ବାଲିଯାତ୍ରା ପାଇଁ ଆସନ୍ତାକାଲି ଠାରୁ ଅକ୍ଟୋବର ୭ ପର୍ଯ୍ୟନ୍ତ ପ୍ଲଟ ପଞ୍ଜିକରଣ

ବାଲିଯାତ୍ରା ପାଇଁ କାଲିଠୁ ପ୍ଲଟ ପଞ୍ଜିକରଣ । ନଭେମ୍ବର ୮ ରେ କାର୍ତ୍ତିକ ପୂର୍ଣ୍ଣିମାଠାରୁ ହେବ ବାଲିଯାତ୍ରା । ଏକ ହଜାର ବର୍ଗଫୁଟରୁ ଅଧିକ ଜାଗା ନେଉଥିବା ବ୍ୟବସାୟୀ ଆସନ୍ତାକାଲି ଠାରୁ ଅକ୍ଟୋବର ୭

ମାଲକାନଗିରି ସୀମାନ୍ତରେ ମାଓ ମେଳି, ଏକାଠି ହୋଇଛନ୍ତି ଶହ ଶହ ମାଓବାଦୀ

ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ପୁଣି ଥରେ ମାଓ ମେଳି ଦେଖିବାକୁ ମିଳିଛି । ସୁରକ୍ଷା ବାହିନୀକୁ ଖୋଲା ଖୋଲି ଭାବେ ଚ୍ୟାଲେଞ୍ଜ ଦେଇ ଏକାଠି ହୋଇଛନ୍ତି ଶହ ଶହ ମାଓବାଦୀ ।

ରାଉରକେଲା ଦେଖିବ ବାୟୁସେନାର ‘ଏୟାର୍‌ ସୋ’

ରାଉରକେଲା ବାସୀଙ୍କ ଦୀର୍ଘ ଦିନର ଅଭିଳାଷ ପୂରଣ ହେବାକୁ ଯାଉଛି। ସହରବାସୀ ପ୍ରଥମଥର ପାଇଁ ରାଉରକେଲାରେ ଭାରତୀୟ ବାୟୁସେନାର ‘ସୂର୍ଯ୍ୟକିରଣ ଏରୋବେଟିକ୍‌ ଟିମ୍‌’ ଦ୍ବାରା ‘ଏୟାର୍‌ ସୋ’ ଦେଖିବାର ସୁଯୋଗ ପାଇବେ। ଏନେଇ ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି) ଓ ରାଜ୍ୟ

ସ୍ଵର୍ଗୀୟ ପିତାଙ୍କ ସ୍ଵପ୍ନ ପୂରଣ କଲା ପୁତ୍ର

ଇଛା ଶକ୍ତି ଆଗରେ ହର ମାନିଛି ପରିସ୍ଥିତି, ଅନେକ ବାଧାବିଘ୍ନକୁ ପ୍ରତିହତ କରି ସ୍ବପ୍ନକୁ ସାକାର କରିଛି ପୁତ୍ର ! ଗଞ୍ଜାମ ଜିଲ୍ଲା ପାଲୁରୁ ନିକଟସ୍ଥ ଗାବୁଡି ଗ୍ରାମର ଦେଖିବାକୁ ମିଳିଛି ଏ ଭଳି

ଭୁବନେଶ୍ବରରେ ଖୋଲିବ ‘କଥିତ ଓ ଆଦିବାସୀ ଭାଷା, ସାହିତ୍ୟ କେନ୍ଦ୍ର

କେନ୍ଦ୍ର ସାହିତ୍ୟ ଏକାଡ଼େମି ଅଧୀନ ‘କଥିତ ଓ ଆଦିବାସୀ ଭାଷାସାହିତ୍ୟ କେନ୍ଦ୍ର’ର ଏକ ଶାଖା ଭୁବନେଶ୍ବରରେ ଖୋଲିବ। ନୂଆଦିଲ୍ଲୀ ପରେ ରାଜ୍ୟରେ ଏହା ‌ହେବ ପ୍ରଥମ ଶାଖା। ରାଜ୍ୟ ସରକାର ରାଜ୍ୟ ସଂଗ୍ରହାଳୟ ପରିସରରେ ଥିବା ସଂସ୍କୃତି

