ଆଜି ସକଳେ ଅବକାରୀ ବିଭାଗ ରାସୋଳ ଥାନା ଅଞ୍ଚଳରେ ନାଉକୀଆରୀରୁ ଜଣ ଗଞ୍ଜାଇ ଚାଲାଣକାରି ସହିତ ପଚାଶ କେଜିରୁ ଉର୍ଦ୍ଧ ଗଞ୍ଜେଇ ଜବତ କରିଛି ।
Category: Regional
କୋଭିଡ ଚିକିତ୍ସା ଫି ଉଲଙ୍ଘନ ଅଭିଯୋଗରେ ଘରୋଇ ହସ୍ପିଟାଲକୁ କାରଣ ଦର୍ଶଅ ନୋଟିସ୍
ରାଜଧାନୀରେ କରୋନା ଚିକିତ୍ସା ପଇଁ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ଟଙ୍କା ଠାରୁ ଅଧିକ ଟଙ୍କା ଆଦାୟ କରିବାରୁ ଭୂବନେଶ୍ୱର ସନସାଇନ୍ ହସପିଟାଲକୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଭୁବନେଶ୍ୱର ମହାନଗର ନିଗମ ।
କରୋନାରେ ପୀଡିତ ମାଓବାଦୀଙ୍କୁ ଆତ୍ମସମର୍ପଣ କଲେ ମାଗଣା ଚିକିତ୍ସା ସୁବିଧା ପ୍ରଦାନ କରିବ ଜିଲ୍ଲାପ୍ରଶାସନ-
ମାଲକାନଗିରିର ଗ୍ରାମାଞ୍ଚଳରେ କରୋନାରେ ପୀଡିତ ମାଓବାଦୀଙ୍କୁ ଆତ୍ମସମର୍ପଣ କଲେ ମାଗଣା ଚିକିତ୍ସା ସୁବିଧା ଦିଆଯିବ ବୋଲି ଜିଲ୍ଲା ପ୍ରଶାସନ କହିଛି ।
ସୁକୁମା ଜିଲ୍ଲାରେ ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ, ଘରୁ ଡାକି ନେଇ ଡିଆରଜି ଯବାନଙ୍କ ଗଳାକାଟି ହତ୍ୟା କରିଛନ୍ତି –
ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ପୁଣି ମାଓବାଦୀ ବର୍ବର କାଣ୍ଡ ରଚିଛନ୍ତି । ଘରୁ ଡାକି ନେଇ ଜଣେ ଡିଆର୍ଜି ଯବାନଙ୍କୁ ଗଳାକାଟି ହତ୍ୟା କରିଛନ୍ତି
ଭଦ୍ରକ ଜିଲ୍ଲାରୁ ଆଉ ନୂଆ ୫୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୫୦
ଭଦ୍ରକ ଜିଲ୍ଲାରୁ ଆଉ ନୂଆ ୫୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଳାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ହୋଇଛି ୧୦ହଜାର ୬୪୦ । ମୋଟ ୮ ହଜାର ୯୫୮ଜଣ ଆକ୍ରାନ୍ତଙ୍କ ସୁସ୍ଥ ହେବା ପରେ ଜିଲ୍ଳାରେ ଆଉ ୧୬୫୦ ।
ଗ୍ଲୋବାଲ ଟେଣ୍ଡର ହେବ ଓଡିଶାରେ ଟିକା ପାଇଁ , ରାଜ୍ୟବାସୀ ସୁବିଧାରେ ଟିକା ପାଇବେ
ରାଜ୍ୟରେ କରୋନା ମହାମାରୀ ବଢିଚାଲିଥିବା ବେଳେ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି ।ଗ୍ଲୋବାଲ ଟେଣ୍ଡର ଜାରି କରିବା ପାଇଁ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି ।
ଭୁବନେଶ୍ୱରରେ ବଜ୍ରପାତ ନେଇ ହାଇଆଲର୍ଟ ଜାରୀ କଲା ପାଣିପାଗ ବିଭାଗ, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱରରେ ବଜ୍ରପାତ ନେଇ ହାଇଆଲର୍ଟ ଜାରୀ କଲା ପାଣିପାଗ ବିଭାଗ । କାଳବୈଶାଖୀ ବର୍ଷା ଓ ବଜ୍ରପାତ ନେଇ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ଆଜି ଛତିଶା ନିଯୋଗ ବୈଠକରେ ଚୁଡ଼ାନ୍ତ ନିଷ୍ପତି ହେବ ଶ୍ରୀକ୍ଷେତ୍ର ଚନ୍ଦନ ଯାତ୍ରାର ସିଧାପ୍ରସାରଣ,
ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ନେଇ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଞ୍ଚିଛି । କୋଭିଡ୍ ସମୟରେ କିଭଳି ହେବ ଶ୍ରୀଜିଉଙ୍କର ବାହାର ଚନ୍ଦର ଯାତ୍ରା ।
ମାଙ୍କଡା ପଥର ବେଆଇନ ଭାବେ ଚାଲାଣ ବେଳେ ପ୍ରଶାସନର ଚଢାଉ, ମିନି ଟ୍ରକ ଏକ ଜବତ
ଯାଜପୁର ଜିଲ୍ଲା ଦର୍ପଣ ତହସିଲ୍ ଅନ୍ତର୍ଗତ ସମିଆଁ ରାଜସ୍ବ ସର୍କଲ ଅଧୀନ ବାଉଁଶମୂଳି ମୌଜାରେ ବେଆଇନ ଭାବେ ମାଙ୍କଡା ପଥର ଚାଲାଣ ବେଳେ ଚଢାଉ କଲା ପ୍ରଶାସନ
ଆନନ୍ଦବଜାରରେ ୨ ସେବାୟତ ମୁହାଁମୁହିଁ, ଜଣେ ଆହତ
ଶ୍ରୀମନ୍ଦିର ଆନନ୍ଦ ବଜାରରେ ୨ ସେବାୟତ ମୁହାଁମୁହିଁ ହୋଇଥିବା ଜଣାଯାଇଛି । ଜଣେ ସେବାୟତଙ୍କ ଆକ୍ରମଣରେ ଅନ୍ୟ ଜଣେ ସେବାୟତ ଆହତ ହୋଇଛନ୍ତି ।