ଓଡିଶା ଭିଜିଲାନ୍ସ ନିର୍ଦ୍ଦେଶକ ଦେବଶିଷ ପାଣିଗ୍ରାହୀଙ୍କୁ ଉନ୍ନତ ଚିକିତ୍ସା ପାଇଁ ଆଜି କୋଲକାତାକୁ ବିମାନ ଯୋଗେ ନିଆଯାଇଛି। କରୋନା ସଂକ୍ରମିତ ହେବା ପରେ ପାଣିଗ୍ରାହି କଟକସ୍ଥିତ ଅଶ୍ୱିନୀ ହସ୍ପିଟାଲରେ ଭେଣ୍ଟିଲେଟର ଥିଲେ।
Category: Regional
ମହିଳାମାନଙ୍କ ସାବିତ୍ରୀ ବ୍ରତ ସୁରୁଖୁରୁରେ କରାଇବା ପାଇଁ ଆରମ୍ଭ ହୋଇଛି ମୋ ଭାଇ ୱେବସାଇଟ-
ଲକଡାଉନ କଟକଣା ଜାରି ରହିଥିବାରୁ ମହିଳାମାନେ ସାବିତ୍ରୀରେ ବିଭିନ୍ନ ପୂଜା ସାମଗ୍ରୀ କିଣିବା ଲାଗି ଚିନ୍ତାରେ ପଡିଛନ୍ତି । ତେବେ ମହିଳାମାନଙ୍କ ସାବିତ୍ରୀ ବ୍ରତ ସୁରୁଖୁରୁରେ କରାଇବା ପାଇଁ ଆରମ୍ଭ ହୋଇଛି ମୋ ଭାଇ ୱେବସାଇଟ ।
ଗଞ୍ଜାମ ପୁଅ ଅରୁଣ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଦେବେ କାଠର ପୁସ୍ତକରେ ଖୋଦିତ କରିଥିବା ହନୁମାନ ଚାଳିଶା ଉପହାର-
ଗଞ୍ଜାମ ଜିଲ୍ଲାର କଣ୍ଟେଇକୋଳି ଗାଁର ଅରୁଣ ସାହୁ କାଠରୁ ଏକ ପୁସ୍ତକ ତିଆରି କରିଛନ୍ତି ଓ ସେଥିରେ ହନୁମାନ ଚାଳିଶା ଖୋଦିତ ହୋଇଥିବା ଦେଖିବାକୁ ମିଳିଛି ।
କଟକ ଚୌଦ୍ବାରରେ କରୋନା ସଂକ୍ରମିତ ପିତାମାତାଙ୍କ ମୃତ୍ୟୁ ପରେ ଚାଇଲ୍ଡଲାଇନ ନାବାଳିକାକୁ ଉଦ୍ଧାର କରିଛନ୍ତି-
କଟକ ଚୌଦ୍ବାରରେ କରୋନା ସଂକ୍ରମିତ ପିତାମାତାଙ୍କ ମୃତ୍ୟୁ ପରେ ଚାଇଲ୍ଡଲାଇନ ନାବାଳିକାକୁ ଉଦ୍ଧାର କରିଛନ୍ତି । ତାଙ୍କୁ ଉଦ୍ଧାର କରିବା ପରେ ଏକ ଚାଇଲ୍ଡ କେୟାର ଘରେ ଆଶ୍ରୟ ଦିଆଯାଇଛି।
ରାଜ୍ୟରେ ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ: ବଢିବ କାଳବୈଶାଖୀ ବର୍ଷା-
ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଥିବାରୁ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଜାରି କରିଛି । ଟ୍ରପଲାଇନ୍ ପ୍ରଭାବରେ କାଳବୈଶାଖୀ ବର୍ଷା ଜାରି ରହିଛି ।
ରାଜ୍ୟର ୫ଟି ସହରରେ ଘରେ ଘରେ ମିଳିବ ଅକ୍ସିଜେନ କନସେଣ୍ଟ୍ରଟର, ବୁକ୍ ପରେ ହେବ ହୋମ ଡେଲିଭେରି
ରାଜ୍ୟର ୫ଟି ସହରରେ ଅକ୍ସିଜେନ କନସେଣ୍ଟ୍ରଟର ହୋମ ଡେଲିଭେରି ମାଧ୍ୟମରେ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ଜଣାଇଛନ୍ତି ।
ଓଡିଶା ଭିଜିଲାନ୍ସ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ କରୋନା ସଂକ୍ରମିତ ହୋଇ ଗୁରୁତର ହେବାରୁ ତାଙ୍କୁ ହାଇଦ୍ରାବାଦ ପଠାଇବାକୁ ସ୍ବତନ୍ତ୍ର ବ୍ୟବସ୍ଥା-
କରୋନା ସଂକ୍ରମିତ ହେବା ପରେ ଓଡିଶା ଭିଜିଲାନ୍ସ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡା.ଦେବାଶିଷ ପାଣିଗ୍ରାହୀ କରୋନା ସଂକ୍ରମିତ ହୋଇ ଗୁରୁତର ହେବାରୁ ତାଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା ହେଉଛି ।
ବିଜେପି ଯୁବ ନେତା ରଞ୍ଜିତ ପ୍ରଧାନଙ୍କୁ ପିଟିପିଟି ହତ୍ୟା, ଗାଡି ସାଇଡ୍ ମରାକୁ ନେଇ ବିବାଦ-
ବିଜେପି ଯୁବ ନେତାଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ନୂଆସାହି ଅଞ୍ଚଳରେ ଏଭଳି ଅଘଟଣ ଦେଖିବାକୁ ମିଳିଛି ।
କଂଗ୍ରେସର ବରିଷ୍ଠନେତା ତାରାବାହିନୀ ପତି ଜୟପୁର ବିଧାୟକ ଅସୁସ୍ଥ: କରୋନା ସଂକ୍ରମିତ
କଂଗ୍ରେସର ବରିଷ୍ଠନେତା ତଥା ଜୟପୁର ବିଧାୟକ ତାରାବାହିନୀ ପତି କରୋନା ସଂକ୍ରମିତ ହୋଇ ଭୁବନେଶ୍ବରର ସମ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପତ୍ନୀ ମିନାକ୍ଷୀ ବାହିନୀ ପତି ସୂଚନା ଦେଇଛନ୍ତି ।
ଲୋକପ୍ରିୟ ତଥା ବରିଷ୍ଠ ବଲିଉଡ ଅଭିନେତା ଦିଲ୍ଲୀପ କୁମାର ଅସୁସ୍ଥ-
ଲୋକପ୍ରିୟ ତଥା ବରିଷ୍ଠ ବଲିଉଡ ଅଭିନେତା ଦିଲ୍ଲୀପ କୁମାରଙ୍କୁ ମୁମ୍ବାଇର ହିନ୍ଦୁଜା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନିଶ୍ୱାସ ନେବାରେ ଅସୁବିଧା ହେତୁ ଦିଲ୍ଲୀପ କୁମାରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