ସାଂସଦ ପ୍ରତିନିଧି ଅଫିସର ସାମ୍ବାଦିକଙ୍କୁ ମାଓବାଦୀଙ୍କ ଚେତାବନୀ, ଲାଗିଲା ହାତ ଲେଖା ପୋଷ୍ଟର

ବହୁ ଦିନର ନୀରବତା ପରେ କନ୍ଧମାଳରେ ପୁଣି ଲାଗିଲା ମାଓବାଦୀଙ୍କ ହାତ ଲେଖା ପୋଷ୍ଟର । କୋଟଗଡ ଥାନା ଅନ୍ତର୍ଗତ ଜାମଝୋର ଛକରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ପ୍ରତିନିଧି ମନୋଜ ସାବତ ପୂର୍ବତନ

ମୁଖ୍ୟମନ୍ତ୍ରୀଙ୍କୁ ମିଳିବ ଜୀବନ ବ୍ୟାପୀ ସାଧନା ପୁରସ୍କାର, ସମ୍ବର୍ଦ୍ଧନା ପାଇଁ ବିଜେଡିର ବଡ଼ ପ୍ରସ୍ତୁତି

ଜୀବନ ବ୍ୟାପୀ ସାଧନା ପୁରସ୍କାର ପାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ବିଜେଡିର ବଡ଼ ପ୍ରସ୍ତୁତି । ଦିଲ୍ଲୀରେ କ୍ୟାପିଟାଲ ଫାଉଣ୍ଡସେନ ସୋସାଇଟି ପକ୍ଷରୁ ଲାଇଫ ଟାଇମ ଆଚିଭମେଣ୍ଟ ପୁରସ୍କାର ପ୍ରଦାନ କରାଯିବ

ବିଜେଡି ମହିଳା କର୍ମକର୍ତ୍ତା ତାଲିକାରେ ମୃତ ମୀନାକ୍ଷୀ

ସଦ୍ୟ ଘୋଷିତ ମହିଳା ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ତାଲିକାରେ ସ୍ଥାନ ପାଇଛନ୍ତି ବ୍ରହ୍ମପୁର ସହରର ଟାଣୁଆ ନେତ୍ରୀ ସ୍ବର୍ଗତାଃ ମୀନାକ୍ଷୀ ମିଶ୍ର। ଏହାକୁ ନେଇ ଦଳ ଭିତରେ ଓ ବାହାରେ ଚର୍ଚ୍ଚା

ଆଇପିଏସସ୍ତରରେ ଅଦଳବଦଳ, ଚାରି ବରିଷ୍ଠ ପୋଲିସ ଅଧିକାରୀ ଡିଜି ପାହ୍ୟାକୁ ଉନ୍ନୀତ

ଚାରି ବରିଷ୍ଠ ପୋଲିସ ଅଧିକାରୀ ଡିଜି ପାହ୍ୟାକୁ ଉନ୍ନୀତ । ୮୯ ବ୍ୟାଚର ଅଫିସର ପ୍ରଣବିନ୍ଦୁ ଆଚାର୍ଯ୍ୟ, ଏସ.ଏମ୍‌. ନର୍ଭେଣେ, ଅମ୍ରିତ ମୋହନ ପ୍ରସାଦ, ବି. ରାଧିକାଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି । ଏବେ ରାଜ୍ୟ ପୋଲିସର

ନୂଆଁଖାଇରେ ମାଆ ସମଲେଶ୍ବରୀଙ୍କଠାରେ ଲାଗି ହେଲା ନବାନ୍ନ ଭୋଗ

ନୂଆଁଖାଇ ପାଇଁ ସାରା ପଶ୍ଚିମ ଓଡ଼ିଶା ଉତ୍ସବ ମୁଖରିତ। ମାଆ ସମଲେଶ୍ୱରୀଙ୍କୁ ଲାଗି ହେଲା ନବାନ୍ନ । ଘରେ ଘରେ ପିଠାପଣାର ମହକ। ମାଆଙ୍କ ପାଇଁ ନବାନ୍ନ ମୁଖ୍ୟ ପୂଜକଙ୍କ ସମେତ ଆଉ ଦୁଇ

1 22 23 24 25 26 121