ୍ସ
ଚଳିତ ବର୍ଷ ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର କୋଭିଡ କଟକଣାରେ ପାଳନ ହେବ-
କୋଭିଡ କଟକଣାରେ ହେବ ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା । ୬୦ ବର୍ଷରୁ ଉର୍ଦ୍ଧ ଓ ୧୦ ବର୍ଷରୁ କମ୍ ଶ୍ରଦ୍ଧାଳୁଙ୍କୁ ମନ୍ଦିର ଦର୍ଶନ ମନା କରାଯାଇଛି । ବିଡିଏ କାର୍ଯ୍ୟାଳୟରେ ପ୍ରସ୍ତୁତି ବୈଠକ
ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଏକାମ୍ର କ୍ଷେତ୍ର ବୁଲି ଦେଖିଲେ
ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡଙ୍ଗୀ ଲିଙ୍ଗରାଜ ମନ୍ଦିର ଓ ଚାରିପାର୍ଶ୍ବରେ ଥିବା ମନ୍ଦିର କୀର୍ତିରାଜି ବୁଲି ଦେଖିଲେ । ପ୍ରତ୍ନତତ୍ୱ ବିଭାଗ ନିର୍ଦ୍ଦେଶକଙ୍କ ଆଗ୍ରହ କ୍ରମେ ଭୁବନେଶ୍ୱର ସାଂସଦ
ରାସ୍ତାରେ ଆମ୍ବୁଲାନ୍ସରୁ ଡେଇଁପଡିଲେ ରୋଗୀଙ୍କ ମା-
ରୋଗୀଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର ପାଇଁ ରେଫର କରିଥିଲେ ଡାକ୍ତର । କିନ୍ତୁ 108 ଆମ୍ବୁଲାନ୍ସ ରୋଗୀକୁ ଡାକ୍ତରଖାନା ନେବା ବଦଳରେ ବିପରୀତ ଦିଗରେ ନିଆଯାଉଥିବା ଅଭିଯୋଗ ହୋଇଛି
IPS ଅଫିସର ସତ୍ୟଜିତ ମହାନ୍ତି ପୋଲିସ ସେବାରୁ ଅବସର ନେଲେ, ଆଜି OPSC ଅଧ୍ୟକ୍ଷ ଭାବେ ନେବେ ଦାୟିତ୍ୱ-
ପୋଲିସ ସେବାରୁ ଅବସର ନେଲେ IPS ଅଫିସର ସତ୍ୟଜିତ ମହାନ୍ତି । ବରିଷ୍ଠ ଆଇପିଏସ ଅଫିସର ସତ୍ୟଜିତ ଅଗ୍ନିଶମ ବିଭାଗର ନିର୍ଦ୍ଦେଶକ ପଦରୁ ଅବସର ନେଇଛନ୍ତି । ଆଜି OPSC ଅଧ୍ୟକ୍ଷ ଭାବେ ଦାୟିତ୍ୱ
ମାହାଙ୍ଗା ପଡିଲା ଡ୍ୟୁଟିରେ ମଦ୍ୟପାନ; ନିଲମ୍ବିତ ହେଲେ ୪ ପୋଲିସ କର୍ମଚାରୀ
ଡ୍ୟୁଟି ସମୟରେ ମଦ୍ୟପାନ କରିବା ପଡିଲା ମହଙ୍ଗା। ନିଲମ୍ବିତ ହେଲେ ୪ ପୋଲିସ କର୍ମଚାରି। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଧିନସ୍ଥ ଜାରକା ଫାଣ୍ଡିର ୪ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ଯାଜପୁର
ଘୂର୍ଣ୍ଣିଝଡ଼ ଯୋଗୁଁ ଦୁର୍ଘଟଣା ଘଟି ୫ ଯାତ୍ରୀ ଗୁରୁତର
ଘୂର୍ଣ୍ଣିଝଡ଼ ଯୋଗୁଁ ଦୁର୍ଘଟଣା । ଘୂର୍ଣ୍ଣିଝଡ଼ ଯୋଗୁଁ ନିଆଁ ଲାଗି ଦ୍ରୁତଗତିରେ ଚାରିଆଡେ ବ୍ୟାପିବା ସହ ଜଙ୍ଗଲରେ ନିଆଁ ଲାଗି ଯାଇଥିଲା । ଧୂଆଁ ଯୋଗୁଁ ରାସ୍ତାରେ ୨ଟି ଅଟୋ ମୁହାଁମୁହିଁ ଧକ୍କା ହୋଇଥିଲା
ଭଦ୍ରକ ବାର ଆସୋସିଏସନ ପକ୍ଷରୁ ଵାର୍ଷିକ ସମାରୋହ ଅନୁଷ୍ଠିତ
ଭଦ୍ରକ ବାର ଆସୋସିଏସନ ପକ୍ଷରୁ ଵାର୍ଷିକ ସମାରୋହ ଅନୁଷ୍ଠିତ ହୋଇଯାଛି । ବାର୍ଷିକ ସମାରୋହ ସହରର ସହିଦ ସ୍ମୃତି ଭବନ ଠାରେ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ଓଡିଶା ଉଚ୍ଚ ନ୍ୟାୟଳୟର ବିଚାରପତି ଜଷ୍ଟିସ
ମାର୍ଚ୍ଚରୁ ଆରମ୍ଭ ହୋଇପାରେ ପ୍ରୟାଗରାଜ-ଭୁବନେଶ୍ୱର ବିମାନ ସେବା
ଆସନ୍ତା ମାର୍ଚ୍ଚ ମାସରୁ ଭୁବନେଶ୍ୱରରୁ ଉତ୍ତରପ୍ରଦେଶର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ପ୍ରୟାଗରାଜକୁ ବିମାନ ଯୋଗେ ଯାତ୍ରା କରିବାର ସମ୍ଭାବନା ରହିଛି।ସୂଚନା ଅନୁଯାୟୀ, ଇଣ୍ଡିଗୋ ଏୟାରଲାଇନ୍ସ ମାର୍ଚ୍ଚ ୨୮ରୁ ପ୍ରୟାଗରାଜରୁ ଭୁବନେଶ୍ୱର ପର୍ଯ୍ୟନ୍ତ ବିମାନ ସେବା