କୁଚିଣ୍ଡା: ୧୬/୦୪: କୁଚିଣ୍ଡା କେନ୍ଦୁପତ୍ର ଡିଭିଜନ ଅର୍ନ୍ତଗତ ପତ୍ର ତୋଳାଳୀ, କର୍ମଚାରୀ ସଂଘ ପକ୍ଷରୁ ସିଜନାଲ କର୍ମଚାରୀଙ୍କ ମାସିକ ମଜୁରୀ ବୃଦ୍ଧି, ତୋଳାଳୀଙ୍କ ପତ୍ରଦର ବୃଦ୍ଧି, ବନ୍ଧେଇ ଶ୍ରମିକଙ୍କ ବିଡା ଦର ବୃଦ୍ଧି, କନ୍ୟା
Category: Regional
୧୫ ବର୍ଷରୁ କମ୍ ଇଣ୍ଟର କ୍ଲବ୍ ଫୁଟବଲ୍ ଚାମ୍ପିଅନସିପର ଚତୁର୍ଥ ଦିବସ ଖେଳ ଅନୁଷ୍ଟିତ
ସୋନପୁର :୧୦/୦୪(ଭାସ୍କର ଦାଶ ): ସୋନପୁର ଗାନ୍ଧୀ ଷ୍ଟାଡିୟମରେ ୧୫ ବର୍ଷରୁ କମ୍ ଇଣ୍ଟର କ୍ଳବ୍ ଜିଲ୍ଲା ସ୍ତରୀୟ ଫୁଟବଲ୍ ଚାମ୍ପିଅନସିପ ୨୦୨୫ର ଚତୁର୍ଥ ଦିବସ ଖେଳ ଅନୁଷ୍ଟିତ ହୋଇ ଯାଇଛି ଳ ସୁବର୍ଣ୍ଣପୁର
ପାଣିରେ ମାତ୍ରାଧିକ ଫ୍ଲୋରାଇଡ୍, ଆଇରନ୍: ନୟାଗଡ଼ରେ ବଢ଼ୁଛନ୍ତି କିଡ୍ନି ରୋଗୀ
ନୟାଗଡ଼:୧୦/୦୪: ପିଇବା ପାଣିକୁ ନେଇ ଏବେ ନୟାଗଡ଼ ଜିଲ୍ଲାରେ ସାଂଘାତିକ ସ୍ଥିତି। କେଉଁଠି ଆଦୌ ପାଣି ଟୋପେ ମିଳୁନି ତ ଆଉ କେଉଁଠି ଫ୍ଲୋରାଇଡ୍ ଓ ଆଇରନ୍ମିଶା ପାଣି ପିଇବା ଯୋଗୁ ଲୋକମାନେ କିଡ୍ନି
ନବୀନ ପଟ୍ଟନାୟକ ମିଛ କହିଛନ୍ତି: ପ୍ରଭାତ ତ୍ରିପାଠୀ
ଭୁବନେଶ୍ୱର ୧୦/୦୪: ମିଛ କହିଛନ୍ତି ନବୀନ ପଟ୍ଟନାୟକ। ମୁଁ ବିଜେଡିରେ ନାହିଁ ସେ କହିବା ମହା ମିଛ। ଦଳ ସଭାପତି ଏଭଳି କହିବା ଭୁଲ୍। ଆଜି ସାମ୍ବାଦିକ ସମ୍ମିଳନୀରେ ଏଭଳି କହି ବିଜେଡି ସଭାପତି
ସୁବର୍ଣ୍ଣପୁର ଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଐତିହ୍ୟ ଗଣଦୌଡ/ୱାକାଥନ ଅନୁଷ୍ଠିତ
ପ୍ରାଚୀନ କୀର୍ତ୍ତିରାଜୀ ଓ ଐତିହ୍ୟକୁ ଉଜ୍ଜୀବିତ କରିବା ହେଉଛି ଏହି ଗଣଦୌଡର ଉଦେଶ୍ୟ : ସୁବର୍ଣ୍ଣପୁର : ୦୫/୦୪(ଭାସ୍କର ଦାଶ ):ସୁବର୍ଣ୍ଣପୁର ଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଜିଲ୍ଲାପ୍ରଶାସନ ଓ କ୍ରୀଡା ଓ
