ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ପାଇଁ ଆଜି ଭବାନୀପାଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭବାନୀପାଟଣାରେ ମୁଖ୍ୟମନ୍ତ୍ରୀ । ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ପାଇଁ ଆଜି କଳାହାଣ୍ଡି ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କଟକ ବାଦାମବାଡିରେ ଥିବା କେଏଏଫସି ରେଷ୍ଟୁରାଣ୍ଟରେ ସିଏମସି ସ୍ବାସ୍ଥ୍ୟ ବିଭାଗର ଚଢାଉ-ଜବତ ହେଲା ବାସି ବ୍ରେଡ୍ ଓ ଚିକେନ୍

ଆପଣ ସାଧାରଣତଃ ଶୁଣିଥିବେ କଟକରେ ନକଲି ଘିଅ,ଚା ପତି’,ତେଲ,ସସ୍ ଆଦି ବିଭିନ୍ନ ଜିନିଷ ବିକ୍ରି କରାଯାଇଥାଏ ଏବଂ ଚଢାଉ ପରେ ଅସଲ କଥା ସାମ୍ନାକୁ ଆସିଥାଏ ।

ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ସହଯୋଗୀ ଭଉୟ ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ହାଜର-

ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣା । କୋର୍ଟରେ ହାଜର ହେଲେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ସହଯୋଗୀ ।

ମୁଣ୍ଡଳି ବ୍ରିଜ୍‌ରୁ ମହାନଦୀକୁ ଡ଼େଇଁ ଯୁବକ ନିଖୋଜ,କାରଣ ଅସ୍ପଷ୍ଟ-କଟକ

କଟକ ମୁଣ୍ଡଳି ବ୍ରିଜ୍‌ରୁ ମହାନଦୀକୁ ଡ଼େଇଁ ଜଣେ ଯୁବକ ନିଖୋଜ ହୋଇଛନ୍ତି । ବ୍ରିଜ୍‌ରେ ସ୍କୁଟି ଓ ମୋବାଇଲ୍ ରଖି ମହାନଦୀକୁ ଡ଼େଇଁ ପଡ଼ିଥିିବା ଜଣାପଡ଼ିଛି । ଯୁବକଙ୍କ ଘର ଭୁବନେଶ୍ୱର ହୋଇଥିବା ସୁଚନା ମିଳିଛି ।

ଭୁବନେଶ୍ୱରରେ ୧୦ ଦଫା ଦାବି ନେଇ ଓଡିଶା ଡ୍ରାଇଭର ମହାସଂଘର ବିଶାଳ ରାଲି-

୧୦ ଦଫା ଦାବି ନେଇ ଆଜି ଭୁବନେଶ୍ୱରରେ ବିଶାଳ ରାଲି କରୁଛି ଓଡିଶା ଡ୍ରାଇଭର ମହାସଂଘ । ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଡ୍ରାଇଭର ମାନେ ଆସି ବିଶାଳ ରାଲି ପ୍ରଦର୍ଶନ କରିଛନ୍ତି ।

ରାଜ୍ୟ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ବିରୋଧୀ ନଛୋଡବନ୍ଧା-ମମିତାଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଆସୁଛନ୍ତି ବିଜେପିର କେନ୍ଦ୍ରୟ ଟିମ୍

ମମିତା ଅପହରଣ ଏବଂ ହତ୍ୟା ମାମାଲାରେ ରାଜ୍ୟ ରାଜନିତୀ ଏବେ ଉଠୁଛି ପଡୁଛି । ଘଟଣାରେ ସପୃକ୍ତି ଅଭିଯୋଗ କରି ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ବିରୋଧୀ ନଛୋଡବନ୍ଧା ।

ଗଣବଳାତ୍କାର କରିବା ପରେ ହତ୍ୟା ଘଟଣାରେ କେନ୍ଦୁଝର ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କଲା

କେନ୍ଦୁଝର ଜିଲା ପଣ୍ଡାପଡ଼ା ଥାନା ଅଧୀନ ଏକ ଗାଁରୁ ରବିବାର ଅପରାହ୍ନରେ ହାତଗୋଡ଼ ବନ୍ଧା ଅବସ୍ଥାରେ ଜଣେ ୨୦ବର୍ଷିୟା ଯୁବତୀଙ୍କ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ ।

ମୁଖ୍ୟମନ୍ତ୍ରୀ ମୋ କଲେଜ ଅଭିଯାନ ଅଧୀନରେ ପ୍ରଥମ ପର୍ଯ୍ୟାୟରେ ୧୨ ଟି କଲେଜ ଏବଂ ୨ ଟି ବିଶ୍ୱବିଦ୍ୟାଳୟକୁ ୧.୫ କୋଟି ଟଙ୍କା ଅନୁଦାନ ପ୍ରଦାନ କଲେ-

ମୋ କଲେଜ ଅଭିଯାନ ଅଧୀନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ୧୨ ଟି କଲେଜ ଏବଂ ଦୁଇଟି ବିଶ୍ୱବିଦ୍ୟାଳୟକୁ ୧.୫ କୋଟି ଟଙ୍କା ଅନୁଦାନର ପ୍ରଥମ କିସ୍ତି ପ୍ରକାଶ କରିଛନ୍ତି।

1 31 32 33 34 35 121