Category: Regional
ଅଗଷ୍ଟ ୮ରେ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ: ଗଣଶିକ୍ଷା ମନ୍ତ୍ରୀ
ଯୁକ୍ତ୨ କଳା ଓ ଧନ୍ଦାମୂଳକ ବିଭାଗର ପରୀକ୍ଷାଫଳ ଅଗଷ୍ଟ ୮ ତାରିଖରେ ପ୍ରକାଶ ପାଇବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବୁଧବାର ଦିନ ଘୋଷଣା କରିଛନ୍ତି। ଶ୍ରୀ ଦାଶ କହିଛନ୍ତି ଯେ କୋଭିଡ୍
ଭୁବନେଶ୍ୱରରେ ଗଡ଼ିବ ଇ-ବସ୍ ଓ ଇ-ରିକ୍ସା , ଆସନ୍ତାକାଲି ମୁଖ୍ୟମନ୍ତ୍ରୀ କରିବେ ଉଦଘାଟନ୍
ରାଜଧାନୀରେ କାଲିଠୁ ଚାଲିବ ଇ-ବସ୍ । ମୋ ବସ୍ର ସଫଳତା ପରେ ଇ-ବସ୍ ସେବା ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ୧୦ଟି ଇ-ବସ୍ ଚାଲିବ । ଶୁକ୍ରବାର ସନ୍ଧ୍ୟାରେ ଇ-ବସ୍ର ଉଦଘାଟନ କରିବେ
ପ୍ରକାଶ ପାଇଲା +୨ ବିଜ୍ଞାନ ଏବଂ ବାଣିଜ୍ୟ ପରୀକ୍ଷା ଫଳ, ବିଜ୍ଞାନରେ ୯୪.୧୨ ଓ ବାଣିଜ୍ୟରେ ୮୯ ପ୍ରତିଶତ ରେଜଲ୍ଟ
ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳ ଘୋଷଣା ହୋଇଛି । ବୁଧବାର ୪ଟା ସମୟରେ ଏହି ଫଳ ପ୍ରକାଶ ପାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଏହା
ମୁଖ୍ୟ ଶାସନ ସଚିବଙ୍କ ହ୍ବାଟସ୍ଆପ୍ ହ୍ୟାକ୍
ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ହ୍ବାଟ୍ସଆପ୍ ହ୍ୟାକ୍ କରିଛନ୍ତି ସାଇବର ଠକ। ୯୩୧୫୬୪୧୭୮୪ ନମ୍ବରରେ ଶ୍ରୀ ମହାପାତ୍ରଙ୍କ ଫଟୋକୁ ହ୍ବାଟସ୍ଆପ୍ ଆକାଉଣ୍ଟରେ ଲଗାଇ ଆମାଜନ କମ୍ପାନିଠାରୁ ବିଲ୍ ପୈଠ କରିବା ପାଇଁ
ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀ ସଞ୍ଜୀବ କୁମାର ସିଂ
୨୦ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଜିଲ୍ଲା ଶିକ୍ଷା ଅଧିକାରୀ। କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀ ସଞ୍ଜୀବ କୁମାର ସିଂ। ଜଣେ ସରକାରୀ କର୍ମଚାରୀଙ୍କଠାରୁ ନେଉଥିଲେ ଲାଞ୍ଚ। ଏକ ବଦଳି ନିର୍ଦ୍ଦେଶନାମାକୁ ବାତିଲ କରିବା
ଓଡ଼ିଶା ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସ: ୨୨ଜଣ ଆଇନଜୀବୀଙ୍କୁ ‘ଲୟର୍ ଅଫ୍ ଦି ଇୟର’ ଆୱାର୍ଡ
ଓଡ଼ିଶା ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସ ଆଜି ପାଳିତ ହୋଇଛି। ଓଡ଼ିଶା ଜୁଡିସିଆଲ ଏକାଡେମିଠାରେ ଆୟୋଜିତ ପ୍ରତିଷ୍ଠା ଦିବସ ଉତ୍ସବରେ ‘ଲୟର୍ ଅଫ ଦି ଇୟର-୨୦୨୧’ ଆୱାର୍ଡ ବିଭିନ୍ନ ଜିଲ୍ଲାର ୨୨ଜଣ ଟ୍ରାଏଲ କୋର୍ଟ ଆଇନଜୀବୀଙ୍କୁ ପ୍ରଦାନ
ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବି: ଆଜି ଓଡ଼ିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ଓ ଛାତ୍ର ସଙ୍ଗଠନ
ଆଜି ଓଡ଼ିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ଓ ଛାତ୍ର ସଙ୍ଗଠନ । ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ମୃତ୍ୟୁ ମାମଲାରେ ଏହି ବନ୍ଦ ଡାକରା ଦେଇଛି ସଙ୍ଗଠନ ।
ସ୍ୱାଧୀନତା ଦିବସକୁ ଅଧିକ ସ୍ମରଣୀୟ କରିବା ପାଇଁ ଐତିହାସିକ ପଦକ୍ଷେପ ନେଇଛନ୍ତି ଉତ୍ତର ପ୍ରଦେଶ ସରକାର-
ସ୍ୱାଧୀନତା ଦିବସ ୨୦୨୨ରେ ଉତ୍ତର ପ୍ରଦେଶରେ ଛୁଟି ହେବ ନାହିଁ । ଅର୍ଥାତ ସ୍ୱାଧୀନତା ଦିବସ ଅବସରରେ ଉତ୍ତର ପ୍ରଦେଶରେ କୌଣସି ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ, ସରକାରୀ ଓ ଘରୋଇ କାର୍ଯ୍ୟାଳୟ ବନ୍ଦ ରିହବ
ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର
ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାତ୍ର ସପ୍ତାହେ । ଶୃଙ୍ଖଳିତ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଏଥିସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର କ୍ଷେତ୍ର ସ୍ତରୀୟ ଅଗ୍ରଗତିର

