କରୋନା ଡ୍ୟୁଟି ପାଇଁ କଟକ ବଡ ମେଡିକାଲରୁ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ନେଇ ବଲାଙ୍ଗୀର ଅଭିମୁଖେ ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ନୟାଗଡରେ ଏକ ଗଛରେ ପିଟି ହୋଇଯାଇଛି ବସ୍ ।
Category: Regional
ଜ୍ୟୋତିଷ ବିଚାର
ଅଦ୍ୟ ମଇ ମାସ ୦୮ ତାରିଖ ୨୦୨୧ ମସିହା(ଶନିବାର)
ସର୍ପଦଂଶନରେ ଭାଇଭଉଣୀଙ୍କ ମୃତ୍ୟୁ
କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ଘରେ ଶୋଇଥିବା ସମୟରେ ସର୍ପଦଂଶନରେ ଭାଇଭଉଣୀଙ୍କ ମୃତ୍ୟୁ ଘଟିଥିବା ଖବର ସାମ୍ନାକୁ ଆସିଛି
ଜ୍ୟୋତିଷ ବିଚାର
ଅଦ୍ୟ ମଇ ମାସ ୦୭ ତାରିଖ ୨୦୨୧ ମସିହା(ଶୁକ୍ରବାର)
ବଜ୍ରକାପ୍ତା ଚାଲାଣ ବେଳେ ଟାଉନ୍ ଥାନା ପୋଲିସର ଚଢ଼ାଉ,ଜଣେ ଗିରଫ
ବାରିପଦା ଜିଲ୍ଲାରେ ବଜ୍ରକାପ୍ତା ଚାଲାଣ ବେଳେ ଚଢ଼ାଉ କରି ଜଣଙ୍କୁ ଗିରଫ କରିଛି ବାରିପଦା ଟାଉନ୍ ଥାନା ପୋଲିସ
ଗ୍ରୋସରି ଲୁଟେରା ଧରାପଡିଲା , ୫୦ ହଜାରରୁ ଉର୍ଦ୍ଧ୍ବ ନଗଦ ଟଙ୍କା ସହ ଖାଦ୍ୟ ସାମଗ୍ରୀ ଜବତ –
କଟକ ସିଡିଏରୁ ପୋଲିସ ଉକ୍ତ ଅଞ୍ଚଳର ଜଣଙ୍କ ଘରୁ ଖାଦ୍ୟ ସାମଗ୍ରୀ ଚୋରି ଅଭିଯୋଗରେ ଜଣେ ଲୁଟେରାକୁ ଗିରଫ କରିଛି ।
କଳାହାଣ୍ଡିରେ ନର୍ସିଂ ସ୍କୁଲ ଛାତ୍ରଛାତ୍ରୀଙ୍କ ୱେଲକମ୍ ପାର୍ଟି ଆୟୋଜନ : କୋଭିଡ ଗାଇଡଲାଇନକୁ ଉଲ୍ଲଂଘନ-
ରାଜ୍ୟସରକାର ଲାଗୁ କରିଥିବା କୋଭିଡ ଗାଇଡଲାଇନ ଉଲ୍ଲଂଘନ କରି ୱେଲକମ୍ ପାର୍ଟି ଆୟୋଜନ କଲେ ଛାତ୍ରଛାତ୍ରୀ।
କରୋନାରେ ଗଞ୍ଜାମ ଜିଲ୍ଲା ସାମ୍ବାଦିକ ପ୍ରଦୀପ କିଶୋର ସାହୁଙ୍କ ଦେହାନ୍ତ
ଆଜି କରୋନାରେ ଆଉ ଜଣେ ସାମ୍ବାଦିକ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଦୈନିକ ଖବରକାଗଜ ସମ୍ବାଦର ଗଞ୍ଜାମ ଜିଲ୍ଲା ଖବରଦାତା ପ୍ରଦୀପ କିଶୋର ସାହୁ ବିୟୋଗ ଘଟିଛି
ଭୁବନେଶ୍ବରରେ ଆରମ୍ଭ ହେବ କରୋନା ଟିକା ନିର୍ମାଣ କାର୍ଯ୍ୟ
ରାଜ୍ୟସରକାର ଘୋଷଣା କରିଛନ୍ତି ଯେ ରାଜ୍ୟରେ ବହୁ ପ୍ରତୀକ୍ଷିତ ଟିକା ଉତ୍ପାଦନ ୟୁନିଟ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି।
ମୁଖ୍ୟମନ୍ତ୍ରୀ କରୋନା ମହାମାରୀର ମୁକାବିଲା କରିବା ପାଇଁ ୩ଟି ଜିଲ୍ଲାକୁ ୭.୬୨ କୋଟି ଟଙ୍କା ମଞ୍ଜୁର କଲେ –
ଦିନକୁ ଦିନ ରାଜ୍ୟରେ ଅଣାୟତ ହେବାରେ ଲାଗିଛି କରୋନା ପରିସ୍ଥିତି । ତେବେ ଏହି କଠିନ ପରିସ୍ଥିତିର ମୁକାବିଲା କରିବା ପାଇଁ ତିନି ଜିଲ୍ଲା ପାଇଁ ସ୍ୱତନ୍ତ୍ର ଅର୍ଥ ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

