ବଲାଙ୍ଗୀର ଜିଲ୍ଲା ମାଓ ପ୍ରବଣ ଖପ୍ରାଖୋଲ ବ୍ଲକ ରେ ଦେଖିବାକୁ ମିଳିଛି ଏକ ଆବେଗାତ୍ମକ ଦୃଶ୍ୟ । ସ୍ଥାନୀୟ ଭାନପୁର ନୋଡାଲ ସ୍କୁଲର ଜଣେ ଶିକ୍ଷକ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପାଇଁ ପୁରା
Category: News
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସାମୁଦ୍ରିକ ଭାରତ ସମ୍ମିଳନୀ ୨୦୨୧ ର ଉଦଘାଟନ କରିବେ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାମୁଦ୍ରିକ ଭାରତ ସମ୍ମିଳନୀ -୨୦୨୧ ର ଉଦଘାଟନ କରିବେ । ଏହି ତିନି ଦିନିଆ ସମ୍ମିଳନୀ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ
ଗାଁ ଲୋକେ କୁଖ୍ୟାତ ଡକାୟତ ପାଙ୍ଗାକୁ ପିଟି ପିଟି ମାରିଦେଲେ-
ନୟାଗଡରେ କୁଖ୍ୟାତ ଡକାୟତ ପାଙ୍ଗା ଓରଫ ପ୍ରଭାତ ରାଉତର ମୃତ୍ୟୁ । ଗାଁରେ ଡକାୟତି ଉଦ୍ୟମ ବେଳେ ପିଟି ପିଟି ମାରିଦେଲେ ଗାଁ ଲୋକେ ! ଏପରି ଅଭାବନୀୟ ଘଟଣା ଘଟିଛି ନୟାଗଡ ଜିଲ୍ଲାର
ଭୁବନେଶ୍ୱର ବାର ଆସୋସିଏସନର ଓକିଲ ମାନେ ଜିଲ୍ଲା ନିବନ୍ଧକ ଓ ବିବାହ ଅଧିକାରୀଙ୍କ କାର୍ଯ୍ୟାଳୟକୁ ତାଲା ପକାଇଲେ-
ରାଜଧାନୀ ଭୁବନେଶ୍ୱରରେ ଥିବା ଖୋର୍ଦ୍ଧା ଜିଲ୍ଲା ନିବନ୍ଧକ ଓ ବିବାହ ଅଧିକାରୀଙ୍କ କାର୍ଯ୍ୟାଳୟକୁ ତାଲା ପକାଇଛନ୍ତି ଭୁବନେଶ୍ୱର ବାର ଆସୋସିଏସନର ଓକିଲ ମାନେ । ଜଣେ ଜମି ମାଲିକ ଚାହିଁଲେ ତାଙ୍କ ଜମିର କିଛି
ଚତୁର୍ଥ ଟେଷ୍ଟ ପୂର୍ବରୁ ଅଭ୍ୟାସ ପାଇଁ ପଡିଆକୁ ଓହ୍ଲାଇଲା ବିରାଟ ବାହିନୀ: ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ
ମାର୍ଚ୍ଚ ୪ ତାରିଖରୁ ଭାରତ-ଇଂଲଣ୍ଡ ସିରିଜର ଚତୁର୍ଥ ଟେଷ୍ଟ ଅହମଦାବାଦ ସ୍ଥିତ ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳାଯିବ । ତେବେ ଏହି ଟେଷ୍ଟ ମ୍ୟାଚ ପୂର୍ବରୁ ଅଭ୍ୟାସ ନିମନ୍ତେ ପଡିଆକୁ ଓହ୍ଲାଇଛନ୍ତି ଭାରତୀୟ
ବଡ ଭାଇ ହତ୍ୟା କଲା ସାନ ଭାଇକୁ, ଅଧାପୋଡ଼ା ଶବକୁ ଜବତ କଲା ପୋଲିସ-
ପାରିବାରିକ କଳହକୁ କେନ୍ଦ୍ର କରି ସାନ ଭାଇକୁ ମାରିଦେଲେ ଦୁଇ ବଡ଼ ଭାଇ । ଏପରି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ମଲ୍ଲିକପଡା ଗାଁରେ । ଟାଙ୍ଗିଆରେ ସାନ ଭାଇ
ଅସ୍ତ୍ରୋପଚାର ପାଇଁ ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏସଡିଏମଓ-
ରେଢାଖୋଲ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର ବିପିନ ସାହୁ ଅସ୍ତ୍ରୋପଚାର ପାଇଁ ରୋଗୀ ସଂପର୍କୀୟ ଠାରୁ ଲାଂଚ ନେଇ ଭିଜିଲାନ୍ସ ଜାଲରେ ପଡିଛନ୍ତି । ୫୫୦୦ ଟଙ୍କା ଲାଂଚ ନେବା ବେଳେ ସମ୍ବଲପୁର ଭିଜିଲାନ୍ସ
ଚଳିତ ବର୍ଷ ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର କୋଭିଡ କଟକଣାରେ ପାଳନ ହେବ-
କୋଭିଡ କଟକଣାରେ ହେବ ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା । ୬୦ ବର୍ଷରୁ ଉର୍ଦ୍ଧ ଓ ୧୦ ବର୍ଷରୁ କମ୍ ଶ୍ରଦ୍ଧାଳୁଙ୍କୁ ମନ୍ଦିର ଦର୍ଶନ ମନା କରାଯାଇଛି । ବିଡିଏ କାର୍ଯ୍ୟାଳୟରେ ପ୍ରସ୍ତୁତି ବୈଠକ
ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଏକାମ୍ର କ୍ଷେତ୍ର ବୁଲି ଦେଖିଲେ
ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡଙ୍ଗୀ ଲିଙ୍ଗରାଜ ମନ୍ଦିର ଓ ଚାରିପାର୍ଶ୍ବରେ ଥିବା ମନ୍ଦିର କୀର୍ତିରାଜି ବୁଲି ଦେଖିଲେ । ପ୍ରତ୍ନତତ୍ୱ ବିଭାଗ ନିର୍ଦ୍ଦେଶକଙ୍କ ଆଗ୍ରହ କ୍ରମେ ଭୁବନେଶ୍ୱର ସାଂସଦ
ରାସ୍ତାରେ ଆମ୍ବୁଲାନ୍ସରୁ ଡେଇଁପଡିଲେ ରୋଗୀଙ୍କ ମା-
ରୋଗୀଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର ପାଇଁ ରେଫର କରିଥିଲେ ଡାକ୍ତର । କିନ୍ତୁ 108 ଆମ୍ବୁଲାନ୍ସ ରୋଗୀକୁ ଡାକ୍ତରଖାନା ନେବା ବଦଳରେ ବିପରୀତ ଦିଗରେ ନିଆଯାଉଥିବା ଅଭିଯୋଗ ହୋଇଛି