ମୁଖ୍ୟମନ୍ତ୍ରୀ ପୁରୀରେ କୋଭିଡ ହସପିଟାଲ୍‌ର ଲୋକାର୍ପଣ କଲେ

ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାରେ ସ୍ୱତନ୍ତ୍ର କୋଭିଡ ମେଡିକାଲ ମାନ ସ୍ଥାପନା କରୁଛନ୍ତି । ଏହି ଧାରାରେ ଆଜି ପୁରୀରେ ଆଜି ଏକ କୋଭିଡ ମେଡିକାଲର ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି ।

ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା : ଆସନ୍ତା ୨୩ରେ ଲଘୁଚାପରେ ପରିଣତ ହେବ

ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେଊଛି । ଯାହା ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ହେବ । ଆଜି ଆଣ୍ଡାମାନ ଓ ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇସାରିଛି । ୨୩ରେ ଅବପାତର ରୂପ ନେବ ।

୮୦୦ ଜଣ କର୍ମଚାରୀ ରାଉରକେଲା ଇସ୍ପାତ କାରଖାନାର କରୋନା ପଜିଟିଭ୍ ଚିହ୍ନଟ-

କରୋନା ମହାମାରୀ ସମୟରେ ବିଭିନ୍ନ ଜିଲ୍ଲାରୁ ଏକାଧିକ କରୋନା ରୋଗୀ ଚିହ୍ନଟ ହେଉଥିବା ବେଳେ ରାଉରକେଲା ଇସ୍ପାତ କାରଖାନାରୁ ଏକାଥରକେ ୮ ଶହ ଜଣ କର୍ମଚାରୀ କୋଭିଡରେ ଆକ୍ରାନ୍ତ ହୋଇଛନ୍ତି ।

ସମ୍ଭାବ୍ୟ ବାତ୍ୟା ୟଶ୍ ଦାନା ବାନ୍ଧୁଛି : ବାଲେଶ୍ୱର ଓ ଦୀଘା ମଧ୍ୟରେ କରିପାରେ ଲ୍ୟାଣ୍ଡଫଲ୍

ଇଣ୍ଡିଆନ୍ ନ୍ୟାସ୍‌ନାଲ୍ ସେଣ୍ଟର ଫର୍ ଓସେନ୍ ଇନଫର୍ମେସନ୍ ସର୍ଭିସ୍ (ଆଇଏନ୍‌ସିଓଆଇଏସ୍‌)ର ମଡେଲ ଅନୁଯାୟୀ, ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ସମ୍ଭାବ୍ୟ ବାତ୍ୟା ‘ୟଶ୍‌’ ବାଲେଶ୍ୱର ଓ ଦୀଘା ମଧ୍ୟରେ ଲ୍ୟାଣ୍ଡଫଲ୍ କରିପାରେ ।

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ: ଆଜି କରୋନା ମୁକାବିଲା ନେଇ ହୋଇପାରେ ନିଷ୍ପତ୍ତି

ଆଜି ସଂଧ୍ୟା ସାଢେ଼ ୫ଟାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫେରେନ୍ସିଂ ଜରିଆରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ ।

ସରକାର ଜାରି କଲେ ନୂଆ ଆଡଭାଇଜରି : ୧୦ ମିଟର ଯାଏଁ ବାୟୁରେ ବ୍ୟାପିପାରିବ କରୋନା ଭାଇରସ,

କରୋନା ଭାଇରସ ମୁକାବିଲା ଲାଗି ସରକାର ‘ଇଜି ଟୁ ଫଲୋ’ ଜାରି କରିଛନ୍ତି । ଏଥିରେ କୁହାଯାଇଛି ଯେ, କରୋନା ଭାଇରସ ବାୟୁରେ ୧୦ ମିଟର ଯାଏଁ ବ୍ୟାପିପାରେ ।

ୟୁପି ସରକାରଙ୍କ ବଡ଼ ଘୋଷଣା: ଏଣିକି କରୋନାରେ ମୃତ୍ୟୁ ବରଣ କରିଥିବା କର୍ମଚାରୀଙ୍କ ପରିବାରକୁ ମିଳିବ ଚାକିରି

ଏଣିକି ୟୁପିରେ କରୋନାରେ ମୃତ୍ୟୁ ବରଣ କରିଥିବା କର୍ମଚାରୀଙ୍କ ପରିବାରକୁ ମିଳିବ ଚାକିରି । ଉତ୍ତରପ୍ରଦେଶରେ କୋଭିଡ୍ ଡ୍ୟୁଟିରେ ଥିବା କର୍ମଚାରୀ ମାନେ କରୋନାରେ ମୃତ୍ୟୁ ବରଣ କଲେ ସେମାନଙ୍କ ପରିବାରକୁ ଚାକିରି ମିଳିବ ବୋଲି ଆଜି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି ।

ଭାସ୍କର୍ଯ୍ୟଶିଳ୍ପି ପଦ୍ମବିଭୁଷଣ ରଘୁନାଥ ମହାପାତ୍ରଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହେବା ପରେ ତାଙ୍କର ଦୁଇ ପୁଅ ବି ଆର ପାରିକୁ ଚାଲି ଯାଇଛନ୍ତି –

ଭାସ୍କର୍ଯ୍ୟଶିଳ୍ପି ପଦ୍ମବିଭୁଷଣ ରଘୁନାଥ ମହାପାତ୍ରଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହେବା ପରେ ତାଙ୍କ ପଛେ ପଛେ ତାଙ୍କର ଦୁଇ ପୁଅ ବି ସାଥୀ ହୋଇ ଆର ପାରିକୁ ଚାଲି ଯାଇଛନ୍ତି ।

1 61 62 63 64 65 121