ବନକଲାଗି ନୀତି: ଆସନ୍ତାକାଲି ଜଗାଙ୍କୁ ୫ଘଣ୍ଟା ଦର୍ଶନ କରିପାରିବେନି ସାଧାରଣ ଦର୍ଶକ
ପୁରୀ: ୦୧/୦୪(ମମତା ମହାପାତ୍ର ): ମହାପ୍ରଭୁଙ୍କ ବନକଲାଗି ନୀତି ଆସନ୍ତାକାଲି (ବୁଧବାର) ଅନୁଷ୍ଠିତ ହେବ। ଚୈତ୍ର, ଶୁକ୍ଲ ପଞ୍ଚମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ବତୀୟ ଭୋଗମଣ୍ଡପ ଭୋଗ ଶେଷ
ଖନ୍ତାପଡ଼ାରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ଖନ୍ତାପଡ଼ା: ୨୯/୦୩: ଆଜି ଭୋର ସମୟରେ ଖନ୍ତାପଡ଼ା ଥାନା ପଣପଣା ନିକଟ ୧୬ ନଂ ଜାତୀୟ ରାଜପଥରେ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନା ଅନୁଯାୟୀ, କଟକରୁ କଲିକତା ଅଭିମୁଖେ ଯାଉଥିବା ମଲ୍ଲିକ ନାମକ
ଆଜିଠାରୁ ସକାଳୁଆ ସ୍କୁଲ: ରାଜସ୍ବ ମନ୍ତ୍ରୀ କହିଥିଲେ, ଏପ୍ରିଲ୍ ୨ରୁ ଗଣଶିକ୍ଷା ମନ୍ତ୍ରୀ କହିଲେ, ଆଜିଠାରୁ
ଭୁବନେଶ୍ବର: ୨୧/୦୩(ଅଶୋକ ସାହୁ ) ମନ୍ତ୍ରୀ ସୁରେଶ ପୂଜାରୀ ଗଣମାଧ୍ୟମକୁ କହିଲେ, ଏପ୍ରିଲ୍ ୨ରୁ ନୂଆ ଶିକ୍ଷା ବର୍ଷ ଆରମ୍ଭ ହେବା ସହ ସକାଳୁଆ ସ୍କୁଲ୍ ଚାଲିବ। ଏ ନେଇ ନିଷ୍ପତ୍ତି ହୋଇଛି। ମାର୍ଚ୍ଚ
ପିକଅଫ ଗାଡି ଦୁର୍ଘଟଣାରେ ବାପା ପୁଅ ମୃତ ମା ଗୁରୁତ୍ତର: ଡ୍ରାଇଭର ଫେରାର.
ଭବାନୀପାଟଣା:୧୪/୦୩(ଜୟକୃଷ୍ଣ ବେହେରା ): 14ମାର୍ଚ୍ଚ ସକାଳ ପ୍ରାୟ 5ଘଣ୍ଟା ସମୟରେ ବୋର୍ଦା ପୋଲିସ ନିକଟ ବୁଡ଼ା ପଡା ଛକ ନିକଟ ରାଜ ରାସ୍ତାରେ ବୋର୍ଦାର ରାଜେଶ ଜୈନଙ୍କ ପିକ ଅପ ଗାଡି ନମ୍ବର -ଓ
ରାଜଧାନୀରେ ନିଶାଶକ୍ତ ଅବସ୍ଥାରେ ମହିଳା
ଭୁବନେଶ୍ୱର,୧୪ା୩(ଅଶୋକ ସାହୁ ): ନିଶା ଖାଇ ଉତ୍ପାତ ହେଲେ ଯୁବତୀ। ରାଜଧାନୀର ରଙ୍ଗୀନ ରାତିରେ ନିଶାଶକ୍ତ ଯୁବତୀଙ୍କ ହାଇଡ୍ରାମା ଦେଖିବାକୁ ମିଳିଛି। ଗୁରୁବାର ବିଳମ୍ବିତ ରାତିରେ ଚନ୍ଦ୍ରଶେଖରପୁରର ଏକ ମଦ ଦୋକାନ ସମ୍ମୁଖରେ ନିଶାଶକ୍ତ

